ଓଡ଼ିଶା ଡଟ୍ ନ୍ୟୁଜ୍ ବ୍ୟୁରୋ
ମହାନଦୀରେ ବଢୁଛି ବନ୍ୟାଜଳ, ହୀରାକୁଦର ଆଉ ୧୨ ଗେଟ୍ ଖୋଲିବା ପ୍ରସ୍ତୁତି; ୪ ଜିଲ୍ଲାକୁ ଆଲର୍ଟ
ମହାନଦୀରେ ବନ୍ୟାଜଳ ବଢୁଥିବାରୁ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଆଲର୍ଟ କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ସମୀକ୍ଷା...
ଅଷ୍ଟ୍ରେଲିଆ ଯାଇଥିବା କହି ୨ ବର୍ଷ ଲୁଚାଇଲେ ହତ୍ୟା! ସ୍ୱାମୀଙ୍କୁ ସାଇନାଇଡ୍ ଦେଇ ମାରି ପୋତିଦେଲେ ସ୍ତ୍ରୀ ଓ ପ୍ରେମିକ
ଗୁଜରାଟର ଜାମନଗରରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଦୁଇ ବର୍ଷରୁ ଅଧିକ ସମୟ ଧରି ନିଖୋଜ ଥିବା ଜିଗ୍ନେଶ...
ମୋହନ ଚରଣ ମାଝୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାରେ ବଡ଼ ଦାୟିତ୍ୱକୁ ନେଇ ବଢ଼ିଲା ଚର୍ଚ୍ଚା
୪ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ସକାଳେ ସେ ଭୁବନେଶ୍ୱରରୁ ଦିଲ୍ଲୀ...
‘ବାସ୍ତେଗୁନା ହୁଇୟା’ କ’ଣ? ଜନ୍ତର ମନ୍ତର ଆନ୍ଦୋଳନରୁ ଭାଇରାଲ୍ ହୋଇଥିବା Gen Z ସ୍ଲାଙ୍ଗର କାହାଣୀ
ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ସମୟରେ ଭାଇରାଲ୍ ହୋଇଥିବା ‘ବାସ୍ତେଗୁନା ହୁଇୟା’...
ଧର୍ମେନ୍ଦ୍ର ପ୍ରଧାନ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ? ସମ୍ବଲପୁର ଆସନକୁ ନେଇ ବଢ଼ିଲା ଚର୍ଚ୍ଚା
ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ...
ବାଙ୍କିପୁରରେ ପ୍ରଶାନ୍ତ କିଶୋର ଜିତିପାରିବେ କି? Gen Z ଭୋଟରଙ୍କ ମନୋଭାବର ବଡ଼ ପରୀକ୍ଷା?
ପାଟନାର ବାଙ୍କିପୁର ବିଧାନସଭା ଉପନିର୍ବାଚନ ଏବେ କେବଳ ଏକ ସ୍ଥାନୀୟ ନିର୍ବାଚନରେ ସୀମିତ ନାହିଁ। ଦେଶବ୍ୟାପୀ ଛାତ୍ର ଆନ୍ଦୋଳନ ଏବଂ...
ବିଜେପି ସଂସଦୀୟ ବୋର୍ଡରେ ସାମିଲ ହେବେ କି ଫଡନବୀସ ଓ ଯୋଗୀ? ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ‘ସଂସଦୀୟ ବୋର୍ଡ’ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଏବଂ ଉତ୍ତର ପ୍ରଦେଶ...
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପଦର ଆଶ୍ୱାସନ? ଦିଲ୍ଲୀ କରିଡରରେ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ବିଦାୟ ନେବାକୁ ଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଦିଲ୍ଲୀର ରାଜନୈତିକ କରିଡରରେ...
ଇଣ୍ଡିଆ ଟୁଡେ ଗ୍ରୁପ୍ରେ ବଡ଼ ଛଟେଇ! ପ୍ରାୟ ୧୨୦ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ. ମିଡ଼ିଆର ଭବିଷ୍ୟତକୁ ନେଇ ଚିନ୍ତିତ କର୍ମଚାରୀ
ଇଣ୍ଡିଆ ଟୁଡେ ଗ୍ରୁପ୍ରେ ବଡ଼ ଧରଣର ଛଟେଇ ହୋଇଥିବା ଅଭିଯୋଗ ଆସିଛି। କର୍ମଚାରୀଙ୍କ ଦାବି ଅନୁଯାୟୀ, ଜୁଲାଇ ୨୦ରୁ ୨୪...
୨୦୦୦ ପରଠାରୁ କେଉଁ କେଉଁ କେନ୍ଦ୍ରମନ୍ତ୍ରୀ ଦେଇଛନ୍ତି ଇସ୍ତଫା, କାହିଁକି ଛାଡ଼ିଥିଲେ ମନ୍ତ୍ରୀପଦ?
୨୦୦୦ ମସିହା ପରଠାରୁ ଏପର୍ଯ୍ୟନ୍ତ ୧୩ ଜଣ କେନ୍ଦ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ୟୁପିଏ...
ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ସୁଶାନ୍ତ ସିଂଙ୍କ ପରଲୋକ
ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ...
ପଣା ନୀତି ପାଇଁ ପ୍ରସ୍ତୁତି ଶେଷ, ପଣା ରୂପକ ଅମୃତ ପାନ କରିବେ ମହାପ୍ରଭୁ
ରଥଯାତ୍ରା ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିବା ମହାପ୍ରଭୁ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପାନ କରିବେ। ପରମ୍ପରା...
