Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News From Balangir Odisha

ଝାଙ୍କରିପାଲି ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ: ପ୍ରଧାନଶିକ୍ଷକ ନିଲମ୍ବିତ ।

ବଲାଙ୍ଗୀର,୩୦।୧୦: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଘୁନସର ପଞ୍ଚାୟତ ଅନ୍ତର୍ଗତ ଝାଙ୍କରିପାଲି ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ (Mid-Day Meal)...

ପୁଟୁପଡ଼ାରୁ ନିଖୋଜ ଦୁଇ ନାବାଳକ ରାଜସ୍ଥାନ ଆଜମେରରୁ ଉଦ୍ଧାର; ପୁରୀ-ଆଜମେର ଏକ୍ସପ୍ରେସରୁ ପାଇଲା ଜିଆରପି ପୁଲିସ।

ବଲାଙ୍ଗୀର,୨୯।୧୦: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପୁଟୁପଡ଼ା ଗାଁରୁ ନିଖୋଜ ହୋଇଥିବା ଦୁଇ ନାବାଳକଙ୍କ ସନ୍ଧାନ ମିଳିଛି। ରାଜସ୍ଥାନର...

ଜାତିଆଣ ଅନ୍ଧବିଶ୍ୱାସର କରୁଣ ଚିତ୍ର; ଅନ୍ୟଜାତିରେ ବିବାହ କରି ଥିବାରୁ ମୃତ୍ୟୁ ପରେ ମଧ୍ୟ ମିଳିଲାନି କାନ୍ଧ, ୨୦ ଘଣ୍ଟା ଘରେ ପଡ଼ିରହିଲା ଶବ ।

ବଲାଙ୍ଗୀର,୨୯।୧୦: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଖଲିପଥର ଗାଁରେ ଏକ ଅଭାବନୀୟ ଏବଂ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି।...

ବଲାଙ୍ଗୀରରେ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର; ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ।

ବଲାଙ୍ଗୀର,୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ...

ବଲାଙ୍ଗୀରରେ ମର୍ମନ୍ତୁଦ ଘଟଣା: ନାବାଳିକାର ରହସ୍ୟଜନକ ମୃତ୍ୟୁ, ବ୍ଲାକମେଲିଂ ଓ ନିର୍ଯାତନା ନେଇ ପରିବାରର ସାଂଘାତିକ ଅଭିଯୋଗ ।

ବଲାଙ୍ଗୀର,୨୬।୧୦: ବଲାଙ୍ଗୀର ଜିଲ୍ଲାରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ତଥା ଚାଞ୍ଚଲ୍ୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୪ ବର୍ଷୀୟା ନାବାଳିକାର...

ଜନସମସ୍ୟାକୁ ଜଳାଞ୍ଜଳି, ନେତାଙ୍କ ବ୍ୟକ୍ତିଗତ କାଦୁଅଫିଙ୍ଗା: ଟିଟିଲାଗଡ଼ରେ ଟୁକୁନୀ-ନବୀନଙ୍କ ଶାଣିତ ବାକ୍‌ଯୁଦ୍ଧକୁ ନେଇ କ୍ଷୀଣ ହେଉଛି ଜନଆସ୍ଥା ।

ବଲାଙ୍ଗୀର,୨୬।୧୦: ଟିଟିଲାଗଡ଼ ରାଜନୀତି ଏବେ ଜନସେବା ପରିବର୍ତ୍ତେ ନେତାମାନଙ୍କ ବ୍ୟକ୍ତିଗତ ଅହଂକାର ଓ ‘ପିଲାଳିଆ କଳି’ର ଆଡ୍ଡା ପାଲଟିଛି। ସାଧାରଣ...

୨.୬୦ କୋଟିରୁ ଅଧିକ ସରକାରୀ ପାଣ୍ଠି ହେରଫେର: ୬ ମାସ ଧରି ଫେରାର ଥିବା ବରିଷ୍ଠ ସହାୟକ ଗିରଫ ।

ବଲାଙ୍ଗୀର,୨୫।୧୦: ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫଓ (DFO)...

ବଲାଙ୍ଗୀର:କ୍ରସର୍ ହାଇୱା ଧକ୍କାରେ ଜଣେ ଗୁରୁତର ; କ୍ଷତିପୂରଣ ଦାବିରେ କ୍ରସର ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ ।

ବଲାଙ୍ଗୀର,୨୫।୧୦: ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ଭାଲେର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ହାଇୱା...

ବଲାଙ୍ଗିରରେ ଚାଞ୍ଚଲ୍ୟ: ଖରଡ଼ା ଗାଁ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ।

ବଲାଙ୍ଗୀର,୨୫।୧୦: ବଲାଙ୍ଗିର ଜିଲ୍ଲାରୁ ଏକ ମର୍ମନ୍ତୁଦ ତଥା ରହସ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାର ତୁଷୁରା ଥାନା ଅନ୍ତର୍ଗତ ଖରଡ଼ା...

ବଲାଙ୍ଗୀରରେ ଆସନ୍ତାକାଲି ଠାରୁ ଐତିହାସିକ ଜାତୀୟ ଲନ୍ ବଲ୍ ଚାମ୍ପିୟନସିପ୍: ଆରଏନ୍ ସିଂଦେଓ ସ୍ପୋର୍ଟ କମ୍ପ୍ଲେକ୍ସରେ ହେବ ଆୟୋଜନ ।

ବଲାଙ୍ଗୀର,୨୨।୧୦: ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଜାତୀୟ ସ୍ତରର ଲନ୍ ବଲ୍ ଚାମ୍ପିୟନସିପ୍ ଆସନ୍ତାକାଲିଠାରୁ ରାଜେନ୍ଦ୍ର...

କଣ୍ଟାବାଞ୍ଜିରେ ଓ ମୁରିବାହାଲରେ ୧୦ ଦିନ ହେଲା ଭାଲୁ ଆତଙ୍କ: ଡ୍ରୋନ୍‌ ସହାୟତାରେ ବନ ବିଭାଗର ସନ୍ଧାନ ଜାରୀ

ବଲାଙ୍ଗୀର,୨୨।୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏବଂ ମୁରିବାହାଲରେ ଭାଲୁ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୧୦ ଦିନରୁ...

ବଲାଙ୍ଗୀର: ହାତୀ ଆକ୍ରମଣରେ ବୃଦ୍ଧ ମୃତ; ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ।

ବଲାଙ୍ଗୀର,୨୨।୧୦: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଡ଼ାହିମାଲ ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲ ନିକଟରେ...