ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ତେଲେଙ୍ଗାନା ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନ
ହାଇଦ୍ରାବାଦ: ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ ତେଲେଙ୍ଗାନାର ରେୱନ୍ତ ରେଡ୍ଡି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଆଜି ରାଜ୍ୟପାଳ ଜିଷ୍ଣୁ...
ପବିତ୍ର ଅଁଳା ନବମୀ; ରାଧାପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼
ପୁରୀ: ପବିତ୍ର ଅଁଳା ନବମୀ ଅବସରରେ ଶୁକ୍ରବାର ଦିନ ପୁରୀ ସାକ୍ଷୀଗୋପାଳ ସ୍ଥିତ ଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ପାଇଁ...
‘ଜାତୀୟ ଏକତା ଦିବସ’ ପାରେଡରେ ପ୍ରଧାନମନ୍ତ୍ରୀ ମୋଦି, ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ। ଏହି ଅବସରରେ ଗୁଜରାଟର ଏକତାନଗରରେ ଜାତୀୟ ଏକତା ଦିବସ ପାଳନ...
ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା; CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ
ବ୍ରହ୍ମପୁର: ପୋଲିସ ସବ-ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲା ରେ ସେପ୍ଟେମ୍ବର ୩୦ ତାରିଖରେ ବ୍ରହ୍ମପୁର ପୋଲିସ ଓଡ଼ିଶା-ଆନ୍ଧ୍ର ପ୍ରଦେଶ...
ଫେବୃଆରୀ ୧୭ରୁ CBSE ପରୀକ୍ଷା…
ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ସୂଚୀ ପ୍ରକାଶ କରିଛି।...
‘ଶିରଡି କେ ସାଇ ବାବା’ ଫେମ୍ ସୁଧୀର ଦଲଭି, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ପରିବାର…
ନୂଆଦିଲ୍ଲୀ: ମନୋଜ କୁମାରଙ୍କ ୧୯୭୭ ମସିହାର କ୍ଲାସିକ୍ ଚଳଚ୍ଚିତ୍ର ‘ଶିରଡି କେ ସାଇ ବାବା’ରେ ସାଇ ବାବାଙ୍କ ଭୂମିକାରେ ଅଭିନୟ...
ଖରାପ ରାସ୍ତା ପାଇଁ ମୁଁ କାହିଁକି ଗାଳି ଶୁଣିବି: ନୀତିନ ଗଡ଼କରୀ
ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ନୂତନ ପଦକ୍ଷେପ ଆରମ୍ଭ କରିଛନ୍ତି। ଯାହା...
ପରମାଣୁ ପରୀକ୍ଷଣ କରିବେ ଟ୍ରମ୍ପ
ନ୍ୟୁୟର୍କ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଏସିଆ ଗସ୍ତ ସମୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ କରିବା...
ଦିଲ୍ଲୀରେ ମୁଁ ସ୍ୱାଧୀନତା ଉପଭୋଗ କରୁଛି: ଶେଖ ହସିନା
ନୂଆଦିଲ୍ଲୀ: ଗତ ଅଗଷ୍ଟରେ ଦେଶରେ ହୋଇଥିବା ହିଂସାତ୍ମକ ପ୍ରତିବାଦ ପରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ପଦରୁ...
ବଦଳିବ କି ରାଜଧାନୀ ଦିଲ୍ଲୀର ନାଁ…
ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀର ଇତିହାସ ହଜାର ବର୍ଷରୁ ଅଧିକ ପୁରୁଣା ହେବା ସହ ଏହା ସଭ୍ୟତା ଏବଂ ପରିବର୍ତ୍ତନର...
ଦିଲଜିତ୍ ଦୋସାଞ୍ଝଙ୍କୁ ଖାଲିସ୍ତାନୀ ପନ୍ନୁର ଧମକ, ଅମିତାଭ ବଚ୍ଚନଙ୍କ ସହ କନେକ୍ସନ
ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ୍ସ ଫର ଜଷ୍ଟିସ୍ ର ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଅଷ୍ଟ୍ରେଲିଆରେ ପଞ୍ଜାବୀ ଗାୟକ...
ଏସଆଇ ପରୀକ୍ଷା ଦୁର୍ନୀତି ମାମଲା, ୧୧୪ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଜାମିନ ପ୍ରଦାନ
ଭୁବନେଶ୍ବର: ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୧୧୪ ଜଣ (ଆଶାୟୀ) ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିଛି। ତେବେ ଜାମିନ ପାଇଁ ୧୧୪...
