Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Jharsuguda Odisha

ଓରିଏଣ୍ଟ ପୋଲିସର ଚଢ଼ାଉ : ୨୭ କିଲୋରୁ ଅଧିକ ଗଞ୍ଜେଇ ଜବତ, ଜଣେ ଗିରଫ

ଝାରସୁଗୁଡ଼ା, ୧୬/୫ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ‘ନିଶା ମୁକ୍ତି ଓଡ଼ିଶା ଅଭିଯାନ’ ଅଧୀନରେ ବ୍ରଜରାଜନଗର...

ଏନ୍ ଏଚ ୪୯ ବାଉସେନପାଲି ଛକରେ ଟ୍ରକ-ବାଇକ ଦୁର୍ଘଟଣା, ଟ୍ରକ ଚାଳକକୁ କୋର୍ଟ ଚାଲାଣ

ଝାରସୁଗୁଡ଼ା ୧୬/୫ (ଓଡ଼ିଶା ନ୍ୟୂଜ୍): ୪୯ ନଂ ଜାତୀୟ ରାଜପଥରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଉସେନପାଲି(ଖ) ଛକ...

୪୯ ନଂ ଜାତୀୟ ରାଜପଥ ନବୀକରଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ପାଣିରେ ପଡ଼ିଲା ୫୦ କୋଟି, ଯତ୍ ପୂର୍ବମ୍ ତତ୍ ପରମ୍’ ତେଜୁଛି ଜନ ଅସନ୍ତୋଷ; ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଠିଲା ଦାବି

ଝାରସୁଗୁଡ଼ା, ୧୬/୫ (ଓଡ଼ିଶା ନ୍ୟୂଜ୍) ଜାତୀୟ ରାଜପଥ ବିଭାଗର ଚରମ ଅବହେଳା ଓ ଠିକାସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ୪୯ ନଂ...

୨୯ ରେ ଲଇକେରା ଓ କିର୍ମିରା ଆଇଟିଡିଏ ବ୍ଲକ ପ୍ରତିଷ୍ଠା ଦିବସ ସମ୍ବର୍ଦ୍ଧିତ ହେବେ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ

ଝାରସୁଗୁଡ଼ା, ୧୬/୦୫ (ଓଡ଼ିଶା ନ୍ୟୁଜ୍):ସମ୍ମିଳିତ ଆଦିବାସୀ ସମାଜର ଆହ୍ୱାନ କ୍ରମେ ଆସନ୍ତା ୨୯ ତାରିଖ ଶୁକ୍ରବାର ଦିନ ବେହେରାମାଲ ସ୍ଥିତ...

ବେଲପାହାଡରେ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ! ଜଣେ ମୃତ ଅନ୍ୟ ଜଣେ ଗୁରୁତର

ଝାରସୁଗୁଡା ,୧୧ | ୫ : ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଫାଟକ ପାଖରେ ଯୁବକଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି...

ଝାରସୁଗୁଡା ନିର୍ବାଚନୀ ମାମଲା: ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ

ଭୁବନେଶ୍ୱର, ୯ | ୫ : ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ହାଇକୋର୍ଟରୁ ନିରାଶ ହେବା ପରେ ଏବେ ସୁପ୍ରିମକୋର୍ଟର...

ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ କଳା ପାଇଁ ସମର୍ପିତ ଗୁରୁ ହୃଷୀକେଶ ସାହୁ, ପଶ୍ଚିମ ଓଡ଼ିଶାରୁ ଛତିଶଗଡ଼ ଯାଏଁ ବିଞ୍ଚିଛନ୍ତି ଓଡ଼ିଶୀର ମହକ

ଝାରସୁଗୁଡ଼ା ୨୭/୪ (ଓଡ଼ିଶା ନ୍ୟୁଜ୍) କଳା ପ୍ରତି ଅହେତୁକ ଭଲ ପାଇବା ଏବଂ ଗୁରୁଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବାର ଦୁର୍ବାର...

ଅଧାପନ୍ତରିଆ କୋଇଲି ଘୋଘର ସୌନ୍ଦର୍ଯ୍ୟକରଣ, ବନ ବିଭାଗକୁ ଦାୟିତ୍ୱ, ତଥାପି ଖର୍ଚ୍ଚ ହୋଇ ପାରୁନି ମଞ୍ଜୁରୀ ଅର୍ଥ

ଝାରସୁଗୁଡ଼ା ୧୪/୪ (ଓଡ଼ିଶା ନ୍ୟୁଜ୍)ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସମରବଗା ପଞ୍ଚାୟତର ଛୁଇଖାଞ୍ଚ ମୌଜା ନିକଟରେ ଥିବା ପଶ୍ଚିମ ଓଡ଼ିଶାର...

ସ୍ୱାମୀ-ସ୍ତ୍ରୀ ଙ୍କ କଳହ ର ଲୋମ ହର୍ଷକ ପରିଣତି, ଦୁଇ ସନ୍ତାନଙ୍କୁ ହତ୍ୟା ପରେ ମା’ର ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡ଼ା, ୧୨/୪ (ଓଡ଼ିଶା ନ୍ୟୂଜ): ଝାରସୁଗୁଡ଼ା ଜିଲ୍ଲା ବିମାନ ବନ୍ଦର ଥାନା ଅନ୍ତର୍ଗତ ଓରାମପଡ଼ାରେ ଏକ ହୃଦୟ ବିଦାରକ ଘଟଣା...

ଦୀର୍ଘ ୮ ବର୍ଷ ପରେ ଦୂର୍ଗାଶିନୀଙ୍କୁ ମିଲିଲା ନ୍ୟାୟ ସମ୍ପୃକ୍ତ ବ୍ୟାଙ୍କ ଜିଲ୍ଲା ଖାଉଟି ଅଦାଲତ ଦ୍ଵାରା ଦଣ୍ଡିତ ୫୦ ହଜାର ଟଙ୍କା ଜରିମାନା ସହ ଏନଓସି ଦେବାକୁ ନିର୍ଦ୍ଦେଶ

ଝାରସୁଗୁଡା ୨୦/୦୩ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଳା ଖାଉଟି ଅଦାଲତରେ ଚାଲିଥିବା କେଶ୍ ନଂ ୧୧୨/୨୦୧୮ ମାମଲାର ଶୁଣାଣି କରି...

ମହିମା ଡିଗ୍ରୀ କଲେଜର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ମହିମା ଡିଗ୍ରୀ କଲେଜର ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ଝାରସୁଗୁଡ଼ା ୨୦/୩ (ଓଡ଼ିଶା ନ୍ୟୂଜ୍): ଝାରସୁଗୁଡ଼ା ଜିଲ୍ଲା ଲଖନପୁର...

ରେଙ୍ଗାଲି ପୁଲିସ ପାଇଁ ଗର୍ବ ଓ ଗୌରବ ଭାରପ୍ରାପ୍ତ ଥାନା ଅଧିକାରୀ ସମରେନ୍ଦ୍ର ନାୟକ ପାଇବେ ଡିଜିପି ଡିସ୍କ ସମ୍ମାନ

ରେଙ୍ଗାଲି ପୁଲିସ ପାଇଁ ଗର୍ବ ଓ ଗୌରବ ଭାରପ୍ରାପ୍ତ ଥାନା ଅଧିକାରୀ ସମରେନ୍ଦ୍ର ନାୟକ ପାଇବେ ଡିଜିପି ଡିସ୍କ ସମ୍ମାନ...