ସୌମିତ୍ରି ମେହେର
ବୀରମହାରାଜପୁର ଉପଖଣ୍ଡ ସୁବର୍ଣ୍ଣପୁର
ବାରଝୁଲା ଗାଁ ରେ ଝାଡ଼ା ବାନ୍ତି ରୋଗରେ ବହୁ ଆକ୍ରନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହରାଜପୁର ବ୍ଲକ କେନଝିରିଆପାଲି ପଂଚାୟତ ଅନ୍ତର୍ଗତ ବାରଝୁଲା ଗାଁରେ ଡାଇରିଆ (ଝାଡା...
ବୀରମହାରାଜପୁର ମିନି ଷ୍ଟାଡିୟମ ରେ ଆନ୍ତର୍ଜାତିକ ମୁଷ୍ଟି ଯୋଦ୍ଧା ଦିବସ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆନ୍ତର୍ଜାତିକ ମୁଷ୍ଟିଯୋଦ୍ଧା...
ଗୌଡଗlଡ଼ ଗାଁ ରେ ବିଦ୍ୟୁତ ଆଘାତରେ ଜଣକର ମୃତ୍ୟୁ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗୌଡ ଗlଡ଼ ଗାଁର ଶ୍ରୀବନ୍ତ ପଧାନ ନାମକ ଜଣେ...
ହିଲୁଙ୍ଗ ଗ୍ରାମ ର ନିଖୋଜ ମହିଳା ନିଳାଦ୍ରି ଜଗଦଳl ତେଲେଙ୍ଗାନା ରୁ ଉଦ୍ଧାର
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରୁ ନିଳାଦ୍ରି ଜଗଦଲl ( 32)...
ଅନଲାଇନ ଜୁଆ ଦମନ୍ ନିଶାରେ ବୀରମହାରାଜପୁର ଉପଖଣ୍ଡ ର ଯୁବପିଢି
ବୀରମହାରାଜପୁର : (ସୌମିତ୍ରି ମେହେର) ରାତାରାତି କୋଟିପତି ହେବା ନିଶାରେ ଅନଲାଇନ ଗେମ୍ ପ୍ରତି ଯୁବ ପିଢି ଏବେ ଆକର୍ଷିତ...
ବୀରମହାରାଜପୁର ବିଜେପି ପକ୍ଷରୁ ମଣ୍ଡଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ
ବୀରମହାରାଜପୁର : (ସୌମିତ୍ରି ମେହେର) ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସଦସ୍ୟତା ଅଭିଯାନ କର୍ମଶାଳା ଆଜି ପୂର୍ବାହ୍ନରେ ବିରମହାରାଜପୁର...
କୋଟସମଲାଇ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପାଇଁ ମୃତ୍ତିକା ସଂଗ୍ରହ ଓ ପୂଜନ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ରଘୁନାଥ ଯୁବକ ସଂଘ ଆନୁକୂଲ୍ୟରେ ହେବାକୁ ଥିବା...
ଉଲୁଣ୍ଡା ଡାକ୍ତରଖାନା ରୁ ବାହାରିଲା ଡେଙ୍ଗୁ ରୋଗ ସଚେତନତା ରଥ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡେଙ୍ଗୁ ରୋଗ ସଚେତନତା ରଥର ଶୁଭାରମ୍ଭ...
ବୀରମହାରାଜପୁର ର ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ଶିକ୍ଷା ଉପରେ ସଚେତନ କଲା କୌଶିକ ରଥ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପରିକ୍ରମା କରୁଥିବା କୌଶିକ ରଥ ପ୍ରଥମେ ଧର୍ମଶାଳା ହାଇସ୍କୁଲ ପହଁଚି ଥିବାବେଳେ...
ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀ କୃର୍ଷ୍ଣ ଚୈତନ୍ୟ ସଙ୍କୀର୍ତ୍ତନ ସଂଘ ର ଜରୁରୀ ବୈଠକ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରାଧିକା କଲ୍ୟାଣ ମଣ୍ଡପ ଠାରେ ରବିବାର ଦିନ ସୁବର୍ଣ୍ଣପୁର ଜିଲ୍ଲା...
କଳାପଥର ଗ୍ରାମ ରେ ଜବରଦଖଲ କlରି ଙ୍କ କବଜାରେ ସରକାରୀ ଜମି
ଉଲୁଣ୍ଡା : (ସୌମିତ୍ରି ମେହେର) ପ୍ରଭାବଶାଳୀ ବ୍ୟକ୍ତି ସରକରୀ ଜମି କୁ ଜବର ଦଖଲ କରୁଥିବା ବେଳେ ରାସ୍ତା ଘାଟ...
ଅମାତପାଲି ରେ ସୌରଶକ୍ତି ପାନୀୟଜଳ ପ୍ରକଳ୍ପ ଅଚଳ ; ପିଇବା ପାଣି ପାଇଁ ଗ୍ରାମବାସୀ ବିକଳ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅମାତପାଲି ଗାଁ ମଝିରେ ଥିବା...
