ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ଆଜି ସଂସଦୀୟ କମିଟିକୁ ବ୍ରିଫିଙ୍ଗ ଦେବେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ
ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ସମ୍ପ୍ରତିକ ସାମରିକ ଯୁଦ୍ଧ ସମ୍ପର୍କରେ ସୋମବାର ଦିନ ଏକ ସଂସଦୀୟ କମିଟିକୁ...
ଆଜି ପୁଟିନଙ୍କ ସହ କଥା ହେବେ ଟ୍ରମ୍ପ; ବନ୍ଦ ହୋଇପାରେ ଋଷ-ୟୁକ୍ରେନ ଯୁଦ୍ଧ…
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି...
ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର
ୱାଶିଂଟନ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ କ୍ୟାନସର ରୋଗ ହୋଇଛି। ଜୋ ବିଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ରୋଗର ଏକ...
‘ହେରା ଫେରି’ ୩ରୁ କାହିଁକି ବାହାରିଲେ ପରେଶ ରାୱଲ
ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘ହେରା ଫେରି’ର ତୃତୀୟ ଭାଗ ନିର୍ମାଣ ବିଷୟରେ ଆଲୋଚନା ବହୁତ ଦିନ...
ସନରାଇଜର୍ସ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡଙ୍କୁ କୋଭିଡ୍
ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏକ ଖରାପ ଖବର ଅଛି। ଦଳର ଓପନର ଏବଂ ଡ୍ୟାସିଂ ବ୍ୟାଟସମ୍ୟାନ୍ ଟ୍ରାଭିସ୍ ହେଡ୍...
କୈଳାସ-ମାନସରୋବର ଯାତ୍ରା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ
ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ଯୋଗୁଁ ୨୦୧୯ରେ ବନ୍ଦ ହୋଇଥିବା କୈଳାସ-ମାନସରୋବର ଯାତ୍ରା ଆସନ୍ତା ମାସରୁ ନାଥୁଲା ଦେଇ ପୁଣି ଆରମ୍ଭ...
ହାଇଦ୍ରାବାଦର ଗୁଲଜାର ହାଉସରେ ଅଗ୍ନିକାଣ୍ଡ, ୧୭ ମୃତ
ହାଇଦ୍ରାବାଦ: ହାଇଦ୍ରାବାଦର ଏକ କୋଠାରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ...
ବ୍ରିଜକୁ ଧକ୍କା ଦେଲା ନୌସେନାର ଏକ ଜାହାଜ
ନ୍ୟୁୟର୍କ: ନ୍ୟୁୟର୍କର ବ୍ରୁକଲିନ୍ ବ୍ରିଜ୍ ସହିତ ମେକ୍ସିକୋ ନୌସେନାର ଏକ ଜାହାଜ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ...
ନିତେଶ ତିୱାରୀଙ୍କ ‘ରାମାୟଣ’ରେ କାଜଲ ଅଗ୍ରୱାଲଙ୍କ ଏଣ୍ଟ୍ରି
ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ରାମାୟଣ’ ଚର୍ଚ୍ଚାରେ ରହିଛି। ରଣବୀର କପୁରଙ୍କ ଏହି ଫିଲ୍ମର ଘୋଷଣା ହେବା...
ତୁର୍କୀ ସହ ସମ୍ପର୍କ କାଟୁଛନ୍ତି ଭାରତୀୟ ଶିକ୍ଷାନୁଷ୍ଠାନ
ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତରେ ତୁର୍କୀ ବିରୋଧରେ ପ୍ରତିବାଦ କରାଯାଉଛି। ଏଥିପାଇଁ ଭାରତରେ ତୁର୍କୀ ମାର୍ବଲ ଏବଂ...
ଇସ୍ରୋର ୧୦୧ତମ ମିଶନ EOS-09 ଉତକ୍ଷେପଣ ବିଫଳ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ୧୦୧ତମ ମିଶନ EOS-09 ଉତକ୍ଷେପଣର କିଛି ସମୟ ପରେ ବିଫଳ ହୋଇଥିଲା।...
ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼; ୨୭ ମୃତ
କେଣ୍ଟୁକି: ଆମେରିକାରେ ଶୁକ୍ରବାର ରାତିରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଥିଲା। ରାତି ୧୧:୩୦ ରେ ଲୋକଙ୍କ ମୋବାଇଲ୍ ଫୋନ୍ ବାଜିବାକୁ...
