Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଜ୍ଞା ପଟ୍ଟନାୟକ

ଓଡ଼ିଶା ଡଟ୍ ନ୍ୟୁଜ୍

ରାହୁଲ ଗାନ୍ଧିଙ୍କ ‘ମୋଦି ସର୍‌ନେମ୍‌’ ମାମଲା; ଆଜି ଶୁଣାଣି

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ‘ମୋଦି ସର୍‌ନେମ୍‌’ ମାମଲାରେ ଆଜି ଶୁଣାଣି କରିବେ କୋର୍ଟ। ଆଜି ରାୟ ଶୁଣାଇବେ ସୁରଟର ସେସନ୍ସ...

ଆଜି ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଓଡ଼ିଶା ଦକ୍ଷତା କନକ୍ଲେଭ୍-୨୦୨୩ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେଉଛି ବିଶ୍ୱସ୍ତରୀୟ ଦକ୍ଷତା...

ପୁଣି ୪୮ ଘଣ୍ଟା ଲାଗି ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ପୁଣି ବନ୍ଦ ହେଲା ଇଣ୍ଟରନେଟ୍‌ ସେବା। ୪୮ ଘଣ୍ଟା ଲାଗି ପୁଣି ବନ୍ଦ ହେଲା ଇଣ୍ଟରନେଟ୍‌ ସେବା।...

ପ୍ରଚଣ୍ଡ ଖରା; ୬ ଜିଲ୍ଲାକୁ ହିଟ୍‌‌ୱେଭ୍‌ ଆଲର୍ଟ

ଭୁବନେଶ୍ୱର: ଅସହ୍ୟ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆସନ୍ତା...

ଆଜି ନାମାନଙ୍କର ଶେଷ ଦିନ; ତେଜୁଛି ନିର୍ବାଚନୀ ତାତି

ଝାରସୁଗୁଡ଼ା: ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ। ତେଜୁଛି ନିର୍ବାଚନୀ ତାତି। ନିର୍ବାଚନ ଲାଗି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର...

ଅସମ୍ଭାଳ ତାତି; ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର: ପ୍ରଚଣ୍ଡ ତାତି। ଅସହ୍ୟ ଗୁଳୁଗୁଳି। ଅସ୍ତବ୍ୟସ୍ତ ଜନଜୀବନ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲିଠାରୁ ଖରା ଛୁଟି...

ରତ୍ନ ଭଣ୍ଡାର ଚାବି ହଜିିଥିଲା; ଏବେ ଶ୍ରୀମନ୍ଦିର ଫାଇଲ ହଜିଗଲା!

ପୁରୀ: ପ୍ରଥମେ ରତ୍ନ ଭଣ୍ଡାର ଚାବି ହଜିିଥିଲା ଏବେ ଶ୍ରୀମନ୍ଦିର ଫାଇଲ ହଜିଗଲା। ତେବେ ସୂଚନା ଅନୁଯାୟୀ ଶ୍ରୀମନ୍ଦିର ସମ୍ବନ୍ଧୀୟ...

ଅସମ୍ଭାଳ ତାତି; ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଝାରସୁଗୁଡ଼ା: ପ୍ରଚଣ୍ଡ ତାତିରେ ଛଟପଟ ହେଉଛି ସାରା ଓଡ଼ିଶା । ଅସମ୍ଭାଳ ତାତିକୁ ଅସହ୍ୟ କରୁଛି ଗୁଳୁଗୁଳି। ଆଜି ଦିନ...

ଆଜି ରାଜ୍ୟର ପ୍ରଥମ ମହିଳା ଭେଣ୍ଡିଂ ଜୋନ୍‌ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ରାଜ୍ୟର ପ୍ରଥମ ଆଦର୍ଶ ମହିଳା ଭେଣ୍ଡିଂ ଜୋନ। ଆଜି ଅପରାହ୍ନରେ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ...

ଚୀନ୍‌ ନୁହେଁ ଭାରତ ହେଉଛି ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର

ନୂଆଦିଲ୍ଲୀ: ଜନସଂଖ୍ୟାରେ ଚୀନକୁ ଟପିଲା ଭାରତ। ଏବେ ଚୀନ୍‌ ନୁହେଁ ଭାରତ ହେଉଛି ସର୍ବବୃହତ୍‌ ଜନବହୁଳ ରାଷ୍ଟ୍ର। ଜାତିସଂଘ ପକ୍ଷରୁ...

ଝାରସୁଗୁଡା ଉପନିର୍ବାଚନ; କଂଗ୍ରେସ ପାଇଁ ପ୍ରଚାର କରିବେ କହ୍ନୈୟା କୁମାର

ଭୁବନେଶ୍ୱର: ଝାରସୁଗୁଡ଼ା ଉପ ନିର୍ବାଚନ ଲାଗି ସରଗରମ ରାଜନୀତି। ସବୁ ଦଳ ନିଜ ଦକ୍ଷତା ପ୍ରଦର୍ଶନ କରିବା ଆରମ୍ଭ କରିଦେଲେଣି।...

ମହାନଦୀ ଜଳ ବିବାଦ; ଆଜି କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍‌

ସମ୍ବଲପୁର : ମହାନଦୀ ଜଳ ବିବାଦ। ସମାଧାନ କରିବ ଟ୍ରିବ୍ୟୁନାଲ ଟିମ୍ । ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା...