Odisha Districts News
ସାବିତ୍ରୀ ବାଈ ଆଧୁନିକ ଯୁଗର ପାଠ୍ୟ ପୁସ୍ତକରେ ଏକ ସ୍ଥାନୀତ ହେବା ଚରିତ୍ର
ସମ୍ବଲପୁର(ପଡିଆବାହାଲ):ସାବିତ୍ରୀ ବାଈ ଫୁଲେଙ୍କ ନାମ ଖୁବ କମ ଲୋକ ଜାଣନ୍ତି ପ୍ରସାର ଓ ପ୍ରଚାର ଠାରୁ ଖୁବ ଉର୍ଦ୍ଧ୍ୱରେ ଥିବା...
ଧର୍ମପରାୟଣ ବ୍ୟକ୍ତିଙ୍କ ଦୁଃଖଦ ପରଲୋକ, ଅଞ୍ଚଳରେ ଶୋକର ଛାୟା
କଳାହାଣ୍ଡି,୦୩/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଗାଁର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭୁବନେଶ୍ବର ଭୋଇ(୬୬)ଙ୍କ ଦୁଃଖଦ ପରଲୋକ ଘଟିଛି।...
ଭବାନୀପାଟଣା ଠାରେ ସାମୁହିକ ଔଷଧ ( ଫାଇଲେରିଆ) ସେବନ ର ଜିଲ୍ଲା ସ୍ଵମନ୍ନୟ କମିଟି ବୈଠକ
ଭବାନୀପାଟଣା, ୦୩/୦୧ (ଜଗନ୍ନାଥ ନାଏକ) : ଆଜି ଜିଲ୍ଲା ସଦଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ୱାନ ଙ୍କ...
ମାଁ ମାଟି, ବୀର ଶହିଦ୍ ଓ ବରପୁତ୍ରଙ୍କୁ ସମ୍ମାନ ଦେବାରେ ସଦା ତତ୍ପର ଧର୍ମେନ୍ଦ୍ର – ଗିରିଶ ପଟେଲ
ସମ୍ବଲପୁର:ଡେବ୍ରିଗଡ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମଭୂମି ଖିଣ୍ଡାକୁ ସ୍ବଦେଶ ଦର୍ଶନ ଯୋଜନାରେ ସାମିଲ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ...
ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ ସମ୍ପର୍କିତ ସ୍ପଷ୍ଟୀକରଣ
ସମ୍ବଲପୁର:‘‘ଇ-କୋର୍ଟ ଯୋଗୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ଅପ୍ରାସଙ୍ଗିକ ହୋଇଯାଇଛି’’ ବୋଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ...
କଳାହାଣ୍ଡି ସାମ୍ବାଦିକ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଝୁମିଳେ ସାମ୍ବାଦିକ।
କୋକସରା:୦୩/୦୧ କଳାହାଣ୍ଡି ସାମ୍ବାଦିକ ୟୁନିଅନ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭବାନୀପାଟଣା ଜସପାଳ ସିଂ ଫାର୍ମ ହାଉସ ଠାରେ ଓୟୁଜେ...
ଡଙ୍ଗା ଓଲଟି ମୃତ୍ୟୁ ବରଣ କରିଥିବା ଆହାତ ମତ୍ସ୍ୟଜୀବୀ ଙ୍କ ପରିବାର କୁ ଭେଟିଲେ ବ୍ରହ୍ମପୁର ବିଧାୟକ।
ଗୋପାଳପୁର,୦୩/୦୧ ଗତ ୩୦ ଡିସେମ୍ବର ରେ ଗୋପାଳପୁର ର ତିନି ମତ୍ସ୍ୟଜୀବୀ ସମୁଦ୍ର କୂ ମାଛ ଧରିବା ପାଇଁ ଡଙ୍ଗା...
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ କାର୍ଯ୍ୟ ବନ୍ଦ ଡାକରା
ସମ୍ବଲପୁର:ଆଜି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ମନଇଛା କାର୍ଯ୍ୟରୁ ଛଟେଇ କରିବା,...
କଳାହାଣ୍ଡି ଉତ୍ସବ ମଶାଲ ଉପକମିଟି ଓ ସାଂସ୍କୃତିକ ଉପ କମିଟିର ସମ୍ମନ୍ବୟ ବୈଠକ ଅନୁଷ୍ଠିତ
କଳାହାଣ୍ଡି,୦୩/୦୧-ଆସନ୍ତା ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ...
ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ତରଫରୁ ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୩ତମ ଜନ୍ମଜୟନ୍ତୀ ପାଳିତ
କଳାହାଣ୍ଡି,୦୩/୦୧-ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ତଥା ଦେଶରେ ମହିଳା ଶିକ୍ଷାର ପ୍ରଦୀପ ପ୍ରଜ୍ଜଳନ କରିଥିବା ମାତା ସାବିତ୍ରୀବାଇ ଫୁଲେଙ୍କ ତ୍ୟାଗ...
ଦେଶର ପ୍ରଥମ ଶିକ୍ଷୟିତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ଜୟନ୍ତୀ ଉତ୍ସବ ପାଳିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଶିକ୍ଷକ ସୁରୁମଣି ସୁନାନୀଙ୍କ ପରିଚାଳନାରେ...
ମୋହନା ବ୍ଲକ ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ସୁଉଚ୍ଚ ତ୍ରିରଙ୍ଗା ପତାକା ସ୍ତମ୍ବକୁ ଉଦ୍ଘାଟନ କଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି:୩/୧(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକର ଚନ୍ଦ୍ରଗିରି ନିକଟସ୍ଥ ଜିରାଙ୍ଗ ବୁଦ୍ଧ ମନ୍ଦିର ପରିସରରେ ଆଜି ବଢ଼ାନ୍ୟ...
