ସମ୍ବଲପୁର ପ୍ରତିନିଧି
ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର
ଭିମସାର ଠାରେ ଭିନ୍ନକ୍ଷମ ସହାୟତା କେନ୍ଦ୍ର ଉଦଘାଟନ
ସମ୍ବଲପୁର :ବୁର୍ଲା ଭିମସାର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ସହାୟତା କେନ୍ଦ୍ର ଉଦଘାଟନ ସହ ଭିମସାର ର ବିଭିନ୍ନ...
ସଦ୍ ଗୁରୁ ଶ୍ରୀ ଶ୍ରୀ ଅର୍ଜ୍ଜୁନଙ୍କ ୯୨ତମଆବିର୍ଭାବ ଦିବସ
ସମ୍ବଲପୁର:ଆଜି ପଟ୍ଟନାୟକ ପଡାସ୍ଥ ରାଜ ବୈଦ୍ୟ କୁଟୀରରେ ସମ୍ବଲପୁର ଦିବ୍ୟ ଦର୍ଶନ ସଂଘର ସଭାପତି ଗୋପୀନାଥ ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ସଦ୍...
ସୁବର୍ଣ୍ଣ ଜୟନ୍ତି ପାଇଁ ପ୍ରାକ ପ୍ରସ୍ତୁତି ବୈଠକ
ବରଗଡ଼ :ଗତ ମଙ୍ଗଳବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ବରଗଡ଼ ଜିଲ୍ଲା ର ସର୍ବ...
ମୁଦିପଡା ସୁନାବେଶରେ ଭଜନ ସନ୍ଧ୍ୟା
ସମ୍ବଲପୁର:ସ୍ଥାନୀୟ ମୁଦିପଡା ଜଗନ୍ନାଥ ମହାପ୍ରଭୁଙ୍କ ସୁନାବେଶ ଅବସରରେ ଆଜି ସନ୍ଧ୍ୟାରେ ସ୍ବର୍ଗତ ବୀରେନ୍ଦ୍ର କର୍ଣ୍ଣଙ୍କ ସ୍ମୃତିରେ ଏକ ଭଜନ ସମାରୋହ...
ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ପୁରସ୍କୃତ
ସମ୍ବଲପୁର :ଦେବ ରଞ୍ଜନଙ୍କ ମହିମା ଧର୍ମ ଉପରେ ବୃତ୍ତଚିତ୍ର ଆନ୍ତର୍ଜାତିକ ସ୍ତରରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ରୂପେ ପୁରସ୍କୃତ ହୋଇଛି।ଯାହାକି...
ମୂଳରୁ ମନ୍ଦିର ନାହିଁ ରଥ ଓ ବାହୁଡା ଯାତ୍ରାରେ ଚମକୁଛି ମୁଣ୍ଢେନପାଲି ଗାଁ
ସମ୍ବଲପୁର: ମୂଳରୁ ମନ୍ଦିର ନାହିଁ କିନ୍ତୁ ପବିତ୍ର ରଥ ଓ ବାହୁଡା ଯାତ୍ରାରେ ଚମକିଥାଏ ମୁଣ୍ଢେନପାଲି।ପୁଣି ସବୁଠି ଯାତ୍ରା ସରିବା...
ବିଜେଡିର ରଣନୀତି ଆରମ୍ଭ:୨୦ରେ ବିଧାୟକ ଦଳ ବୈଠକ
ଭୁବନେଶ୍ବର:ଆଗାମୀ ବିଧାନସଭା ନେଇ ପ୍ରସ୍ତୁତ ହେଉଛି ବିଜେଡି।ବିଜେପି ସରକାର କଡା ମୁକାବିଲା କରିବାକୁ ଆଜି ନିର୍ବାଚିତ ବିଧାୟକ ମାନଙ୍କ ମଧ୍ୟରେ...
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ ବୟାନ:ଜବରଦଖଲ କାରୀଙ୍କ କୋଠାରେ ବୁଲିବ ବୁଲଡୋଜର
ସମ୍ବଲପୁର:ଆଗରୁ ଖାଲି ଗରିବଙ୍କ ଘର ଭଙ୍ଗା ହେଉଥିଲା, ଏବେ ବଡ଼ ବଡ଼ିଆଙ୍କ ବି ଘର ଭଙ୍ଗା ହେବ ।ବୁଲିବ ବୋଲଡୋଜର।ସରକାରୀ...
ରାଜ୍ୟରେ ୧୮ ହଜାର କନିଷ୍ଟ ଶିକ୍ଷକ ପାଇବେ ନିଯୁକ୍ତି-ଗଣ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର:ଓଡିଶା ସରକାରୀ ସ୍କୁଲର ପୁଣି ଭାଗ୍ୟ ଉଦୟ ହେବ।ରାଜ୍ୟର ବିଭିନ୍ନ ସ୍କୁଲରେ ୧୮ ହଜାର କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି...
ସମ୍ବଲପୁରରେ ନିଆରା ମହରମ ପର୍ବ,୧୦ ପିଢ଼ି ଧରି ମହକୁଛି ଭାଇଚାରା
ସମ୍ବଲପୁର:ସମ୍ବଲପୁରରେ ଏଥର ମଧ୍ୟ ଦେଖିବାକୁ ମିଳିଛି ନିଆରା ମହରମ୍ ପର୍ବ।ହିନ୍ଦୁ ମୁସଲିମ୍ ଙ୍କ ଭାଇଚାରାରେ ପାଳିତ ହୋଇଛି ମହରମ। ମୁସଲମାନ...
ସ୍କ୍ରବ ଟାଇଫସ ନେଲା ମହିଳାଙ୍କ ଜୀବନ
ସମ୍ବଲପୁର:ସ୍କ୍ରବ ଟାଇଫସ୍ ନେଲା ଜୀବନ।ସମ୍ବଲପୁର ଜିଲ୍ଲାରେ ଘଟିଛି ଏଭଳି ପ୍ରଥମ ଘଟଣା। ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଜିକୁଦ...
ସମ୍ବଲପୁର ବିଧାୟକଙ୍କୁ ଦେଲେ ସମ୍ବର୍ଦ୍ଧନା,କଲେ ଆଲୋଚନା
ସମ୍ବଲପୁର:ମଙ୍ଗଳବାର ସମ୍ବଲପୁର ମୋଟର ପାର୍ଟ୍ସ ଡିଲର ୱେଲଫେୟାର ଆସୋସିଏସନ୍ ସମ୍ବଲପୁର ବିଧାନସଭା ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଭେଟି ଦେଇଛି ସମ୍ବର୍ଦ୍ଧନା,କରିଛି...
