ରବୀନ୍ଦ୍ର ପ୍ରସାଦ ଦାନୀ
ସ୍ଥାନୀୟ ପ୍ରତିନିଧି (ଜମନକିରା) ସମ୍ବଲପୁର
ଚଳନ୍ତା ଟ୍ରକର ଇଂଜିନରେ ହଠାତ ନିଆଁ ଲାଗି ଜଳିଗଲା, ଅଳ୍ପକେ ବର୍ତିଲେ ଖଲାସୀ ଓ ଚାଳକ
ଜମନକିରା: ଜମନକିରା ଥାନା ଜାତୀୟ ରାଜପଥ ୫୩ ପିଠାମାରେନ ପୋଲ ନିକଟରେ ଆଜି ଏକ ପିଆଜ ବୋଝେଇ ଟ୍ରକର ଇଞ୍ଜିନରେ...
ବନବିଭାଗର କେଳେଙ୍କାରି; ଇଟା ପୋଡ଼ିବା ପାଇଁ ନେଉଛନ୍ତି ମୋଟା ଅଙ୍କର ଟଙ୍କା
ଜମନକିରା: ସମ୍ବଲପୁର ଜିଲ୍ଲା ବଡରମା ରେଞ୍ଜ ଅନ୍ତର୍ଗତ ବଡବାଦିବାହାଲ ଗ୍ରାମରେ ଘଟିଛି ଏଭଳି ଏକ ଘଟଣା। ଟଙ୍କା ନଦେଲେ ଜବତ...
ହିନ୍ଦୁ ସମାଜ ପକ୍ଷରୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର
ଜମନକିରା: ଜମନକିରା ବ୍ଲକ ହିନ୍ଦୁ ସମାଜ ପକ୍ଷରୁ ଆଜି ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ...
ଅଘରିଆ ସମାଜ ପକ୍ଷରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ କୁ ଆଘରିଆ ଦିବସ ଭାବରେ ପାଳିତ ,ଚାଷୀ ସମସ୍ୟା ନେଇ ଆନ୍ଦୋଳନ ନିଷ୍ପତ୍ତି
ଜମନକିରା :୨୩/୪: ଅଖିଳ ଭାରତୀୟ ଅଘରିଆ ସମାଜ, ବାମଣ୍ଡା ଆଞ୍ଚଳିକ ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ, କୃଷକ ଦିବସ ଓ...
ଶଗଡେଶ୍ୱର ଶୀତଳଷଷ୍ଠୀ ପାଇଁ ଗଣ୍ଠିଲି ଫିଟା ଓ ଥାଳ ଉଠା ଅନୁଷ୍ଠିତ
ଜମନକିରା,୨୩/୪: ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତ ସ୍ଥିତ ବାବା ଶଗଡେଶ୍ୱର ମହୋତ୍ସବ ଏବଂ ଶୀତଳଷଷ୍ଠୀ ପୂଜା ପାଇଁ ଗଣ୍ଠିଲି ଫିଟା...
ଜମନକିରା ପ୍ରଶାସନ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ
ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ଆଜି କସଡା ପଞ୍ଚାୟତ ଠାରେ ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ହୋଇଯାଇଛି। କାର୍ଯକ୍ରମ...
୫ଘଣ୍ଟା ରୁ ଅଧିକ ଅଘୋଷିତ ବିଦ୍ୟୁତ କାଟ, ଅସ୍ତବ୍ୟସ୍ତ ଜନ ଜୀବନ
ଜମନକିରା,୨୩/୪: ଜମନକିରା ବିଦ୍ୟୁତ ସେକ୍ସନ ପକ୍ଷରୁ ଆଜି ଅଘୋଷିତ ଭାବେ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଯୋଗାଣ...
କମ୍ୟୁନିଟି ସେଣ୍ଟର ନାମରେ ମସଜିଦ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ, ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ
ଜମନକିରା,୨୩୲୪: ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ଖୁଣ୍ଟୁଲାବାହାଲ ଗ୍ରାମରେ ଥିବା ସ୍କୁଲକୁ ଲାଗି କମ୍ପ୍ୟୁନିଟି ସେଣ୍ଟର ନାମରେ...
ଜିଲ୍ଲା ପ୍ରଶାସନ ଓ ହିଣ୍ଡାଲକୋ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର
ଜମନକିରା, ୧୬/୪: ଜମନକିରା ବ୍ଲକ କେନାଢ଼ିପା ଉଚ୍ଚ ବିଦ୍ୟାଳୟରେ ଆଜି ପ୍ରଶାସନ ଓ ହିଣ୍ଡାଲକୋ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର...
ହନୁମାନ ଜୟନ୍ତୀ ଉପଲକ୍ଷେ ବୀର ବଜରଙ୍ଗ ଦଳ ପକ୍ଷରୁ ବାଇକ ଶୋଭାଯାତ୍ରା
ଜମନକିରା,୧୩/୪: ସ୍ଥାନୀୟ ହନୁମାନପଡ଼ାରେ ହନୁମାନ ଜୟନ୍ତୀ ଉପଲକ୍ଷେ ବୀର ବଜରଙ୍ଗ ଦଳ ପକ୍ଷରୁ ଆଜି ବାଇକ ଶୋଭାଯାତ୍ରା ଜମନକିରା ଗାଁ...
ରାଜ୍ୟପାଳ ପୁରସ୍କୃତ ଶିକ୍ଷକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଜମନକିରା,୧୩/୪: ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ବର୍ହାମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଲକ୍ଷ୍ୟପତି ନନ୍ଦଙ୍କୁ ବ୍ଲକ...
ଅକ୍ଷୟ ତୃତୀୟା ଦିନକୁ କୃଷକ ଓ ଅଘରୀଆ ଦିବସ ଭାବେ ପାଳନ ପାଇଁ ନିଷ୍ପତ୍ତି
ଜମନକିରା: ଜମନକିରା ବ୍ଲକ ଭୋଜପୁର ଠାରେ ଚଳିତ ମାସ ୨୩ ତାରିଖରେ ଅନୁଷ୍ଠିତ ଅକ୍ଷୟ ତୃତୀୟ ଦିନ କୁ କୃଷକ...
