ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା, ସବୁଠୁ ଆଗରେ ତାରାବାହିନୀ ପତି
ଭୁବନେଶ୍ୱରର: ବିଜେଡିର ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ ଚୟନ ହେବା ପରେ ଏବେ କଂଗ୍ରେସ ଉପରେ ସଭିଙ୍କ...
ବିଧାନସଭାର ନୂଆ ବାଚସ୍ପତିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଲେଖିଲେ ନିଆରା ଶୁଭେଚ୍ଛା ବାର୍ତ୍ତା
ଭୁବନେଶ୍ୱର: ଓଡ଼ିଶାର ସପ୍ତଦଶ ବିଧାନସଭାର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ । ତାଙ୍କୁ ମୁଖ୍ୟମନ୍ତ୍ରୀ...
ଆଜି ସୁପର-୮ରେ ଆଫଗାନିସ୍ତାନକୁ ଭେଟିବ ଭାରତ, ଏମିତି ରହିପାରେ ଚୂଡାନ୍ତ ଏକାଦଶ
ନୂଆଦିଲ୍ଲୀ: ଆଜି ସୁପର-୮ରେ ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ଏହି ମୁକାବିଲା ବାର୍ବାଡୋସରେ ଭାରତୀୟ...
ନୀତିଶ ସରକାରଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା, ଇସିବି, ଏସସି ଓ ଏସଟି ପାଇଁ ୬୫ ପ୍ରତିଶତ ସଂରକ୍ଷଣ ସମାପ୍ତ
ପାଟନା: ବିହାରର ନୀତିଶ ସରକାରଙ୍କୁ ପାଟନା ହାଇକୋର୍ଟରୁ ଲାଗିଛି ଶକ୍ତ ଝଟକା । ଇସିବି, ଏସସି ଓ ଏସଟି ପାଇଁ...
ବାଚସ୍ପତି ପଦ ଅଳଙ୍କୃତ କଲେ ସୁରମା ପାଢୀ, କହିଲେ- ଗୃହର ଗରିମା ରକ୍ଷା କରିବି
ଭୁବନେଶ୍ୱର: ବିଜେପିର ବିଧାୟିକା ସୁରମା ପାଢୀ ଓଡିଶା ବିଧାନସଭାର ବାଚସ୍ପତି ହୋଇଛନ୍ତି । ସେ ଗୁରୁବାର ନିଦ୍ୱନ୍ଦ୍ୱର୍ରେ ବାଚସ୍ପତି ଭାବେ...
କିଏ ହେବେ ବିରୋଧୀ ଦଳ ନେତା ? ଆଜି ବସୁଛି ବିଜେଡିର ବିଧାୟକ ଦଳ ବୈଠକ
ଭୁବନେଶ୍ୱର: ନିର୍ବାଚନ ଫଳାଫଳକୁ ୧୫ ଦିନ ବିତି ସାରିଛି । ବିଜେପି ନେତୃତ୍ୱରେ ସରକାର ଗଠନ ହୋଇ କାର୍ଯ୍ୟ ବି...
ମୁକୁଳା ଡ୍ରେନରେ ନାବାଳକର ମୃତ୍ୟୁ ଘଟଣା, ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦିଅ; ବିଏମସିକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର: ଗତକାଲି ରାଜଧାନୀର ମୁକୁଳା ଡ୍ରେନ ଆଉ ଜଣଙ୍କ ଜୀବନ ନେଇଛି । ସ୍ଥାନୀୟ ୟୁନିଟ-୩ ମସଜିଦ କଲୋନି ନିକଟରେ...
ରାମ ମନ୍ଦିରରେ ଫୁଟିଲା ଗୁଳି ! ଟଳି ପଡିଲେ ସୁରକ୍ଷାରେ ମୁତୟନ ଯବାନ
ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିରରେ ପୁଣି ଫୁଟିଛି ଗୁଳି । ମନ୍ଦିରର ସୁରକ୍ଷାରେ ମୁତୟନ ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ...
ସୁୁରମା ପାଢୀ ବିଜେପି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ, ନାମାଙ୍କନ ଦାଖଲ କଲେ ରଣପୁର ବିଧାୟିକା
ଭୁବନେଶ୍ୱର: ବାଚସ୍ପତି ନିର୍ବାଚନ ପାଇଁ ଆରମ୍ଭ ହୋଇ ଯାଇଛି ପ୍ରକ୍ରିୟା । ଆଶା ଅନୁ୍ଯାୟୀ ବିଜେପି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ...
ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ, ସକାଳ ୬ଟା ବଦଳରେ ୧୦ଟାରେ ହେଲା ମଙ୍ଗଳ ଆଳତି
ପୁରୀ: ସେବକଙ୍କ ମଧ୍ୟରେ ବିବାଦରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଘଟିଛି ଅହେତୁକ ବିଳମ୍ବ। ଏପରିକି ଆଜି ସକାଳ ୬ଟାରେ ହେବାକୁ ଥିବା...
ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଜାରି, ଚାଷୀଙ୍କୁ ମିଳିଲା ୨୦୦୦ ଟଙ୍କା
ନୂଆଦିଲ୍ଲୀ: ତୃତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ...
ମନ୍ତ୍ରୀ ନ ହେବାର କିଛି ଅବଶୋଷ ନାହିଁ: ଜୟନାରାୟଣ ମିଶ୍ର
ଭୁବନେଶ୍ୱର: ଆଜିଠୁ ବିଧାନସଭାର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ନବ ନିର୍ବାଚିତ ବିଧାୟକଙ୍କ ଶପଥ ପାଠ...
