News from Jharsuguda Odisha
ଉପାନ୍ତର ଅନନ୍ୟ ପ୍ରତିଭା ମୂର୍ତ୍ତିକାର ଗୋରେକନାଥସାଧନା ଅଛି,ସାଧନ ନାହିଁ, ସରକାରୀ ପ୍ରୋତ୍ସାହନ ପାଇଁ ଦାବି
ଝାରସୁଗୁଡ଼ା ୨୫/୧୦ (ଓଡ଼ିଶା ନ୍ୟୁଜ) କଳା ଓ ସାଧନା ମଧ୍ୟରେ ଯେଉଁଠି ଜୀବନ ଜଡିତ ହୁଏ, ସେଠି ଆର୍ଥିକ ସଂଘର୍ଷ...
ଲଖନପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫
ଝାରସୁଗୁଡା ୨୫/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କ୍ଷମାନିଧି ଭୋଇ...
ସାଧୁବାବାଙ୍କ ରାଜସ୍ଥାନରୁ ସାଷ୍ଟାଙ୍ଗ ପ୍ରଣିପାତ ସହ ପୁରୀ ଯାତ୍ରା
ଝାରସୁଗୁଡ଼ା ୨୫/୧୦ (ଓଡ଼ିଶା ନ୍ୟୁଜ) ସୁଦୂର ରାଜସ୍ଥାନରୁ ସାଷ୍ଟାଙ୍ଗ ପ୍ରଣିପାତ ସହ ଆରମ୍ଭ କରିଥିବା ଦୀର୍ଘ ଯାତ୍ରାରେ ଜଣେ ସାଧୁବାବା...
ଶିକ୍ଷକତା ପରେ ସଫଳ ଗୋ-ପାଳକ ବସୁଦେବ ଦୈନିକ ଉତ୍ପାଦନ କରୁଛନ୍ତି ୧୫୦ ଲିଟର ଦୁଗ୍ଧ
ଝାରସୁଗୁଡା:ଶିକ୍ଷକତାରୁ ଅବସର ଗ୍ରହଣ ପରେ ଶ୍ରମ ଓ ସମର୍ପଣର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ...
ଲଖନପୁର ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଝାରସୁଗୁଡ଼ା ୧୩/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି...
ରାଇସ ମିଲ ପ୍ରଦୂଷଣରେ ଠାକୁରପଡା ଶହ ଶହ ଏକର ଚାଷ ଜମି ନଷ୍ଟ, ଦୀର୍ଘ ତିନିବର୍ଷ ହେଲା ପଡ଼ିଆ ପଡ଼ିଛି ଚାଷ ଜମି, ଅଭିଯୋଗ ପରେ ମଧ୍ୟ ନୀରଦ୍ରଷ୍ଟା ସାଜିଛି ପ୍ରଶାସନ ,
ଝାରସୁଗୁଡ଼ା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅନ୍ତର୍ଗତ ଠାକୁରପଡା ଗ୍ରାମ ନିକଟରେ ଥିବା *ରାଜେଶ୍ୱରୀ ରାଇସ...
ଝାରସୁଗୁଡ଼ା ପୌର ପରିଷଦ କାଉନସିଲ ବୈଠକ”ପରିମଳ ଅବ୍ୟବସ୍ଥାକୁ ନେଇ କାଉନସିଲଙ୍କ ଅସନ୍ତୋଷ”
ଝାରସୁଗୁଡ଼ା ୧୦/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ପୌର ପରିଷଦ ସଭା ଗୃହରେ ୧୫ ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି...
କ୍ୟାମ୍ପ ସମ୍ମୁଖରେ ଥିବା ଗାଡ଼ିକୁ ଜାଳି ଦେଲେ ଦୁର୍ବୁତ୍ତ
ଝାରସୁଗୁଡ଼ା:ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଲୋଇସିଙ୍ଗ ଗାଁରେ ଏକ କ୍ୟାମ୍ପ ସମ୍ମୁଖରେ ରଖିଥିବା ଏକ ଗାଡ଼ିରେ...
ଭିକମପାଲି ହାଇସ୍କୁଲ ପୁରାତନ ଛାତ୍ରଙ୍କ ବିଂଶତମ ବନ୍ଧୁ ମିଳନ
ଝାରସୁଗୁଡା:ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ଗ୍ରାମ ପଞ୍ଚାୟତ ସ୍ଥିତ ସରକାରୀ ହାଇସ୍କୁଲର ୧୯୬୮ ଶିକ୍ଷାବର୍ଷ ମ୍ୟାଟ୍ରିକ ୩ ୟ...
କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ଦ୍ୱାରା ଦକ୍ଷତା ପ୍ରୟୋଗଶାଳା ଉଦଘାଟିତ
ଝାରସୁଗୁଡା:ଝାରସୁଗୁଡ଼ା ଜିଲ୍ଲା କିରମିରା ଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS)ରେ ଦକ୍ଷତା ପ୍ରୟୋଗ ଶାଳାକୁ ଉଦଘାଟନ କରିଛନ୍ତି ମାନ୍ୟବର...
କୁଟ୍ରାପାଲି ମାଁ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ପାର୍ବଣ ପୂଜା
ଝାରସୁଗୁଡ଼ା ୩୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ବିଶାଶହେ କୁଳତା ସମାଜ ଆଞ୍ଚଳିକ ଗୁଡ଼ି...
୨୫ ବର୍ଷରେ ଗୋବିନ୍ଦପୁର ଆଞ୍ଚଳିକ ସାର୍ବଜନୀନ ଦୂର୍ଗାପୂଜା ରାଜସ୍ୱ ମନ୍ତ୍ରୀ ଓ ସାଂସଦଙ୍କ ପୂଜା ମେଢ଼ ଦର୍ଶନ
ଝାରସୁଗୁଡା ୩୦/୯ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଦମଡିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଆଞ୍ଚଳିକ ସାର୍ବଜନୀନ...
