ପ୍ରଦୀପ କୁମାର ସାହୁ
ସ୍ଥାନୀୟ ପ୍ରତିନିଧି (କରଲାମୁଣ୍ଡା) କଳାହାଣ୍ଡି
ବିଶ୍ୱ ଏଡସ ଦିବସ ପାଳନ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି।ଏହି...
କର୍ଲାମୁଣ୍ଡା ବ୍ଲକ ରେ ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଉଦଘାଟନ….
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦଘାଟିତ ହୋଇଛି।ଏହି ଅବସରରେ...
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଜୋରାଡବରା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ତୃତୀୟ ବାର୍ଷିକ ଉତ୍ସବ ଶୁକ୍ରବାର...
ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା.
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ରତନ ଭୋଇ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ...
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା...
ଟକାରୁମାଲ ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଂଜା ପଞ୍ଚାୟତ ରେଙ୍ଗାଲି ଖେଳପଡିଆ ଠାରେ ଟକାରୁମାଲ କ୍ରିକେଟ କ୍ଲବ ଦ୍ୱାରା ଏକ ଟି୧୦...
ପୁରୁଷ ବନ୍ଧ୍ୟାକରଣ ପାଇଁ ଗଡ଼ିଲା ସଚେତନ ରଥକର୍ଲାମୁଣ୍ଡା:୨୭/୧୧(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି ପାଇଁ ସଚେତନ ରଥ ଉଦଘାଟନ ହୋଇଯାଇଛି।ଏଥିରେ ଡାକ୍ତର ଅଖିଲେଶ ସାମଲ, ଭାରପ୍ରାପ୍ତ ବ୍ଲକ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କିଶୋର ଦାଶ୍, ଫାର୍ମାସିଷ୍ଟ ପବିତ୍ର ରଣା, ସ୍ୱାସ୍ଥ୍ୟ କର୍ମୀ ବିମଳ ସାହୁ ପ୍ରମୁଖ ଯୋଗ ଦେଇ ରଥ କୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ।ଏହି ପୁରୁଷ ବନ୍ଧ୍ୟାକରଣ ଶିବିର ଟି ଚଳିତ ମାସ ୨୮ ତାରିଖ ଠାରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜଣା ପଡ଼ିଛି। ଠିକ ସେହିପରି ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡିସେମ୍ବର ୧ ତାରିଖରେ ହେବାକୁ ଥିବା ମାନସିକ ରୋଗୀ ଚିହ୍ନଟ ଓ ଚିକିତ୍ସା ଶିବିର ର ପ୍ରଚାର ପ୍ରସାର ପାଇଁ ମଧ୍ୟ ସୋମବାର ସଚେତନ ରଥ ଉଦଘାଟନ ହୋଇଯାଇଛି।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୋମବାର ପୁରୁଷ ବନ୍ଧ୍ୟାକରଣ ନିମନ୍ତେ ସଚେତନ ସୃଷ୍ଟି...
ବାଞ୍ଜିପଦର ଠାରେ କ୍ଷେତ୍ର ଦିବସ ..
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମିଲେଟ ମିଶନ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ...
ଓ ଜେ ୟୁ ପକ୍ଷ ରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ
କର୍ଲାମୁଣ୍ଡା -କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ମସ୍କ।ଦଣ୍ଡି ଓ କୁସୁରଲା ସୀମାନ୍ତ ଥିବା ଶାନ୍ତିବନ ଠାରେ ଓଡିଶା ସାମ୍ବାଦିକ ସଂଘ...
ଓଡିଶା ମୋ ପରିବାର ପକ୍ଷରୁ ରେଗଡ଼ାରେ ରକ୍ତଦାନ ଶିବିର
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ଆଦର୍ଶ ବିଦ୍ୟାଳୟ ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ସ୍ଵେଚ୍ଛାକୃତ...
କୋଶଲ ରାଜ୍ୟ ଗଠନ ଦାବିରେ ମହାବନ୍ଦ
ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶନିବାର ଦିଆଯାଇଥିବା କୋଶଲ ମହାବନ୍ଦର...
ଜେ ବି ୱା ସି ପକ୍ଷରୁ ରୌପ୍ୟ ଜୟନ୍ତୀ ଶୁଭାରମ୍ଭ ଉତ୍ସବ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜ୍ୟୋତି ବିକାଶ ଯୁବକ ସଂଘ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ...
