Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ

ବାତ୍ୟା ମୋନ୍ଥା ଟଳିବାର ୪୮ ଘଣ୍ଟାରେ ବିଦ୍ୟୁତ୍ ପୁନଃସ୍ଥାପନ କରିବୁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବଳ ଗୋଟାଉଛି ବାତ୍ୟା ମୋନ୍ଥା। ଆଜି ସନ୍ଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବା ନେଇ ସୂଚନା ରହିଛି। ସମ୍ଭାବ୍ୟ...

ପୁଣି କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ: ପୁଣି କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ। ଖର୍ଚ୍ଚ ହ୍ରାସ କରିବା ପାଇଁ ଇ-କମର୍ସ ଜାଏଣ୍ଟ ଆମାଜନ ବଡ଼ ଧରଣର...

ସରକାରୀ କର୍ମଚାରୀ ସଂପତ୍ତି ତାଲିକା ଦେବାକୁ ବାଧ୍ୟ, ନଦେଲେ ପ୍ରମୋସନ୍ ବନ୍ଦ

ଭୁବନେଶ୍ବର: ସରକାରୀ କର୍ମଚାରୀ ସଂପତ୍ତି ତାଲିକା ଦେବାକୁ ବାଧ୍ୟ। ନଦେଲେ ପ୍ରମୋସନ୍ ହେବନି ବୋଲି କହିଛନ୍ତି ସରକାର। ଏନେଇ ସାଧାରଣ...

ଭୀଷଣ ହେଉଛି ବାତ୍ୟା ‘ମୋନ୍ଥା’; ଆନ୍ଧ୍ରରେ ଲ୍ୟାଣ୍ଡଫଲ୍, ସଜାଗ NDRF

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ଅଧିକ ଭୟଙ୍କର ହେବାରେ ଲାଗିଛି। ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ଆଜି ସନ୍ଧ୍ୟା...

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗାଭାଇ ଆସନ୍ତା ନଭେମ୍ବର ୨୩ ତାରିଖରେ ଅବସର ନେବାକୁ ଯାଉଛନ୍ତି। ତେଣୁ...

ବାତ୍ୟା ‘ମୋନ୍ଥା’ ପାଇଁ ୪୩ ଟ୍ରେନ ବାତିଲ…

ଭୁବନେଶ୍ବର: ବାତ୍ୟା ‘ମୋନ୍ଥା’ ପାଇଁ ୪୩ ଟ୍ରେନ ବାତିଲ। ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି ଅନେକ ଟ୍ରେନ ବାତିଲ କରିଛି...

୧୨ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆରମ୍ଭ ହେବ SIR

ନୂଆଦିଲ୍ଲୀ: ଦେଶର ଭୋଟର ତାଲିକାକୁ ଅଧିକ ସଠିକ୍, ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ବଡ଼...

କୁର୍ଣ୍ଣୁଲ ବସ ଅଗ୍ନିକାଣ୍ଡ; ନିଶାସକ୍ତ ଡ୍ରାଇଭର ଦୁର୍ଘଟଣାର କାରଣ

କୁର୍ଣ୍ଣୁଲ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଘଟିଥିବା ବସ ଅଗ୍ନିକାଣ୍ଡ ଆମର ସଡ଼କ ସୁରକ୍ଷା ପ୍ରକ୍ରିୟାରେ ତ୍ରୁଟିର ଏକ ଭୟଙ୍କର ଉଦାହରଣ ପାଲଟିଛି।...

ଶ୍ରେୟସ ଆୟର ହସ୍ପିଟାଲରେ ଭର୍ତ୍ତି

ସିଡନୀ: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଡନୀରେ ତୃତୀୟ ଦିନିକିଆ...

ସହିପାରିଲେନି ମା’ଙ୍କ କଷ୍ଟ, ପାୱାର୍ ଚ୍ୟାନେଲରୁ ଡେଇଁ ଜୀବନ ହାରିଲେ…

ବୁର୍ଲା: ସମ୍ବଲପୁର ବୁର୍ଲା ପାୱାର୍ ଚ୍ୟାନେଲ୍ ବ୍ରିଜ୍ ରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଉକ୍ତ ଯୁବକ ଜଣକ...

ବାତ୍ୟା ମୋନ୍ଥା ପାଇଁ ଦୁଇଦିନ ଲାଗି ଅଙ୍ଗନବାଡ଼ି ଛୁଟି ଘୋଷଣା

ଭୁବନେଶ୍ବର: ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି।...

ସୃଷ୍ଟି ହେଲା ବାତ୍ୟା ମୋନ୍ଥା, ଗୋପାଳପୁର ଠାରୁ ଏତିକି ଦୂରରେ…

ଭୁବନେଶ୍ବର: ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏବେ କେନ୍ଦ୍ରୀଭୂତ ହୋଇ ରହିଛି।...