Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ରବୀନ୍ଦ୍ର ପ୍ରସାଦ ଦାନୀ

ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର

ଅଧାପନ୍ତରିଆ ବାଇପାସ୍ ରାସ୍ତା ପାଲଟିଛି ମରଣଯନ୍ତା: ଟ୍ରକ୍ ଧକ୍କାରେ ବଳଦ ମୃତ, ପୂର୍ବତନ ସେନାବାହିନୀ ଯବାନଙ୍କ ଜୀବନ ଯିବା ପରେ ବି ନିଦ୍ରାପ୍ରାପ୍ତ ଏନଏଚଏଆଇ (NHAI), ବ୍ୟାପକ ଆନ୍ଦୋଳନ ଚେତାବନୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ସଦର ମହକୁମା ଦଶଘରିଆ ବାଇପାସ୍ ଠାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଚରମ...

ଛାତ ନାହିଁ, ଭଙ୍ଗା କୋଠରୀ: ବଡ଼ମାଲ ପଞ୍ଚାୟତ କୋଲପାଲ ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା; ନିମ୍ନମାନର ନିର୍ମାଣ ଓ ପ୍ରଶାସନିକ ସ୍ଥାଣୁତାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଜମନକିରା : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ପାଇଁ ବଡ଼ ବଡ଼ ଦାବି କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହାର...

“ଓଡ଼ିଶା ଡ଼ଟ୍ ନିୟୁଜ୍’’ ଖବରର ପ୍ରଭାବ: ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉନ୍ନତିକରଣ କାମରେ ଲାଗିଲା ସୂଚନା ଫଳକ, ହେଲେ ଠିକାଦାରଙ୍କ ନାମ ଉଲ୍ଲେଖ ନଥିବାରୁ ଅସନ୍ତୋଷ

ଜମନକିରା : ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ର ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା, ସୂଚନା ଫଳକର ଅଭାବ ଏବଂ ଦାୟିତ୍ୱ...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ଟିକିଲିପଡ଼ାର ଶିକ୍ଷକ-ଶିକ୍ଷୟିତ୍ରୀ -ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ

ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା କନ୍ୟାଶ୍ରମରେ ଆଜି ଗୁରୁବାର ଦିନ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ସୁରେନ୍ଦ୍ରୀ କାଲୋଙ୍କ...

ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ୟାବିନେଟ୍ ଗଠନ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କ୍ୟାବିନେଟ୍ ଗଠନ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀଙ୍କ...

ବ୍ଲକ୍ କାର୍ଯ୍ୟାଳୟ ପରିସରରେ ନିର୍ମାଣାଧୀନ କୋଠା କାର୍ଯ୍ୟରେ ଅନିୟମିତତା ଅଭିଯୋଗ: ଉଚ୍ଚସ୍ତରୀୟ ତଦନ୍ତ ଦାବି

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ତିଆରି ହେଉଥିବା ନୂତନ ସରକାରୀ କୋଠା ନିର୍ମାଣକୁ...

ଟିକିଲିପଡ଼ା ସେବାଶ୍ରମ ଓ କନ୍ୟାଶ୍ରମରେ ମାଙ୍କଡ଼ ଆତଙ୍କ: ତଡ଼ିବା ପାଇଁ ୫ ଜଣିଆ ବନ ଟିମ୍ ମୁତୟନ

ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ଅଞ୍ଚଳରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଓ ଉପଦ୍ରବ ଦିନକୁ ଦିନ...

ଷଣ୍ଢପଥର ଆଶ୍ରମ ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା: ୩ ଦିନ ପରେ ବି ସନ୍ଧାନହୀନ, ଥାନା ଓ ସ୍କୁଲରେ ପରିବାର ଲୋକଙ୍କ ପକ୍ଷରୁ ପଚରା ଉଚରା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟ (ଆଶ୍ରମ ସ୍କୁଲ) ହଷ୍ଟେଲରୁ...

ଜମନକିରା: ସ୍ୱାଧୀନତା ଦିବସ ପାଳିତ ପାଇଁ ପ୍ରସ୍ତୁତି ବୈଠକ; ପ୍ୟାରେଡ୍ ସ୍ଥାନ ପରିବର୍ତ୍ତନ ପ୍ରସ୍ତାବ କୁ ଅଗ୍ରାହ୍ୟ ନେଇ ବୈଠକରେ ତୀବ୍ର ଅସନ୍ତୋଷ

ଜମନକିରା : ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆଜି...

ଷଣ୍ଢପଥର ଏସ.ଏସ.ଡ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ର ନିଖୋଜ ଘଟଣା; ତଦନ୍ତ କରୁଛି ଜମନକିରା ପୋଲିସ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଏସଏସଡି ସରକାରୀ ହାଇସ୍କୁଲ (ଆଶ୍ରମ ସ୍କୁଲ) ହଷ୍ଟେଲରୁ ଜଣେ...

ଟିକିଲିପଡ଼ା ସେବାଶ୍ରମ ଓ କନ୍ୟାଶ୍ରମରେ ମାଙ୍କଡ଼ଙ୍କ ଆତଙ୍କ: ସରପଞ୍ଚ, ଶିକ୍ଷକ ଓ ଛାତ୍ରୀଙ୍କ ସମେତ ଏକାଧିକ ଆହତ; ଖୁବ୍‌ଶୀଘ୍ର ସ୍କ୍ୱାଡ୍ ପଠାଯିବ: ଡିଏଫଓ

ଜମନକିରା : ଜମନକିରା ବ୍ଲକ୍ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ଅଞ୍ଚଳରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଓ ଉପଦ୍ରବ ଦିନକୁ ଦିନ...

ଷଣ୍ଢପଥର ଏସ.ଏସ.ଡି ଆଶ୍ରମ ଉଚ୍ଚ ବିଦ୍ୟାଳୟ ରୁ ନବମ ଶ୍ରେଣୀ ଛାତ୍ର ରୋହିତ ମୁଣ୍ଡା ନିଖୋଜ; ଜମନକିରା ଥାନାରେ ଏତଲା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଷଣ୍ଢପଥର ଏସଏସଡି ସରକାରୀ ହାଇସ୍କୁଲ (ଆଶ୍ରମ ସ୍କୁଲ) ହଷ୍ଟେଲରୁ ଜଣେ ନବମ...