News from Kalahandi Odisha
News from Kalahandi Odisha
ଶିକ୍ଷକ ସଂଘ ର ନୂଆଁଖାଇ ଭେଟଘାଟ, ସମସ୍ତ ବର୍ଗର ଶିକ୍ଷକ ଏକାକାର ହେବାକୁ ଆହ୍ୱାନ ଦେଲେ ଶିକ୍ଷକ ସଙ୍ଘ ।
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଆମପାଣି ପଞ୍ଚାୟତ ସଦର...
ବୁଢ଼ାରଜା ଦଶରା ପ୍ରସ୍ତୁତି ନେଇ କର୍ମକର୍ତ୍ତା ଙ୍କ ସହ ଆଲୋଚନା କଲେ ବିଧାୟକ।
କଳାହାଣ୍ଡି୧୩/୦୯ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଶେଷ ଦଶରା ପ୍ରଭୁ ଶ୍ରୀ ବୁଢ଼ାରଜା ଙ୍କ ଦଶରା...
ଲାଞ୍ଜିଗଡ଼ରେ ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ
କଳାହାଣ୍ଡି, ୧୩/୦୯-କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏଟିଏମ୍ ଭାଙ୍ଗି ଚୋରି ଉଦ୍ୟମ ଫେଲ ମାରିଛି। ଏଭଳି ଏକ ଘଟଣା...
ରବିବାର ପ୍ରାଥମିକ ଶିକ୍ଷକ ସଂଘ ର ନୂଆଁଖାଇ ଭେଟଘାଟ।
କଳାହାଣ୍ଡି,୧୨/୦୯ କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଆସନ୍ତା ୧୪ ତାରିଖ ରବିବାର...
କ୍ଷୁଦ୍ର ଜଳସେଚନ ବିଭାଗ ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ବିଧାୟକ,ଚାଷି ଙ୍କ ଅଭିଯୋଗ ଶୁଣିଲେ, ବିଭାଗୀୟ ଅଧିକାରୀ ଙ୍କୁ ସମାଧାନ ନିର୍ଦେଶ କଲେ।
କଳାହାଣ୍ଡି,୧୨/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର ବିଭିନ୍ନ ଜଳସେଚନ ପ୍ରକଳ୍ପ ଶୁକ୍ରବାର ପରିଦର୍ଶନ କରିଛନ୍ତି ଧର୍ମଗଡ...
ମୁକୁନ୍ଦପୁର ଛକରୁ କନେର ଭାୟା ମୁକୁନ୍ଦପୁର ରାସ୍ତା ନିର୍ମାଣ ଦାବି : ଦଶ ଦିନ ମଧ୍ୟରେ ଦାବି ପୂରଣ ନହେଲେ ରାସ୍ତାରୋକ ଚେତାବନୀ
କଳାହାଣ୍ଡି, ୧୨/୦୯- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ଅନ୍ତର୍ଗତ ୧୭ଗୋଟି ଗାଁ ଲୋକଙ୍କ ପାଇଁ ଗତ ୨୦୧୯-୨୦...
ମହାବୀର କମ୍ପାନୀକୁ ଜୋରଦାର ବିରୋଧ : ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ : ଭେଣ୍ଡର କୋଡ ବାଜ୍ୟାପ୍ତି ଓ କଳା ତାଲିକାଭୁକ୍ତ କରିବା ଦାବି
କଳାହାଣ୍ଡି, ୧୨/୦୯-ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ଅଧୀନରେ ଠିକା କାମ କରୁଥିବା ମହାବୀର କମ୍ପାନୀର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।...
ଆର୍ଥିକ ବ୍ୟଥାକୁ ପଛରେ ପକାଇ ଆଦିବାସୀ ଝିଅ ଏବେ ମେଡିକାଲ ଛାତ୍ରୀ!!
କଳାହାଣ୍ଡି:ଦାରିଦ୍ର୍ୟତାର କଷାଘାତ ମଧ୍ୟରେ ଯେଉଁ ମାନେ ନିଜର ଶକ୍ତ ମାନସିକତା ବଳରେ ସମସ୍ତ ଘାତ ପ୍ରତିଘାତ କୁ ଅତିକ୍ରମ କରି...
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପରେ ଶିକ୍ଷକ ଅମିତ ମହାନ୍ତିଙ୍କୁ ବ୍ଳକସ୍ତରୀୟ ସମ୍ବର୍ଦ୍ଧନା।
କଳାହାଣ୍ଡି,୧୦/୦୯ ଗୁରୁ ଦିବସ ଅବସରରେ କୋକସରା ବ୍ଲକ ସଦର ମହକୁମା ସ୍ଥିତ ଜବାହର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଅମିତ...
ପର୍ଯ୍ୟଟନ ସ୍ଥଳୀ ଦାୟିତ୍ୱ ହସ୍ତାନ୍ତର ନେଇ ଦୁଇ କମିଟି ମଧ୍ୟରେ ଟଣା ଓଟରା ଘଟଣା, ଜିଲ୍ଲା ପ୍ରଶାସନ ମଧ୍ୟସ୍ଥତା ରେ ସ୍ଥାୟୀ ସମାଧାନ ବୈଠକ ଅନୁଷ୍ଠିତ।
କଳାହାଣ୍ଡି,୧୦/୦୯ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡାହାଣ୍ଡି ଡୋକାରିଚଞ୍ଚରା କୁ ନେଇ ବିଗତ ରାମ...
ବିଜେପି ର ନୂଆଁଖାଇ ଭେଟଘାଟ,ଜୁହାର ଭେଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକିଲା ମଞ୍ଚ।
କଳାହାଣ୍ଡି,୦୯/୦୯ ନୂଆଁଖାଇ ପର୍ବ ଯାହା ଭାଇଚାରା,ପରମ୍ପରା ଓ ସାମାଜିକ ନିଦର୍ଶନ କୁ ଏକ ସୂତ୍ରରେ ବାନ୍ଧି ନିଜର ପରିବାର ଜାତି...
ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର।
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଲା ପଞ୍ଚାୟତ କୁଣ୍ଡିଗୁଡା ଗ୍ରାମର ବୃଦ୍ଧ ଉଦେ ମାଝୀ(୬୦) ଆଜି ଭୋର ସମୟରେ ଶୌଚ...
