
ସନତ କୁମାର ପ୍ରାଧନୀ
ସ୍ଥାନୀୟ ପ୍ରତିନିଧି (କୋକସରା) କଳାହାଣ୍ଡି

କୋକସର ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳନ।
କଳାହାଣ୍ଡି:୧୫/୦୮ ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ ଏହି ଦେଶପ୍ରେମୀ ଦିବସ କୁ ହର୍ଷ ଓ ଉଲ୍ଲାସ...

ଲଡୁଗାଁ ରେ ତେଜିଲା ରୋହିଙ୍ଗା ମୁସଲମାନ ଙ୍କୁ ବିତାଡିତ କରିବା ପାଇଁ ଆନ୍ଦୋଳନ।
କଳାହାଣ୍ଡି:୧୫/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ଲଡୁଗାଁ ହେଉଛି ଏକ ବ୍ୟବସାୟିକ ପେଣ୍ଠସ୍ଥଳି। ଲଡୁଗାଁ ରେ ଅନେକ ଶିଳ୍ପାନୁଷ୍ଠାନ...

କୋକସର ବ୍ଲକ ସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ପାଳନ।
।କଳାହାଣ୍ଡି:୧୫/୦୮ ଦେଶ ପାଳନ କରୁଛି ୭୮ ତମ ସ୍ୱାଧୀନତା ଦିବସ ଏହି ଦେଶପ୍ରେମୀ ଦିବସ କୁ ହର୍ଷ ଓ ଉଲ୍ଲାସ...

କୋକସରା ବ୍ଲକ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ୭୮ ତମ ସ୍ୱାଧୀନତା ଦିବସ ପାଳନ।
କଳାହାଣ୍ଡି:୧୫/୦୮ ଆଜି ୭୮ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶ ରେ ଆନନ୍ଦ ଉଲ୍ଲାସର ସହିତ ଦେଶବ୍ୟାପୀ ସ୍ୱାଧୀନତା...

ଧର୍ମଗଡ ପ୍ରଶାସନ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ।
କଳାହାଣ୍ଡି:୧୪/୦୮ ଭାରତ ବର୍ଷ ର ୭୮ ତମ ସ୍ୱାଧୀନତା ଦିବସ ପୁର୍ତ୍ତୀ ଅବସର ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ଦେଶପ୍ରେମ ରଙ୍ଗ ରେ ଝଲସିଲା ଘର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ।
କଳାହାଣ୍ଡି:୧୩/୦୮ ଭାରତ ବର୍ଷ ର ୭୮ ତମ ସ୍ୱାଧୀନତା ଦିବସ ପୁର୍ତ୍ତୀ ଅବସର ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ପୋଖରୀ ପାଣି ରେ ବୁଡି ଭିନ୍ନକ୍ଷମ ଙ୍କ ମୃତ୍ୟୁ,ସରକାରୀ ସହାୟତା ଦେବାକୁ ଦାବି କଲେ ପରିବାର।
କଳାହାଣ୍ଡି:୧୩/୦୮ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ଭିନ୍ନକ୍ଷମ ବ୍ୟକ୍ତି ମାନସିଂ ପୁଞ୍ଜି (୬୫) ମଙ୍ଗଳବାର...

ସିର୍ଲିଗୁଡା ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ପାଇଁ ବ୍ଲକ ପ୍ରଶାସନ ଓ ବିଧାୟକ ଙ୍କ ନିକଟରେ ଅଭିଯୋଗ କଲେ ଗ୍ରାମବାସୀ।
କଳାହାଣ୍ଡି:୧୩/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ଅନ୍ତର୍ଗତ ସିର୍ଲିଗୁଡା ଗ୍ରାମ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା...

ଭାରତୀୟ ଶିକ୍ଷା ନିକେତନ ଆନ୍ତର୍ଜାତିକ ଯୁବ ଦିବସ ପାଳିତ।
କୋକସରା:୧୨/୦୮ ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଭାରତୀୟ ବିଦ୍ୟା ଶିକ୍ଷା ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆର୍ନ୍ତଜାତିକ ଯୁବ...

ବିଲରେ କାଦୁଅ କରୁଥିବା ବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ,ପୁଲିସ ର ତଦନ୍ତ ଜାରି।
କଳାହାଣ୍ଡି:୧୨/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ପଂଚାୟତ ଦାବ୍ରିଗୁଡା ଗ୍ରାମର ଜଣେ ଚାଷି...

ଠୁଟିବର ଗ୍ରାମ ରେ ଡାଇରିଆ,୧୫ ରୁ ଉର୍ଦ୍ଧ ଆକ୍ରାନ୍ତ,ଗାଁରେ ପହଞ୍ଚିଲେ ଜିଲ୍ଲା ମେଡ଼ିକାଲ ଟିମ।
କଳାହାଣ୍ଡି:୧୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ ଗତ କିଛିଦିନ ତଳେ ଡାଇରିଆ ବ୍ୟାପି ଜଣେ ଆକ୍ରାନ୍ତ...

ଲଡୁଗାଁ ଗୌନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକାକୁଳ ପରିବେଶ।
କଳାହାଣ୍ଡି:୧୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ର ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ (୮୫) ଙ୍କ ଶନିବାର...