ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ପୁରୁଷୋତ୍ତମ ପାଲି ରେ ପୁଣି ଝାଡାବାନ୍ତି ରେ 5 ଜଣ ନୂତନ ରୋଗୀ ଚିହ୍ନଟ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପାଲି ଗାଁ...
ସୁବଳୟା ରେ ସାତ ଦିନ ଧରି ଚାଲିଥିବା ଝୁଲଣ ଯାତ୍ରା ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ ତମ ଝୁଲଣ...
ଜଟେସିଂହା ସ୍ଥିତ ଭୀମ ଭୋଇ ଙ୍କ ସ୍ମୃତି ପିଠରେ ନବାନ୍ନ ଉତ୍ସବ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ...
ଉଲୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଉଚ୍ଚ ରକ୍ତଚାପ ସଚେତନତା କାର୍ଯ୍ୟକ୍ରମ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଉଚ୍ଚ ରକ୍ତଚାପ ସଂପର୍କିତ ଏକ ସଚେତନତା ସଭା...
ଖଣ୍ଡହତl ହାଇ ସ୍କୁଲ ରେ ତିନୋଟି ଶ୍ରେଣୀ ରେ 285 ଜଣ ଛାତ୍ରଛାତ୍ରୀ ଙ୍କୁ ପଢ଼ାଉଛନ୍ତି ତିନି ଜଣ ଶିକ୍ଷକ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମାହାରାଜପୁର ବ୍ଲକ ଖଣ୍ଡହତା ସ୍ଥିତ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ...
ବିପଦ ସଙ୍କୁଳ ଅବସ୍ଥାରେ ଭାଲିଆପଦର ଗ୍ରାମ୍ୟ ରାସ୍ତା
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଵୀରମହାରାଜପୁର ବ୍ଲକ ବାଗବର ପଂଚାୟତ ଅନ୍ତର୍ଗତ ଭାଲିଆପଦର ଗାଁ ରାସ୍ତାଦେଇ ଯାଇଥିବା...
ସୁବଳୟା ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତା ଗଠିତ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବଳୟା ସାମ୍ବାଦିକ ମାନଙ୍କର ଶନିବାର ଅପରାହ୍ନରେ ସୁବଳୟା ଯୁବ ଛାତ୍ର ସଂସଦ ଠାରେ ଏକ...
କୁକୁର ଙ୍କ ଆକ୍ରମଣ ରୁ ହରିଣକୁ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କଲେ ଯୁବକ ମାନେ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ରଢ଼ିଆପାଲି ଜଙ୍ଗଲ ନିକଟରୁ ଏକ ହରିଣ କୁ...
କୋଟସମଲାଇ ହାଇ ସ୍କୁଲ ରେ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଳା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ଶ୍ରୀ ଜଗନ୍ନାଥ ଏକାଡେମୀ ହାଇସ୍କଲ...
ପୁରୁଷୋତ୍ତମ ପାଲି ରେ ଝାଡ଼ା ବାନ୍ତି ରୋଗରେ ଜଣେ ମୃତ ଓ 8 ଜଣ ଆକ୍ରାନ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଲୁତୁରପଙ୍କ ପଂଚାୟତ ଅନ୍ତର୍ଗତ ପୁରୁଷୋତ୍ତମ ପାଲି ଗାଁରେ ଡାଇରିଆ...
ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଏକାଡେମି ର ବିଦେଶ ରେ ସଫଳତା ହାସଲ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଏହେସାସ ତାଇକଣ୍ଡୋ ଖେଳାଳୀଙ୍କୁ ଦେଶ ବାହାରେ ମିଳିଛି ସଫଳତା। ଗତ ୧୦...
ମାଦକ ଦ୍ରବ୍ଯ ନିଷିଦ୍ଧ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବୀରମହାରାଜପୁର ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ
ବୀରମହାରାଜପୁର : (ସୌମିତ୍ରି ମେହେର) ମାଦକ ଦ୍ରବ୍ୟ ସମ୍ପୂର୍ଣ ନିଷିଦ୍ଧ କରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଆକାଶଛୁଆଁ ଦରବୃଦ୍ଧି...
