Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପ୍ରଜ୍ଞା ପଟ୍ଟନାୟକ

ଓଡ଼ିଶା ଡଟ୍ ନ୍ୟୁଜ୍

୬ ମାସ ଯାଏ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ; ଲାଗୁ ହେଲା ଏସମା

ଭୁବନେଶ୍ବର: ଏଣିକି ଆଉ ଆନ୍ଦୋଳନ କରିପାରିବେନି ସ୍ବାସ୍ଥ୍ୟ କର୍ମଚାରୀ। ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଅତ୍ୟାବଶ୍ୟକ ସେବା ଆଇନ (ଏସମା)...

ଇତିହାସ ରଚିଲା ଗଞ୍ଜାମ; ମିଳିଲା ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର

ଗଞ୍ଜାମ: ଇତିହାସ ରଚିଲା ଗଞ୍ଜାମ। ଦେଶର ସବୁ ଜିଲ୍ଲାକୁ ପଛରେ ପକାଇ ସର୍ବାଗ୍ରେ ରହିଛି ଗଞ୍ଜାମ। ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ...

ପୁଣି ନିରାଶ ହେଲେ ମନୀଷ ସିସୋଦିଆ; ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ମନୀଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍ ମନୀଷ...

ଝାରସୁଗୁଡ଼ା ଉପନିର୍ବାଚନ; ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

 ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ସରଗରମ ରାଜନୀତି। ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ଗତ...

ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ; ଆଇନଗତ ସ୍ବୀକୃତି ଦାବିରେ ସୁପ୍ରିମକୋର୍ଟରେ ୧୫ ଟି ଆବେଦନ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ ବିରୋଧ କରିଛି କେନ୍ଦ୍ର। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି ଯେ ‘ସମଲିଙ୍ଗୀ ବିବାହର ଅଧିକାରକୁ ଏକ...

ସରିଲା ମୂଲ୍ୟାୟନ; ଖୁବଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ: ସରିଲା ମାଟ୍ରିକ ଖାତା ଦେଖା। ଖୁବଶୀଘ୍ର ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଇଛନ୍ତି ବୋର୍ଡ...

ଶିକ୍ଷକ ନିଯୁକ୍ତି ଘୋଟାଲା; ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆଶ୍ବସ୍ତି; ହାଇକୋର୍ଟଙ୍କ ଆଦେଶ ଉପରେ ରହି‌ତାଦେଶ ଜାରି କଲେ ସୁପ୍ରିମ୍‌କୋର୍ଟ

କୋଲକାତା: ପଶ୍ଚିମବଙ୍ଗର ଚର୍ଚ୍ଚିତ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆଶ୍ବସ୍ତି ମିଳିଛି। ତାଙ୍କ ବିରୋଧରେ...

ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ହେଲେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜିଠୁ ଆସନ୍ତା ୫ ତାରିଖ...

ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ; ସାରା ରାଜ୍ୟରେ ନିରାଡମ୍ବରରେ ପାଳୁଛି ବିଜେଡି

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ ଜଣେ ସ୍ୱାଧୀନତା ସଂଗ୍ରାମୀ। ଆଧୁନିକ ଓଡିଶାର ସ୍ରଷ୍ଟା ମଧ୍ୟ। ତାଙ୍କର ସାହସ,...

କର୍ଣ୍ଣାଟକରେ ବିଜେପିକୁ ଝଟକା; କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର: ଆସନ୍ତା ମାସ କର୍ଣ୍ଣାଟକ ନିର୍ବାଚନ ହେବାକୁ ଥିବା ବେଳେ ବିଜେପିକୁ ଗୋଟେ ପରେ ଗୋଟେ ଝଟ୍‌କା ମିଳି ଚାଲିଛି।...

ଭୂଷଣ ପୁରସ୍କାର ଉତ୍ସବରେ ଅଘଟଣ; ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ନାଭି ମୁମ୍ବାଇରେ ‘ମହାରାଷ୍ଟ୍ର ଭୂଷଣ’ ପୁରସ୍କାର କାର୍ଯ୍ୟକ୍ରମରେ ଏକ ଦୁଃଖଦ ଘଟଣା ଘଟିଛି। ଏହି କାର୍ଯ୍ୟକ୍ରମରେ ରବିବାର ଦିନ...

ତାତିରୁ ମିଳିବ ତ୍ରାହି; ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଏଣିକି ତାତିରୁ ମିଳିବ ତ୍ରାହି। ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।...