ଦେବବ୍ରତ ପଣ୍ଡା
ସ୍ଥାନୀୟ ପ୍ରତିନିଧି (ରେଙ୍ଗାଲି ) ସମ୍ବଲପୁର
ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ 217ତମ ଜନ୍ମ ଜୟନ୍ତୀ ଉତ୍ସବ ମହା ସମାରୋହ 2025। ଖିଣ୍ଡା ଗାଁ କୁ ଏକ ଦର୍ଶନୀୟ ସ୍ଥାନ କରିବା ଯାହା ପର୍ଯ୍ୟଟନ ସ୍ଥଳି ନୁହେଁ ଏକ ସଂକଳ୍ପ ର ସ୍ଥଳି ହେବ।
ବିପ୍ଳବୀ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ମାଟି ଖିଣ୍ଡା ଗାଁ କୁ ଏକ ଦର୍ଶନୀୟ ସ୍ଥାନ କରିବା ଯାହା...
ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ରେଙ୍ଗାଲି ଠାରେ ଗୋଷ୍ଠି ଶୌଚାଳୟ ନର୍ମାଣ ଓ ଉଦ୍ଘାଟନ।
ରେଙ୍ଗାଲି ବସଷ୍ଟାଣ୍ଡ ନିକଟରେ ଜେଏସଡବ୍ଲୁ ଫାଉଣ୍ଡେସନ ପକ୍ଷରୁ ଗୋଷ୍ଠି ଶୌଚାଳୟ ନର୍ମାଣ କରାଯାଇଥିଲା। ମଙ୍ଗଳବାର ଦିନ ତାହାର ଶୁଭ ଉଦ୍ଘାଟନ...
ତୃତୀୟ ମହାବୀର କ୍ରିକେଟ କପ 2025, କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ। ସମ୍ୱଲପୁର ଜଗନ୍ନାଥ କ୍ରିକେଟ କ୍ଲବ ଚମ୍ପିୟାନ।
ରେଙ୍ଗାଲି ମିନି ଷ୍ଟାଡିୟମରେ ରେଙ୍ଗାଲି ମହାଵୀର କ୍ରିକେଟ ଏକାଡେମୀ ପକ୍ଷରୁ ତୃତୀୟ ମହାବୀର କ୍ରିକେଟ କପ 2025, ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ...
ଗାଡ଼ି ଦୁର୍ଘଟଣା ରେ ୫ବର୍ଷ ର ଶିଶୁ ର ମୃତ୍ୟୁ । 2 ଘଣ୍ଟା 10 ନମ୍ବର ରାଜ୍ୟ ରାଜପଥ ଜାମ।
ରେଙ୍ଗାଲି ବ୍ଲକ ଠେଲକୋଲୋଇ ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ୧୦ ନଂ ରାଜ୍ୟ ରାଜପଥ ପାଲଟିଛି ମରଣ ଯନ୍ତା। ଏନ ଏଲ...
ରେଙ୍ଗାଲି ମହାବୀର ଛକ ଡେ କ୍ରିକେଟ ଟୁର୍ଣ୍ଣାମେଣ୍ଟ 2024। ଲାରିପାଲି ଦଳ ଚମ୍ପିୟାନ।
ରେଙ୍ଗାଲି ଖେଳ ପଡ଼ିଆରେ ମହାବୀର ଛକ ଡେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ। ଉକ୍ତ ଟୁର୍ଣ୍ଣାମେଣ୍ଟେ କୁ ରେଙ୍ଗାଲି ମହାବୀର ଛକ...
ରେଙ୍ଗାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ।
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ଠାରେ ଆଜି ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତି...
ଗୁଲାମଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବାଲିଜଂଘା ଚମ୍ପିୟାନ।
ରେଙ୍ଗାଲି ବ୍ଲକ ଗୁଲାମାଲ ଠାରେ 5ଦିନିଆ ଗୁଲାମାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ ବାଳିଜଂଘା ଓ ରେଙ୍ଗାଲି...
ଯୁଗାନ୍ତାର କିଡଜ ସ୍କୁଲ ର ବାର୍ଷିକ ଉତ୍ସବ ପାଳନ।
ରେଙ୍ଗାଲି ଯୁଗାନ୍ତାର କିଡଜ (ପ୍ଲେ) ସ୍କୁଲ ର ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା। ଛୋଟ ଛୋଟ ଛୁଆ ମାନଙ୍କୁ ଖେଳ...
ଇସି କମିଟୀ ପରିବର୍ତ୍ତନ ପ୍ରତିବାଦ ରେ ଇସି ସଂଘ ପକ୍ଷରୁ ରେଙ୍ଗାଲି ବ୍ଲକ ରେ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଲା। ପ୍ରଶାସନିକ ଅଧିକାରୀ ପହଞ୍ଚି ପ୍ରତିଶୃତି ଦେବା ପରେ ଗଣଧାରଣା ଉଠିଥିଲା।
ମିଶନ ଶକ୍ତି ଇସି କମିଟି ର ବେଆଇନ ପରିବର୍ତ୍ତନ ପ୍ରତିବାଦ ରେ ଗତ ୧୯ ତାରିଖ ରୁ ଚାଲିଥିବା ଆନ୍ଦୋଳନ...
ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ ହିମାଂଶୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ଏବଂ ସାଧାରଣ ସମ୍ପାଦକ ସରୋଜ ନିର୍ବାଚିତ I
ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ତଥା କର୍ମକର୍ତ୍ତା ନିର୍ବାଚନ ଶୁକ୍ରବାର...
ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କୁ ପ୍ରତିବାଦ କରି ବିରାଟ ରାଲି
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ହିନ୍ଦୁ ଯୁବା ସଂଗଠନ , ସ୍ୱାଧୀନ ଏକତା ସଂଗଠନ,ରେଙ୍ଗାଲି ରାମ ସେନା,ରେଙ୍ଗାଲି ବିଶ୍ୱ ହିନ୍ଦୁ...
ମାଉଲି ନଗର ଠାରେ ମହାଲକ୍ଷ୍ମୀ ପୂଜା। 3ଦିନ ଧରି ଭଜନ କୀର୍ତ୍ତନ ରେ ହର୍ଷ ଉଲ୍ଲାଶୀତ ଉତ୍ସବ ମୁଖର।
ରେଙ୍ଗାଲି ମାଉଲି ନଗର ଠାରେ 3 ଦିନ ଧରି ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥିଲା। 3ଦିନ ଧରି ଭଜନ କୀର୍ତ୍ତନ...
