News From Balangir Odisha
ଦୁର୍ଘଟଣାରେ ଚାଳିଗଲା ମହିଳାଙ୍କ ଜୀବନ !
ବଲାଙ୍ଗୀର : ଜଣେ ମହିଳା ଆଜି ଡ଼ାକ୍ତରଙ୍କୁ ଦେଖା କରିବାକୁ ଆସିଥିବା ବେଳେ ଟ୍ରକ୍ ଦୁର୍ଘଟଣାର ଶିକାର ହୋଇଛନ୍ତି ।...
ପ୍ରେମିକାକୁ ପ୍ରତାରିତ କରି ଜେଲ୍ ଯାଇ ଜାମିନ୍ ରେ ଆସି ପୁଣି ପ୍ରେମିକା ଜୀବନ ସାଥୀ କଲେ ଯୁବକ !
ବଲାଙ୍ଗୀର: ନିଜ ପ୍ରେମିକାକୁ ଧୋକା ଦେଇ ଜେଲ ଯାଇଥିଲେ ପ୍ରେମିକ । ପୁଣି ଜେଲ୍ ରୁ ଫେରି ଆମ୍ବେଦକର ପ୍ରତିମୂର୍ତ୍ତି...
ଦେଓଗାଁରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ହିଂସା ଜନକ ପରିସ୍ଥିତ ସୃଷ୍ଟି ନେଇ ସାମ୍ବାଦିକ ସମ୍ମିଳନୀ ।
ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ତରଫରୁ...
ଅଜଣା ଗାଡ଼ି ଧକ୍କାରେ ୨ ମୃତ । ଆଗଲପୁର ପୋଲିସର ତଦନ୍ତ ଜାରି ।
ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ୍ ଭରସୁଜା ଛେଲିଆପାଟ୍ ଗୁଡ଼ି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ...
ଦୁଷ୍କର୍ମ କରି ମହିଳାଙ୍କୁ ଫିଙ୍ଗିଦେଲେ ; ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୁହଁ
ବଲାଙ୍ଗିର: ବଲାଙ୍ଗିର ଦେଓଗାଁ ଅଂଚଳରେ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପୋଲିସ ତଦନ୍ତ କରିବାରେ ଲାଗିଛି| ମୃତ...
ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ
ଆଜି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ବିଶେଷ ପ୍ରଚାର...
ପୌରପାଳିକାର ଅପାରଗତା–ଦୁର୍ନୀତି ବିରୁଦ୍ଧରେ ବଲାଙ୍ଗିର କଂଗ୍ରେସର ବିକ୍ଷୋଭ
ବଲାଙ୍ଗିର ପୌରପାଳିକାର ଅପାରଗତା ଓ ଦୁର୍ନୀତି ବିରୋଧରେ ନଗର କଂଗ୍ରେସ କମିଟି ବଲାଙ୍ଗିର ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ...
ଖୁଜେନ ପାଲି ଗ୍ରାମର ଛତୁ ତରକାରୀ ଖାଇ ଗୋଟିଏ ପରିବାରର ୯ ଅସୁସ୍ଥ
ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଖୁଜେନପାଲି ଗ୍ରାମର କଳାକାରପଡ଼ାର ୯ ଜଣ ଛତୁ ଖାଇ ଅସୁସ୍ଥ ହେବା ପରେ ଭୀମଭୋଇ...
ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ପକ୍ଷ ମହାସମାରୋହ ପାଳିତ
ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ପକ୍ଷ ମହାସମାରୋହ ଉତ୍ସାହର ସହ ପାଳିତ ହୋଇଗଲା । ସ୍କୁଲ ଛାତ୍ରୀମାନଙ୍କ...
ବଲାଙ୍ଗୀର ସୁଦ ପଡା କଲ୍ୟାଣ ମଣ୍ଡପ ଠାରେ ଓଡିଶା ମୋଟର ଚାଳକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ବଲାଙ୍ଗୀର:ଆଜି ବଲାଙ୍ଗୀର ସୁଦପଡା କଲ୍ୟାଣ ମଣ୍ଡପ ପରିସରରେ ଓଡିଶା ମୋଟର ଚାଳକ ସଂଘ, ବଲାଙ୍ଗୀର ଶାଖା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ...
୧୩ ବର୍ଷୀୟା ନାବାଳିକା ପ୍ରେସର କୁକର ଖୋଲୁଥିବା ସମୟରେ, ଗରମ ଡାଲି ଢାଳି ହୋଇ ଗୁରୁତର
କରଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମରେ ଘଟିଛି ଦୁର୍ଭାଗ୍ୟଜନକ ଘଟଣା। ୧୩ ବର୍ଷୀୟା ଜଣେ ନାବାଳିକା ପ୍ରେସର କୁକର ଖୋଲୁଥିବା ସମୟରେ,...
ଟାଇକଣ୍ଡୋ ଖେଳାଳିଙ୍କ ୬ ପଦକ, ବଲାଙ୍ଗିର ରେଲୱେ ସ୍ଟେସନରେ ଭବ୍ୟ ସ୍ବାଗତ
କେନ୍ଦୁଝର ବର୍ବିଲ୍ରେ ଆୟୋଜିତ ରାଜ୍ୟ ସ୍ତରୀୟ ସ୍କୁଲ ଗେମ୍ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିର ଦଳ ଅଭିଭୂତିଜନକ ପ୍ରଦର୍ଶନ କରିଛି। ଅସୀମ...
