Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଜଗନ୍ନାଥ ନାଏକ

ସ୍ଥାନୀୟ ପ୍ରତିନିଧି ଭବାନୀପାଟଣା

ଲଘୁଚାପ ଜନିତ ବର୍ଷାରେ ଭୁଶୁଡିଲା ଘର ଅଳ୍ପକେ ବର୍ତ୍ତିଲେ ଜୟନ୍ତୀ ମାଝୀ ଚୌଧରୀ ମାଝୀ ପୁଅ ବହୂ ଓ ନାତିଙ୍କ ସହ ପରିବାର ଲୋକେ

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) : ଗତକାଳି ବିଳମ୍ବିତ ରାତିରେ ତାଣ୍ଡବ ରଚିଲା ଲଘୁଚାପ ଜନିତ ବର୍ଷା । ପ୍ରବଳ...

କଳାହାଣ୍ଡି ଜିଲ୍ଲାସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ଅବସରରେ ଯୋଗଦେଲେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୁଝାରି : ସହିଦମାନଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଦବୋଧନ ଦେଲେ

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) : ଭବାନୀପାଟଣା ସହିତ ଜଡ଼ିତ ସ୍ମୃତିକୁ ମନେ ପକେଇଲେ -ଦେଶ ସ୍ୱାଧୀନତାରେ ଦେଶ ବ୍ୟାପି...

କଳାହାଣ୍ଡି ଏବଂ କନ୍ଧମାଳ ସୀମାନ୍ତରେ ମାଓବାଦୀ କ୍ୟାମ୍ପ ଠାବ ମାଓବାଦୀ ଏବଂ ପୋଲିସ ଗୁଳିଚାଳନା, ବିପୁଳ ସାମଗ୍ରୀ ଜବତ; ପୋଲିସ ଏସପି ଅଭିଳାଷ ଜି. ଏକ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) : କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁଟ୍ରିମହୁଲ ସଂରକ୍ଷିତ...

ପ୍ରଥମ ବନ୍ୟାଜଳ ରେ ଧୋଇନେଲା ଟିର୍ଲିଆମ କୁ ସଂଯୋଗ ରାସ୍ତା ଯାତାୟାତ ରେ ହୀନସ୍ତା ହେଉଛନ୍ତି ବନବାସୀ

କଳାହାଣ୍ଡି, ୧୭/୦୮ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଓ ବରାଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଣ...

ରଜନୀକାନ୍ତ ମୁନିଙ୍କ ବାପା ୯୫ ବର୍ଷରେ ବିୟୋଗ

କଳାହାଣ୍ଡି, ୧୭/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମ ସ୍ଥିତ ନିଜ ବାସଭବନରେ...

ଭବାନୀପାଟଣା ଠାରେ ମ୍ୟାଲେରିଆ,ଡେଙ୍ଗୁ, ଡାଇରିଆ ଏବଂ ଅନ୍ୟ ସଂକ୍ରାମକ ରୋଗ ର ପ୍ରତିକାର ପାଇଁ ବୈଠକ

କଳାହାଣ୍ଡି, ୧୩/୦୭ (ଜଗନ୍ନାଥ ନାଏକ) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ...

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଓ ଅମୃତ ପାଠ୍ୟ ସେବା

କଳାହାଣ୍ଡି, ୧୩/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂଗଠନ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ...

କାମରେ ଆସୁନି ଜରୁରୀକାଳୀନ ନମ୍ବର

କଳାହାଣ୍ଡି, ୧୩/୦୭ (ଜଗନ୍ନାଥ ନାଏକ) : କୋକସରା ବ୍ଲକ କାଉଡୋଲା ଠାରେ ପ୍ରଶାସନ ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ...

କାମଠଣା ଓ ରାଇସିଙ୍ଗପୁର ଠାରେ ନୂତନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ଆରମ୍ଭ

କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ କାମଠଣା ଗ୍ରାମ ପଞ୍ଚାୟତ ଏବଂ ରାଇସିଙ୍ଗପୁର...

ତିଳଯୋଡି ଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକ ଗଣ୍ଡବlରଝୋଲା ପଞ୍ଚାୟତ ତିଳଯୋଡି ଗ୍ରାମ ର ଯେଏସଏସ କମ୍ପୁଟର ସେଣ୍ଟର...

ନାବାର୍ଡ ପ୍ରତିଷ୍ଠା ଦିବସ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଗଣ୍ଡବlରଝୋଲା ଠାରେ ନାବାର୍ଡ ପ୍ରତିଷ୍ଠା ଦିବସ ଅବସରରେ...

ଆଜିଠୁ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଖରିଫ ଜଳସେଚନ ଆରମ୍ଭ

କଳାହାଣ୍ଡି, ୧୨/୦୭ (ଜଗନ୍ନାଥ ନାଏକ) : ଆଜିଠୁ ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଖରିଫ ଜଳସେଚନ ଆରମ୍ଭ ହୋଇଛି ।...