Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ଚଳକି ଗାଁରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ଦାଗକୁ ନେଇ ବଢ଼ୁଛି ସନ୍ଦେହ ।

ବଲାଙ୍ଗୀର,୩୧।୮: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚଳକି ଗାଁରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ...

ମୋବାଇଲ୍ ରିଚାର୍ଜ ପାଇଁ ଗଲା ୧୪ ବର୍ଷର ନାବାଳକ ଜୀବନ, କଣ୍ଟାବାଞ୍ଜିରେ ଅଭାବନୀୟ ଘଟଣା ।

ବଲାଙ୍ଗୀର,୩୧।୮: ମୋବାଇଲ୍ ରିଚାର୍ଜ ପାଇଁ ମାତ୍ର ୩୦୦ ଟଙ୍କା ନ ମିଳିବାରୁ ଜଣେ ୧୪ ବର୍ଷର ନାବାଳକ ଆତ୍ମହତ୍ୟା ଭଳି...

ନିଶାମୁକ୍ତ ସମାଜ ଗଢ଼ିବାକୁ ସଂକଳ୍ପ: ମୁରିବାହାଲରେ ପୁଲିସର ‘ଓଡ଼ିଶା ନିଶା ମୁକ୍ତ ଅଭିଯାନ’, ହଜାର ହଜାର ଛାତ୍ରଛାତ୍ରୀ ନେଲେ ଶପଥ ।

ବଲାଙ୍ଗୀର,୩୧।୮: ସମାଜକୁ ନିଶାମୁକ୍ତ କରିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା...

କଣ୍ଟାବାଞ୍ଜି ଗୋଡ଼ କଟା ଘଟଣା: ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ ।

ବଲାଙ୍ଗୀର,୩୦।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଥିବା ନୃଶଂସ ଆକ୍ରମଣ ଓ ଯୁବକଙ୍କ ଗୋଡ଼ କାଟିଦେବା ଘଟଣାରେ ପୋଲିସକୁ...

ମୁରିବାହାଲରେ ପେଟପାଟଣା ପାଲଟିଛି କାଳ: ମାସକରେ ୩ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଲା; ଶୋଇଛି ପ୍ରଶାସନ, ଆଖି ବୁଜିଛନ୍ତି ସରକାର ।

ବଲାଙ୍ଗୀର,୩୦।୮: ରାଜ୍ୟରେ ବିକାଶର ବଡ଼ ବଡ଼ ଡିଣ୍ଡିମ୍ ପିଟାଯାଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ଦାଦନ ଦୁଃଖ ଅସମ୍ଭାଳ ହୋଇପଡ଼ିଛି। ବଲାଙ୍ଗିର...

କଣ୍ଟାବାଞ୍ଜିରେ ସଂଘାତିକ କାଣ୍ଡ: ରାସ୍ତାରେ ଜଗି ଯୁବକଙ୍କ ଗୋଡ଼ କାଟିଦେଲେ ଦୁର୍ବୃତ୍ତ, ବଲାଙ୍ଗୀର ସ୍ଥାନାନ୍ତର ।

ବଲାଙ୍ଗୀର,୨୯।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସଂଘାତିକ ଓ ନୃଶଂସ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।...

ରାୟଗଡ଼ାରୁ ୭ କୁଖ୍ୟାତ ଡକାୟତଙ୍କୁ ଧରିଲା ବଲାଙ୍ଗୀର ପୁଲିସ ।

ବଲାଙ୍ଗୀର,୨୮।୮: ବଲାଙ୍ଗୀର ପୁଲିସ ରାୟଗଡ଼ାରୁ ୭ ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିଛି। ଏମାନେ ହେଲେ ଈଶ୍ବର ନାୟକ (୨୪),...

ସିନ୍ଧେକେଲା ସଶସ୍ତ୍ର ଡକାୟତି ଘଟଣା: ରାୟଗଡ଼ାରୁ ୫ କେଜିରୁ ଅଧିକ ସୁନା-ରୂପା ଜବତ, ୨ ଅଟକ ।

ବଲାଙ୍ଗୀର,୨୭।୮: ଗତ ୨୩ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସକୁ ବଡ଼...

ମା’ ଦ୍ୱାରସେନୀ ମନ୍ଦିର ଚୋରି: ୧୫ ଦିନ ପରେ ବି ପୋଲିସ ହାତ ଖାଲି, ସିନ୍ଧେକେଲା ବନ୍ଦ ଓ ଥାନା ଘେରାଉ ।

ବଲାଙ୍ଗୀର,୨୫।୮: ସିନ୍ଧେକେଲାର ପ୍ରସିଦ୍ଧ ମା’ ଦ୍ୱାରସେନୀ ଦେବୀ ମନ୍ଦିରରୁ ଚୋରି ଘଟଣାକୁ ୧୫ ଦିନ ବିତିଯାଇଥିଲେ ବି ପୋଲିସ ଚୋରଙ୍କ...

କଣ୍ଟାବାଞ୍ଜିରେ ପୁଣି ସାମ୍ନାକୁ ଆସିଲା ଶବ ବୋହିବାର କରୁଣ ଦୃଶ୍ୟ !

ବଲାଙ୍ଗୀର,୨୪।୮: ସରକାରୀ ସ୍ୱାସ୍ଥ୍ୟସେବାର ଅସଲ ଚେହେରା ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପୁଣି ଥରେ ସାମ୍ନାକୁ ଆସିଛି। ବଲାଙ୍ଗୀର...

ଜଳୁନି ସୋଲାର ଲାଇଟ୍, ଖୁଣ୍ଟରେ ଲଣ୍ଠନ ବାନ୍ଧି ପ୍ରଶାସନକୁ ଅଭିନବ ପ୍ରତିବାଦ ଜଣାଇଲେ ଗ୍ରାମବାସୀ ।

ବଲାଙ୍ଗୀର,୨୫।୮: ସୋଲାର ଲାଇଟ୍ ଖୁଣ୍ଟ ଅଛି, ସୋଲାର ପ୍ୟାନେଲ୍ ବି ଅଛି; କିନ୍ତୁ ଲାଇଟ୍ ଜଳୁନାହିଁ। ଶେଷରେ ବାଧ୍ୟ ହୋଇ...

ବଲାଙ୍ଗୀର ସୁଦପଡ଼ା ଫାଟକ ନିକଟରେ ଅଘଟଣ: ବଗି ଛାଡ଼ି ଅଧ କିଲୋମିଟର ଆଗେଇ ଗଲା ଇଣ୍ଟରସିଟି ଇଞ୍ଜିନ୍, ଭୟଭୀତ ଯାତ୍ରୀ, ତଦନ୍ତ ଦାବି ।

ବଲାଙ୍ଗୀର,୨୩।୮: ବଲାଙ୍ଗୀର ରେଳୱେ ଷ୍ଟେସନ୍ ନିକଟସ୍ଥ ସୁଦପଡ଼ା ଲେଭଲ୍ କ୍ରସିଂ (ଫାଟକ) ନିକଟରେ ଏକ ବଡ଼ଧରଣର ରେଳ ଅଘଟଣ ଟଳିଯାଇଛି।...