ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ପ୍ରବଳ ବର୍ଷା ଓ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ: ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ।
ବଲାଙ୍ଗୀର,୨୯।୭: ଗତ କିଛି ଦିନ ଧରି ଜାରି ରହିଥିବା ଲଗାଣ ବର୍ଷା ଓ ବନ୍ୟାଜଳ ଯୋଗୁଁ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବିଭିନ୍ନ...
ଉନ୍ଦେର ନଦୀରେ ବନ୍ୟା: ୧୦ ଘଣ୍ଟାର ଅପରେସନ୍ ପରେ ଫସିଥିବା ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।
ବଲାଙ୍ଗୀର,୨୯।୭: ଗତ ଦୁଇ ଦିନ ହେବ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗିରହିଥିବା ପ୍ରବଳରୁ ଅତି...
ମକା ବସ୍ତା ତଳେ ଚାଲିଥିଲା ଗଞ୍ଜେଇ ଚାଲାଣ: ବଲାଙ୍ଗୀର ଅବକାରୀ ମୋବାଇଲ୍ ୟୁନିଟ୍ ଦ୍ୱାରା ୧୦-ଚକିଆ ଟ୍ରକ୍ ଜବତ, ମାଫିଆ ଗିରଫ ।
ବଲାଙ୍ଗୀର,୨୪।୭: ଅପରାଧୀ ଯେତେ ଚାଲାକ୍ ହେଲେ ବି ଆଇନର ହାତରୁ ଖସିଯିବା ଅସମ୍ଭବ। ମକା ବସ୍ତା ତଳେ ଗଞ୍ଜେଇ ଲୁଚାଇ...
କଣ୍ଟାବାଞ୍ଜି ସିଏଚସିରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ: ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନାଗରିକ କମିଟିର ଦାବିପତ୍ର, ପୂରଣ ନହେଲେ ବିଶାଳ ପଦଯାତ୍ରା ଚେତାବନୀ ।
ବଲାଙ୍ଗୀର,୨୩।୭: କଣ୍ଟାବାଞ୍ଜି ସହର ଓ ଏହାର ଆଖପାଖ ଅଞ୍ଚଳରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଗୋଷ୍ଠୀ...
କଣ୍ଟାବାଞ୍ଜିରେ ସ୍ତ୍ରୀକୁ ନିର୍ମମ ଭାବେ ହାଣି ହତ୍ୟା କଲା ସ୍ୱାମୀ: ଅଭିଯୁକ୍ତ ଅଟକ, ପୁଲିସର ତଦନ୍ତ ଜାରି ।
ବଲାଙ୍ଗୀର,୨୩।୭: ପାରିବାରିକ କଳହରୁ ଭୟଙ୍କର ପରିଣତି। ସ୍ୱାମୀର ଧାରୁଆ ଅସ୍ତ୍ର ପ୍ରହାରରେ ପ୍ରାଣ ହରାଇଛନ୍ତି ସ୍ତ୍ରୀ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି...
କାନ୍ଧରେ ମୃତ ପୁଅର ଶବ ବୋହିନେଲେ ବାପା: କଣ୍ଟାବାଞ୍ଜିରେ ସମ୍ବେଦନଶୀଳ ଦୃଶ୍ୟ, ବୁଝାସୁଝା ପରେ ମହାପ୍ରୟାଣ ଗାଡ଼ିରେ ପଠାଗଲା ମୃତଦେହ ।
ବଲାଙ୍ଗୀର,୨୨।୭: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ୍ତରଖାନା ପରିସରରୁ ଏକ ହୃଦୟବିଦାରକ ଓ ସମ୍ବେଦନଶୀଳ ଦୃଶ୍ୟ ସାମ୍ନାକୁ ଆସିଛି। ନିଜର ୯...
ଆମ ଗାଁ ବୁଡ଼ିଗଲେ ବୁଡ଼ି ଯାଉ, ସର୍ତ୍ତ ନ ପୂରଣ ହେଲେ ଗାଁ ଛାଡ଼ିବୁ ନାହିଁ: ଲୋୟର ସୁକତେଲ ବୁଡ଼ି ଅଞ୍ଚଳ କୁମିଆପାଲିରେ ପ୍ରଶାସନ ବିରୋଧରେ ଗ୍ରାମବାସୀଙ୍କ ଗର୍ଜନ ।
ବଲାଙ୍ଗୀର,୨୧।୭: “ଗାଁ ବୁଡ଼ିଗଲେ ବୁଡ଼ି ଯାଉ, ପଛକେ ପ୍ରାଣ ଯାଉ, କିନ୍ତୁ ଦାବି ପୂରଣ ନ ହେବା ଯାଏଁ ଆମେ...
ବେପରୁଆ ଡ୍ରାଇଭିଂ: ବଲାଙ୍ଗୀରରେ ଗାଡ଼ି ଚାପାରେ ୨ ଗୋରୁ ମୃତ, ଏକାଧିକ ଗୁରୁତର ।
ବଲାଙ୍ଗୀର,୨୧।୭: ରାଜପଥରେ ପୁଣି ବେପରୁଆ ଡ୍ରାଇଭିଂର କରାଳ ରୂପ। ବଲାଙ୍ଗୀର ସହରରେ ଗୋଟିଏ ପଟେ ଅନିୟନ୍ତ୍ରିତ ଗାଡ଼ି ଚାଳନା ଓ...
ଦାଦନ ଶ୍ରମିକଙ୍କ ନାବାଳିକା ଝିଅକୁ ଘରୁ ଅପହରଣ କରି ଜଙ୍ଗଲରେ ଦୁଷ୍କର୍ମ: ଅଭିଯୁକ୍ତ ଯୁବକକୁ ଗିରଫ କଲା ତୁରେକେଲା ପୋଲିସ ।
ବଲାଙ୍ଗୀର,୨୦।୭: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଲର୍କି ଗ୍ରାମରେ ଏକ ଅଭାବନୀୟ ତଥା ମାନବିକତାକୁ ସାର ଅପମାନିତ କଲାଭଳି...
କଣ୍ଟାବାଞ୍ଜି ରଥଯାତ୍ରାରେ ଚୋରଙ୍କ ରାଜ୍: ଭିଡ଼ର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍, ଥାନାରେ ଏତଲା ।
ବଲାଙ୍ଗୀର,୧୮।୭: ସହରରେ ଚାଲିଥିବା ପବିତ୍ର ରଥଯାତ୍ରା ମହୋତ୍ସବ ସମୟରେ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାକୁ ଖୁଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା।...
ତୁରେକେଲା ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ: ୧୬୬ ଜଣ ନୂତନ ହିତାଧିକାରୀ ହେଲେ ଉପକୃତ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ ।
ବଲାଙ୍ଗୀର,୧୮।୭: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ନୂତନ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ...
ପ୍ରଶାସନ ନିଦ୍ରାରେ, ବିପଦରେ ଜନଜୀବନ: ବେଲପଡା ବ୍ଲକ ଖଲିପଥର ଗ୍ରାମର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା ।
ବଲାଙ୍ଗୀର,୧୮।୭: ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ବେଲପଡା ବ୍ଲକ ପ୍ରଶାସନର ଚରମ ଅବହେଳା ଯୋଗୁଁ ଆଜି ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ।...
