Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର, ୫ରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ଵର: ଆସନ୍ତା ୮ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏ ନେଇ ଆସନ୍ତା ୫ ତାରିଖରେ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ...

ଲକ୍ଷ୍ମୀ ବସ୍‌ର ରଙ୍ଗ ବଦଳିବା ପରେ ଏବେ ବଦଳିବ ସ୍କୁଲ ଡ୍ରେସ୍ କୋଡ୍ ! ଚାଲିଛି ପ୍ରସ୍ତୁତି

ଭୁବନେଶ୍ଵର:  ରାଜ୍ୟରେ ବିଜେପି ସରକାର ଆସିବା ପରେ ଲକ୍ଷ୍ମୀ  ବସର ରଙ୍ଗ ବଦଳିଛି। ଏହା ପରେ ଏବେ ସ୍କୁଲ ପିଲାଙ୍କ...

ଲୋକସଭାରୁ ହଟିଲା ରାହୁଲଙ୍କ ଭାଷଣର ବିବାଦୀୟ ଅଂଶ, ରାହୁଲ କ୍ଷୁବ୍ଧ, ବାଚସ୍ପତିଙ୍କ ନିକଟକୁ ଲେଖିଲେ ଚିଠି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ନିଜ ଭାଷଣର କିଛି ଅଂଶକୁ ହଟାଇବା ବିରୋଧରେ ବାଚସ୍ପତି ଓମ ବିର୍ଲାଙ୍କୁ...

ରଥ ଯାତ୍ରା ପାଇଁ ଦୁଇ ଦିନ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରଥ ଯାତ୍ରା ବିରଳ ହେଉଥିବାରୁ ଦୁଇ ଦିନ ଧରି ଚାଲିବ । ତେଣୁ ରଥଯାତ୍ରା ପାଇଁ...

୭ ଦିନ ମଧ୍ୟରେ ଦେବାକୁ ପଡିବ ଦୁଷ୍କର୍ମ ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ, ଆକ୍ସନ ମୋଡରେ ନୂଆ ସରକାର

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ନୂଆ ସରକାର । ସରକାର ଏବେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଗମ୍ଭୀରତା...

ମନୋଜ ଆହୁଜା ହେଲେ ରାଜ୍ୟର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ସଚିବ। ତାଙ୍କ ନାଁ ଉପରେ  ଆଜି ମୋହର ମାରିଛନ୍ତି ମୋହନ ମାଝୀ...

ଋବିବାର ରାଜଧାନୀରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ, ଯୋଗ ଦେବେ ସବୁ ମନ୍ତ୍ରୀ, ସାଂସଦ ଓ ବିଧାୟକ

ଭୁବନେଶ୍ୱର: ବହୁମତ ସହ ପ୍ରଥମ ଥର ସରକାର ଗଢିଥିବା ବିଜେପିର ସମସ୍ତ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ।...

କୁଆଡେ ଗଲେ ଆଇପିଏସ ଆଶିଷ ସିଂ? ସ୍ପଷ୍ଟ କଲେ ଡିଜିପି

ଭୁବନେଶ୍ୱର: କୁଆଡେ ଗଲେ ଆଇପିଏସ ଆଶିଷ ସିଂ? ଏହି ପ୍ରଶ୍ନ ଅନେକ ଦିନ ଧରି ସରକାରୀ ସ୍ତରରେ ଆଲୋଡନ ସୃଷ୍ଟି...

ଫାଇନାଲ୍ ମ୍ୟାଚରେ ବର୍ଷା ସମ୍ଭାବନା, ମ୍ୟାଚ୍ ରଦ୍ଦ ହେଲେ କିଏ ହେବ ବିଜେତା ?

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା । ଭାରତ ଦ୍ୱିତୀୟ...

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ, ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି

ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଛି ।...

ଇଂଲଣ୍ଡକୁ ହରାଇ ୨୦୨୨ର ପ୍ରତିଶୋଧ ନେଲା ଭାରତ, ଫାଇନାଲରେ ଦ. ଆଫ୍ରିକା ସହ ମୁକାବିଲା

ଗୁଏନା: ଇଂଲଣ୍ଡକୁ ଶୋଚନୀୟ ଭାବେ ହରାଇ ଟି-୨୦ ବିଶ୍ୱକପ୍ ୨୦୨୪ର ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ...

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ସାମ୍ବାଦିକ

ଭୁବନେଶ୍ୱର: ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ୱାର୍ଟର୍ସରେ ବେଆଇନ ନିର୍ମାଣ ଭଙ୍ଗାଯିବା ଘଟଣାରେ ଖବର ପ୍ରସାରଣ...