Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Avatar photo

ସମ୍ବଲପୁର ପ୍ରତିନିଧି

ସ୍ଥାନୀୟ ପ୍ରତିନିଧି (ସମ୍ବଲପୁର) ସମ୍ବଲପୁର

ଓଡିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ ନବୀନ ପଟ୍ଟନାୟକ-ଇଂ.ସିଦ୍ଧାର୍ଥ ଦାସ

ସମ୍ୱଲପୁର : ନବୀନ ପଟ୍ଟନାୟକ… ଏହା କେବଳ ଏକ ନାଁ ନୁହେଁ । ଏହା ହେଉଛି ଚାରିକୋଟି ଓଡିଆଙ୍କ ହୃଦୟରେ...

ମାର୍କେଟ ଟର୍ମିନାଲକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ:ଉତ୍ତରରେ କହିଲେ ବିଜେପି ସରକାର ଆସିଲେ ଚାଷୀଙ୍କ ସ୍ୱପ୍ନ ପୂରଣ ହେବ

ସମ୍ବଲପୁର: ପଶ୍ଚିମ ଓଡିଶାର ଚାଷୀ ମାନଙ୍କ ବୃହତ୍ତର ସ୍ୱାର୍ଥ ସହ ଜଡିତ ପ୍ରସ୍ତବିତ ନିଲଡୁଙ୍ଗରୀ ବୃହତ ମାର୍କେଟ ଟର୍ମିନାଲ ପ୍ରକଳ୍ପ...

ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ଶାସକ ଦଳ ବିଜେଡି ମଧ୍ୟରେ ଡର ପଶିଗଲାଣି।ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ । ଲୋକଙ୍କୁ ଠକିଲେ ହିଁ...

ଶେଷ ପର୍ଯ୍ୟାୟରେ ନୃସିଂହନାଥ ପୀଠ ବୈଶାଖ ମେଳା ପ୍ରସ୍ତୁତି

ବରଗଡ଼(ପାଇକମାଲ):ବରଗଡ଼ ଜିଲ୍ଲା ର ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ପୀଠ ଠାରେ ମାର୍ଯାରକେଶରୀ ନୃସିଂହନାଥ ଙ୍କ ର ଜନ୍ମ ଉତ୍ସବ ଓ...

ମହାନଦୀ ପାଇଁ ଓଡିଶା ବିଜେପିର କୁମ୍ଭୀର କାନ୍ଦଣା:ଉପରମୁଣ୍ଡରେ ପାଣି ଅଟକାଇଛି ଛତିଶଗଡ- ଡ. ଲେନିନ୍ ମହାନ୍ତି

ସମ୍ୱଲପୁର : ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିବା ବିଜେପି ନେତାଙ୍କ ମିଛ ଧରାପଡିଛି । ମହାନଦୀ ଶୁଖିଲା...

ଜୟ-ରାସେଶ୍ବରୀ ଭେଟ:ଆଶିର୍ବାଦର ଫଳ

ସମ୍ବଲପୁର: ସମ୍ବଲପୁର ବିଧାନସଭାର ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ପୁର୍ବତନ ବିଧାୟକ ଡା.ରାସେଶ୍ବରୀ ପାଣିଗ୍ରାହୀଙ୍କ ସହିତ ସାକ୍ଷାତ ନେଇ ରାଜନୈତିକ...

ଖଲିଆପାଲି ରେ ଶନି ଜୟନ୍ତୀ

ସମ୍ବଲପୁର:ଆଜି ପବିତ୍ର ବୈଶାଖ ଅମାବାସ୍ୟା ବୁଧବାର ଦିନ ପ୍ରଭୁ ଶନି ମହାରାଜ ଙ୍କ ଜନ୍ମଦିନ ଖଲିଆପାଲି ଶନି ମନ୍ଦିର ରେ...

ରେଢାଖୋଲ ବିଜୟ ପାଇଁ ପ୍ରଶନ୍ନଙ୍କ ମାରାଥନ ପ୍ରଚାର,ଲୋକସଭା ଓ ବିଧାନସଭା ଉଭୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ନିର୍ବାଚିତ କରିବାକୁ କଲେ ନିବେଦନ

ସମ୍ବଲପୁର(ରେଢାଖୋଲ):ବିଜେଡି କରିଛି ଆଜି ମାରାଥନ ପ୍ରଚାର।ଲୋକସଭା ଓ ବିଧାନସଭା ଉଭୟ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ନିର୍ବାଚିତ କରିବାକୁ ରେଢାଖୋଲ ବିଧାନସଭା...

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ରକ୍ତଦାନ ଶିବିର ରେଡକ୍ରସ ଦିବସ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ଠାରେ ବୁଧବାର ଏକ ରକ୍ତଦାନ ଶିବିର ଓ ରେଡକ୍ରସ ଦିବସ...

ହାଇକୋର୍ଟ ଆନ୍ଦୋଳନ ରେ ସବୁବେଳେ ମୁଁ ଥିଲି, ଅଛି କିନ୍ତୁ, ଆପଣ କେଉଁଠ? ବିଜେଡିକୁ ପ୍ରମୋଦଙ୍କ ପ୍ରଶ୍ନ..

ସମ୍ବଲପୁର:ଗତ କିଛି ଦିନ ଧରି ବିଜେପି ବରିଷ୍ଠ ନେତା ଡ଼.ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଙ୍କୁ...

ପ୍ରତିଶୃତି ପାଳନ କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିବଦ୍ଧତା ପଥର ଚଟ୍ଟାଣ ପରି- ମାନସ ବକ୍ସି

ସମ୍ବଲପୁର:ଗତକାଲି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସଂକଳ୍ପ ପତ୍ର ଲୋକାର୍ପଣ କରିଥିଲେ । ସେହି...

ଘରକୁ ଘର ବୁଲିଲେ କେନ୍ଦ୍ରମନ୍ତ୍ରୀ:ବିଜେପିକୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି ଶ୍ରଦ୍ଧା ଓ ଉତ୍ସାହ

ସମ୍ବଲପୁର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ସମ୍ବଲପୁରର କୁଞ୍ଜେଲପଡ଼ାରେ ଡୋର୍ ଟୁ ଡୋର୍ କ୍ୟାମ୍ପେନ କରିବା ସହ ରାଜ୍ୟରେ ବିଜେପି ସରକାର...