Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଓଡ଼ିଶା ଡଟ୍ ନ୍ୟୁଜ୍

ଚୋରି ଅଭିଯୋଗରେ ନାବାଳକକୁ ଟ୍ରେନ ଲାଇନରେ ବାନ୍ଧି ନିର୍ଧୁମ ମାଡ଼

ପାଟନା: ମରିଗଲା ମଣିଷ ପଣିଆ । ଚୋରି ଅଭିଯୋଗରେ ଧରାପଡିଥିବା ମାତ୍ର ୧୨ ବର୍ଷର ଏକ ନାବଳକ ଉପରେ ଅମାନୁସିକ...

ମାତାଲ ଅବସ୍ଥାରେ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇବା ଦୁଇ ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା

ଗାଜିଆବାଦ: ପାର୍ଟିକୁ ଗଲେ, ନାକ ପର୍ଯ୍ୟନ୍ତ ପିଇ ମାତଲ ହେଲେ । ଆଉ ନିଶାଶକ୍ତ ଅବସ୍ଥାରେ ନିଜ ଉପରୁ ନିୟନ୍ତ୍ରଣ...

ତ୍ରିକୋଣୀୟ ପ୍ରେମରୁ ହତ୍ୟା: ପ୍ରେମୀ ଯୁଗଳଙ୍କୁ ଛୁରୀ ଭୁଶିଲା ଓ୍ବାନ ସାଇଡେଡ୍ ପ୍ରେମିକ

କୁତ୍ରା: ଏକତରଫା ପ୍ରେମ ନେଲା ଦୁଇ ଜୀବନ । ପ୍ରେମୀ ଯୁଗଳଙ୍କୁ ଛୁରୀ ଭୁଶି ହତ୍ୟା କଲା ଓ୍ବାନ୍ ସାଇଡେଡ୍...

କଟକରେ ପରେ ବାରିପଦା: ପୁଣି ଏକ ନର୍ସିଂହୋମରେ ଲାଗିଲା ନିଆଁ

ବାରିପଦା: କଟକରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣାକୁ ଦୁଇଦିନ ବିତିନି ରାଜ୍ୟରେ ଆଉ ଏକ ନର୍ସିଂହୋମରେ ନିଆଁ ଲାଗିଛି...

ମର୍ଣ୍ଣିଂଓ୍ବାକ କରିବେ ବେଳେ ଚଢ଼ିଗଲା ଟ୍ରକ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସକାଳୁ ସକାଳୁ ଦୁର୍ଘଟଣା । ମର୍ଣ୍ଣିଂଓ୍ବାକ କରିବା ବେଳେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛି ଟ୍ରକ...

ଅପହୃତ ରାଇସ୍ ମିଲ୍ ମାଲିକ ଉଦ୍ଧାର, କୀଡ଼ନପ୍ କାରଣ ଏବେ ବି ଅସ୍ପଷ୍ଟ

ଜୟପୁର: କୋରାପୁଟରେ ଅପହୃତ ରାଇସ ମିଲ୍ ମାଲିକଙ୍କୁ ଅପହରଣର ୪୮ ଘଣ୍ଟା ପରେ ଜିଲ୍ଲା ପୋଲିସ ଉଦ୍ଧାର କରିଛି ।...

ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ଆଜି ଫେରିବେ ଶ୍ରୀଜିଉ

ପୁରୀ: ଆଜି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ବାହୁଡ଼ା ପର୍ବ । ଜନ୍ମବେଦୀରେ ଲୀଳାଖେଳା ସାରି ଭାଇଭଉଣୀଙ୍କ ସହ ଆଜି ଶ୍ରୀମନ୍ଦିରକୁ...

ମୃତ୍ତିକା ସଂରକ୍ଷଣ କେନ୍ଦ୍ର ପରିସରରୁ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ମୃତ୍ତିକା ସଂରକ୍ଷଣ କେନ୍ଦ୍ର ପରିସରରୁ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଲେ ମୃତକ ସଏଲ କଞ୍ଜରଭେସନ...

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ଗୁଳି ମାରିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀ ନେଲେ ଜୀବନ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ...

ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଗଜପତି: ବାହାରକୁ ଯାଇ କାମ କରି ପରିବାର ପାଇଁ ଦୁଇ ପଇସା ରୋଜଗାର ଆଶାରେ ଦାଦାନ ଯାଇଥିଲେ ଗଜପତି ଜିଲ୍ଲା ଅଡ଼ବା...

ମାଲକାନଗିରିରେ ଝାଡ଼ାବାନ୍ତି ଆତଙ୍କ; ୭ ଆକ୍ରାନ୍ତ, ୪ ଗୁରୁତର

ମାଲକାନଗିରି: ମାଥିଲି ବ୍ଲକ କୋପ୍ରା ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତ । ଲୋକଙ୍କ ମଧ୍ୟରେ କୋକୁଆ ଭୟ । ଜଣଙ୍କ ପରେ...

ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ ଲକ୍ଷ୍ମୀ ଠାକୁରାଣୀ

ପୁରୀ: ମହାପ୍ରଭୁ ଜଗନ୍ନାଥ ଭଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଯାତ୍ରା କରିଛନ୍ତି ।...