ଓଡ଼ିଶା ଡଟ୍ ନ୍ୟୁଜ୍
୪ ଦିନ ଅତି ପ୍ରବଳ ବର୍ଷା, ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ବର: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ୱେଲ୍ ମାର୍କଡ ଲୋ-ପ୍ରେସର କ୍ଷେତ୍ରରେ ପରିଣତ ହୋଇଛି...
ଆଉ ଜଣଙ୍କ ଜୀବନ ନେଲା ଚାନ୍ଦିପୁରା ଭାଇରସ୍
ଭୁବନେଶ୍ବର: ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ସହ ଗୁଜରାଟରେ ଚାନ୍ଦିପୁରା ଭାଇରସର ଆତଙ୍କ । ଗୁଜରାଟରେ ଏହି ଭାଇରସ ନେିଛି ଆଉ...
ଆଇଏଏସ ପୂଜା ଖେଡକରଙ୍କ ଘରେ ବେଆଇନ ବନ୍ଧୁକ, ମାଆ ଗିରଫ
ପୁଣେ: ବିବାଦରେ ଫସିଥିବା ପୂଜା ଖେଡକରଙ୍କୁ ନେି ପୁଣି ଏକ ଚାଞ୍ଚଲ୍ୟକର ଖବର । ତାଙ୍କ ଘରେ ବେଆଇନ ଅସ୍ତ୍ରଶସ୍ତ୍ର...
ଅବୈଧ ସମ୍ପର୍କ ରଖିବାରୁ ପତ୍ନୀ ଓ ଦୁଇ ଝିଅଙ୍କୁ ହତ୍ୟା କରି ଦୁର୍ଘଟଣା ନାଟକ ରଚିଥିବା ସ୍ବାମୀ ଗିରଫ
ହାଇଦ୍ରାବାଦ: ଘରେ ପତ୍ନୀ ଓ ଦୁଇ ଦୁଇଟି ଝିଅ । ଏତିକିରେ ମନ ଭରି ନଥିଲା, ବାହାରେ ଆଉ ଜଣଙ୍କ...
ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି କଲେ ଦରମଲା, ମେଡିକାଲ ନେବା ବାଟରେ ଚାଲିଗଲା ଜୀବନ
ସୋନପୁର: ଘରୁ କୌଣସି କାମରେ ବାହାରକୁ ଯାଇଥିଲେ । ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଏଣେତେଣେ ଖୋଜାଖୋଜି ଆରମ୍ଭ...
ମହିଳା ଡାକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଅରବିନ୍ଦନଗରରେ ରହୁଥିବା ଜଣେ ମହିଳା ଡାକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ...
ଆଜି ଅଧରପଣା ନୀତି, କାଲି ନୀଳାଦ୍ରି ବିଜେ
ପୁରୀ: ଗତକାଲି ସରିଲା ରଥାରୂଢ଼ ଶ୍ରୀଜିଉଙ୍କ ସୁନାବେଶ । ଲକ୍ଷ ଲକ୍ଷ ଭକ୍ତ ତିନି ଠାକୁରଙ୍କ ଦୁର୍ଲଭ ସୁନାବେଶ ଦେଖି...
ଖୋଲିଲା ଭିତର ରତ୍ନଭଣ୍ଡାର, ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ଯିବ ଅଳଙ୍କାର
ପୁରୀ: ନିର୍ଦ୍ଧାରିତ ସମୟ ଆଜି ପୂର୍ବାହ୍ନ ୯ଟା ୫୧ ମିନିଟ୍ରେ ଖୋଲିଛି ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର । ପ୍ରାୟ...
ମହାରାଷ୍ଟ୍ରରେ ପାଓ୍ବାର ଗେମ୍: ଅଜିତ କ୍ୟାମ୍ପ ଛାଡ଼ିଲେ ୪ ନେତା, ଶୀଘ୍ର ଶରଦ କ୍ୟାମ୍ପରେ ଏଣ୍ଟ୍ରି
ମୁମ୍ବାଇ: ଏନସିପି ଦୁଇ ଫାଳ ହେବା ପରେ ଏହାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ପ୍ରାୟ ସବୁଦିନ...
ମଝି ସମୁଦ୍ରରେ ବୁଡ଼ିଲା ତେଲ ଟ୍ୟାଙ୍କର, ୧୩ ଭାରତୀୟ ସମେତ ୧୬ ନିଖୋଜ
ମସ୍କଟ: ଓମାନ ସମୁଦ୍ରରେ ବଡ଼ ଧରଣର ଦୁର୍ଘଟଣା । ମଝି ସମୁଦ୍ରରେ ବୁଡିଲା ଜାହାଜ । ୧୩ ଭାରତୀୟଙ୍କ ସମେତ...
ପସନ୍ଦର ଖାଇବା ନ ବନାଇବାରୁ ମାଆ ତଣ୍ଟି ଚିପି ଦେଲା ପୁଅ
ବାଲେଶ୍ବର: ସାମାନ୍ୟ ଖାଇବା ପାଇଁ ମାଆକୁ ହତ୍ୟା କଲା ପୁଅ । ପାଟି ସୁଆଦ ଖାଇବା ବନାଇ ନଥିବାରୁ ଚିପି...
ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ
ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ । ଗତକାଲି ସନ୍ଧ୍ୟାରେ ସେ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ଜୟପୁର ଜିଲ୍ଲା...
