ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଭି. କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଓ ହେଲିପ୍ୟାଡ ନିର୍ମାଣର ତଦନ୍ତ କରାଯିବ: ପୂର୍ତ୍ତ ଓ ଆଇନ ମନ୍ତ୍ରୀ
ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ବିଜେଡିର ଦୁଇ ନମ୍ବର ନେତା ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ଆକ୍ସନ...
ହିଣ୍ଡନବର୍ଗ ରିପୋର୍ଟକୁ ନେଇ ରାଜନୀତି ଜୋର, କଂଗ୍ରେସ କହିଲା- ଆଦାନୀ ଜଣେ ମହାଘୋଟାଲାକାରୀ
ନୂଆଦିଲ୍ଲୀ: ହିଣ୍ଡନବର୍ଗ ରିସର୍ଚ୍ଚର ଚାଞ୍ଚଲ୍ୟକର ରିପୋର୍ଟରେ ସେବିର ଚେୟାରମ୍ୟାନ ମାଧବି ପୁରୀ ବୁଚ ଓ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ...
ଆଜି ନୁହେଁ, ଏହି ଦିନ ହେବ ଭିନେଶ ଫୋଗାଟଙ୍କ ପଦକର ନିଷ୍ପତ୍ତି
ପ୍ୟାରିସ: ନିର୍ଦ୍ଧାରିତଠୁ ୧୦୦ ଗ୍ରାମ ଅଧିକ ଓଜନ ଯୋଗୁଁ ପ୍ୟାରିସ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ କୁସ୍ତି ବର୍ଗର ଫାଇନାଲ୍ ପୂର୍ବରୁ...
ପତ୍ନୀ ନା ମାତା-ପିତା…ସହିଦ ଯବାନଙ୍କ ପେନସନ ଉପରେ କାହାର ଅଧିକାର ? ସ୍ପଷ୍ଟ କଲେ ସରକାର
ନୂଆଦିଲ୍ଲୀ: ସେନାରେ କାର୍ଯ୍ୟରତ ସହିଦ ଯବାନଙ୍କ ପରିବାରରରେ କାହାକୁ ମିଳିବ ପେନସନ ? କଂଗ୍ରେସ ସାଂସଦ ଇମରାନ ମସୁଦଙ୍କ ଏହି...
ବିଳମ୍ବରେ ଫ୍ଲାଟ୍ ଦେବା ପଡିଲା ମହଙ୍ଗା, ସୁପ୍ରିମକୋର୍ଟଙ୍କ ଛାଟ ପରେ, ୩୯ ଲକ୍ଷ ଟଙ୍କା ଗଣିଲା କମ୍ପାନୀ
କଟକ: ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନକାରୀଙ୍କୁ ଫ୍ଲାଟ୍ ନଦେବା ବିପୁଲ୍ ଲିମିଟେଡ୍ ସଂସ୍ଥାକୁ ମହଙ୍ଗା ପଡ଼ିଛି । ସଂସ୍ଥାର ମନମାନି...
ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସକ୍ରିୟ ମୌସୁମୀ ଏବଂ ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର...
ଗୁଡ ମର୍ଣ୍ଣିଂ ନୁହେଁ, ଜୟ ହିନ୍ଦ କୁହ; ବିଜେପି ସରକାରର ସ୍କୁଲ ପାଇଁ ବଡ ଆଦେଶ
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ସମସ୍ତ ସ୍କୁଲରେ ଗୁଡ ମର୍ଣ୍ଣିଂ କହିବା ବଦଳରେ ଏବେ ଜୟ ହିନ୍ଦ କୁହାଯିବ । ଏମିତି...
ଲୋକଙ୍କୁ ୩୦ ଟଙ୍କାରେ ଆଳୁ ଯୋଗାଇବେ ରାଜ୍ୟ ସରକାର
ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟର ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ଜାରି ରଖିଛନ୍ତି। ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଛଡା ନ...
ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତରେ ଖର୍ଚ୍ଚର ତଦନ୍ତ ହେବ: ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଭି.କେ ପାଣ୍ଡିଆନଙ୍କୁ ନେଇ ଓଡିଶା ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି । ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ...
‘ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ’
ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। କଟକ...
ସଂସଦକୁ ଭ୍ରମିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୟରାମ ରମେଶ ଦେଲେ ବିଶେଷାଧିକା ହନନର ନୋଟିସ୍
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହକୁ ଭ୍ରମିତ କରିଛନ୍ତି । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କଂଗ୍ରେସର...
ଫୁଲୁଛି ମହାନଦୀ, ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯିବା ପରେ ବଢୁଛି ମହାନଦୀର ଜଳସ୍ତର। କଟକ...
