ତରଣୀସେନ ମେହେର
ଜିଲ୍ଲା ପ୍ରତିନିଧି ବଲାଙ୍ଗୀର
ପ୍ରକଳ୍ପ ଜଳରେ ବୁଡ଼ିବ ଭିଟାମାଟି, ଦାବି ପୂରଣ ନହେଲେ ଜଳସମାଧି ନେବେ କୁମିଆପାଲିବାସୀ !
ବଲାଙ୍ଗୀର,୧୮।୭: ବିକାଶର ମହାଯଜ୍ଞରେ ପୁଣି ଆହୁତି ସାଜିବାକୁ ଯାଉଛି ଭିଟାମାଟି। ଚଳିତ ମୌସୁମୀରେ ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଜଳମଗ୍ନ...
ଲୋଇସିଂହା କରକଚିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବେଆଇନ୍ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟି ହେଲା ବାଇକ୍, ସନ୍ଧିବାହାଲର ୨ ଯୁବକଙ୍କ ମୃତ୍ୟୁ ।
ବଲାଙ୍ଗୀର, ୧୬।୭: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କରକଚିଆ ଛକ ନିକଟରେ ଗତରାତିରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା...
ପ୍ରତିଶୋଧ ପରାୟଣ ପ୍ରେମିକର ନିଷ୍ଠୁର କାଣ୍ଡ: ପ୍ରେମିକାକୁ ଛୁରାମାଡ଼ ପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଅଭିଯୁକ୍ତ ମୁନ୍ନା ବେହେରାର ମୃତ୍ୟୁ !
ବଲାଙ୍ଗୀର,୧୫।୭: ଅନୈତିକ ପ୍ରେମ ସମ୍ପର୍କକୁ ନେଇ ବଲାଙ୍ଗୀର ଜିଲ୍ଲା ବେଲପଡା ରକ୍ତାକ୍ତ। ପ୍ରେମିକର ଛୁରା ମାଡ଼ରେ ପ୍ରେମିକା ଗୁରୁତର ହୋଇଥିବା...
ଦାବୀ ପୂରଣ ନହେଲେ ପାଣିରେ ବୁଡ଼ି ମରିବୁ ପଛେ ଗାଁ ଛାଡ଼ିବୁନି: ଜିଲ୍ଲା ପ୍ରଶାସନ ସହ ଆଲୋଚନାରେ କୁମିଆଁପାଲି ଆଦିବାସୀଙ୍କ ଚେତାବନୀ।
ବଲାଙ୍ଗୀର,୧୫।୭: ଲୋୟର ସୁକତେଲ ପ୍ରକଳ୍ପର ବୁଡ଼ି ଅଞ୍ଚଳ କୁମିଆଁପାଲି ଗ୍ରାମର ବିସ୍ଥାପିତ ଆଦିବାସୀ ପରିବାରଙ୍କ ପୁନର୍ବାସ ଓ କ୍ଷତିପୂରଣ ଦାବିକୁ...
ପ୍ରଶାସନର ଅନ୍ଧ ନିୟମ, ବାରଣ୍ଡାରେ ବିତୁଛି ବେସାହାରା କୁନାଙ୍କ ଜୀବନ: ବଇରାସର ପଞ୍ଚାୟତରୁ ସାଂଘାତିକ ଚିତ୍ର !;
ବଲାଙ୍ଗୀର,୧୫।୭: ସ୍ଵାଧୀନତାର ଅମୃତ ମହୋତ୍ସବ ପରେ ବି ଆଜି ଆମ ସମାଜରେ ଏମିତି କିଛି ଚିତ୍ର ସାମ୍ନାକୁ ଆସୁଛି, ଯାହା...
ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗ: ଦୁର୍ଦ୍ଦାନ୍ତ ଅଭିଯୁକ୍ତ ବାବୁଲୁ ଓ ସହଯୋଗୀ ଗିରଫ, କୋର୍ଟ ଚାଲାଣ ।
ବଲାଙ୍ଗୀର,୧୪।୭: ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ ତଥା ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ଏକ ବଡ଼ ସଫଳତା...
ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡର ବିଭୀଷିକା! ଶିକ୍ଷା ମନ୍ଦିରରେ ନବମ ଶ୍ରେଣୀ ଛାତ୍ରଙ୍କୁ ବେଧଡ଼କ ମାଡ଼ ଅଭିଯୋଗ ।
ବଲାଙ୍ଗୀର,୧୪।୭: ଶିକ୍ଷା ମନ୍ଦିରରେ ସଂସ୍କାର ବଦଳରେ ଶାରୀରିକ ନିର୍ଯାତନା। ସରକାରଙ୍କ ‘ଦଣ୍ଡମୁକ୍ତ ଶିକ୍ଷା’ ବ୍ୟବସ୍ଥାକୁ ଖୋଲାଖୋଲି ଚ୍ୟାଲେଞ୍ଜ। ଏଭଳି ଏକ...
୬୮ କୋଟିର ମହାଘୋଟାଲା? ପ୍ରଥମ ବର୍ଷାରେ ଖୋଲିଲା ବଲାଙ୍ଗୀର ରାହୁଲ ବ୍ୟାରେଜ୍ର ଅସଲ ରୂପ, ଗାର୍ଡୱାଲ୍ରେ ବଡ଼ ଫାଟ, ଧୋଇଗଲା ପଥର ପ୍ୟାକିଂ ।
ବଲାଙ୍ଗୀର, ୧୪।୭: ମାତ୍ର କିଛି ମିଲିମିଟରର ବର୍ଷା, ଆଉ ପ୍ରଥମ ବର୍ଷା ପାଣିର ପ୍ରବାହରେ ଭୁଶୁଡ଼ି ପଡ଼ିଲା ଜନସାଧାରଣଙ୍କ ରକ୍ତଝାଳ...
ମୁରିବାହାଲ ବ୍ଲକରେ VBG-RAMG ଯୋଜନାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ: ଯୋଗଦେଲେ ବିଧାୟକ ଲକ୍ଷ୍ମଣ ବାଗ ।
ବଲାଙ୍ଗୀର,୧୩।୭: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ‘ବିକ୍ସିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ...
ସ୍ତ୍ରୀର ମୋବାଇଲ ମାଡ଼ରେ ଗଲା ସ୍ୱାମୀଙ୍କ ଜୀବନ ! ବଲାଙ୍ଗୀରରେ ସ୍ତ୍ରୀ ନାମରେ ହତ୍ୟା ଅଭିଯୋଗ, ଲକ୍ଷ୍ମୀଜୋର ଥାନାରେ ମାମଲା ରୁଜୁ ।
ବଲାଙ୍ଗୀର,୧୨।୭: ପାରିବାରିକ କଳହରୁ ସୃଷ୍ଟି ହୋଇଥିବା ଏକ ଅଭାବନୀୟ ଘଟଣାରେ ସ୍ତ୍ରୀର ମାଡ଼ରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ପରି ଏକ...
ବେପରୁଆ ଗାଡ଼ି ଚଳାଚଳ ନେଲା ଯୁବକଙ୍କ ଜୀବନ: ଠିକ୍ ସମୟରେ ପହଞ୍ଚିଲାନି ଆମ୍ବୁଲାନ୍ସ, ପରିବାରର ସଂଗୀନ ଅଭିଯୋଗ ।
ବଲାଙ୍ଗିର,୧୨।୭: ବଲାଙ୍ଗିର ଜିଲ୍ଲାରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ସ୍ଥାନୀୟ ମାଧିଆପାଲି...
ପରକୀୟା ପ୍ରୀତିର କରୁଣ ପରିଣତି! ଘରଜ୍ଵାଇଁଙ୍କୁ ଯୋଜନାବଦ୍ଧ ହତ୍ୟା ଅଭିଯୋଗ; ପୋଲିସର ତଦନ୍ତ ଜାରୀ ।
ବଲାଙ୍ଗିର,୧୧।୭: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ମାଲିଶିରା ପଞ୍ଚାୟତର ଖରାଲି ଗ୍ରାମରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଘଟଣା...
