Odisha Districts News
ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ, ସହ ୨୨ ହଜାର ଜୋରିମାନା
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ଚୂଡ଼ାନ୍ତ...
ସୁନା ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ ଘଟଣା: ପାଞ୍ଚ ଜଣିଆ ଟିମ ଗଠନ କରି ଅପରେସନ ଜୋରଦାର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ମଙ୍ଗଳବାର ପୂର୍ବାହ୍ନରେ ଡକାୟତି ହୋଇଥିବା ଘଟଣା ପରେ ଏବେ ଫେରାର...
କୁଚିଣ୍ଡାରେ ମେହେର ଜୟନ୍ତୀ ପାଳିତ; ଲୋକାର୍ପଣ ହେଲା ୪ ଟି ପୁସ୍ତକ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ପ୍ରତିଭା ବିକାଶ ଅଭିଯାନ ସଭା କକ୍ଷରେ ଅନୁଷ୍ଠାନର ବ୍ଲକ ସ୍ତରୀୟ ସଭାପତି...
ପିଇଓ ଙ୍କ କାର୍ଯ୍ୟବନ୍ଦ ଫଳରେ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ, ହିତାଧିକାରୀ ହଇରାଣ
ନିଖିଳ ଉତ୍କଳ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ) ରାଜ୍ୟ ସଙ୍ଘ ର ଡାକରା ରେ ୨ଦଫା ଦାବି ନେଇ ଗତ...
ଉତ୍କଟ ମରୁଡି ସ୍ଥିତି, ନିରାଶ ହୋଇ ଚାଷଜମି ରେ ଗାଈଗୋରୁ ଛାଡିଲେ ଚାଷି।
କୋକସରା:୩୦/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ନିଆଣ୍ଟିଆ ବର୍ଷା ଯୋଗୁ ଅନେକ ପଞ୍ଚାୟତ ରେ ସମ୍ଭାବ୍ୟ ମରୁଡି ସ୍ଥିତି...
ନିଆରା ରକ୍ଷା ବନ୍ଧନ ଉତ୍ସବ;ଶତାଧିକ ମହିଳା ବୃକ୍ଷ ଙ୍କୁ ପିନ୍ଧାଇଲେ ରାକ୍ଷୀ
ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ତଳି ସାତକମା ଗ୍ରାମର ପଣ୍ଡରିଡୁମୁରି ଜଙ୍ଗଲରେ ଆଜି ସକାଳୁ ସକାଳୁ ଗ୍ରାମର...
ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିରରେ ଶତାଧିକ ଭକ୍ତଙ୍କ ସମାଗମରେ ଦିନିକିଆ ନାମଯଜ୍ଞ ଅନୁଷ୍ଠିତ
ଚିପିଲିମା,ଶ୍ରାବଣପୂର୍ଣ୍ଣିମା ଅବସରରେ ଚିପିଲିମା ଚନ୍ଦ୍ରଶେଖର ବାବା ଶିବମନ୍ଦିର ପ୍ରାଙ୍ଗଣରେ ଶହସ୍ରାଧିକ ଭକ୍ତଙ୍କ ସମାଗମରେ ବୁଧବାର ଦିନିକିଆ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି।ବୁଧବାର...
ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
କଳାହାଣ୍ଡି,୩୦/୦୮- କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ...
ଜୟନ୍ତପୁର ଠାରେ ମହିମା ଭକ୍ତ ମାନଙ୍କ ସାମୁହିକ ନବାର୍ଣ୍ଣ ଭକ୍ଷଣ।
କୋକସରା:୩୦/୦୮ ଧର୍ମଗଡ଼ ବ୍ଲକ ଜୟନ୍ତପୁର ମହିମା ମଠରେ ଏ ଅଂଚଳ ର କୌପୁନିଧାରୀ ମହିମା ସମାଜର ସାଧୁ ଭକ୍ତ ମାନେ...
ନୂଆଁଖାଇ ଭେଟଘାଟ ଅବସରରେ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତା
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କଳାପଥର ଗ୍ରାମ ପଞ୍ଚାୟତ ର ଜଗନ୍ନାଥପାଲି ଗ୍ରାମରେ ଜଗନ୍ନାଥ କ୍ଲବ ଆନୁକୂଲ୍ୟରେ...
ଶିଶୁ ଲେଖକ ଏଡ଼ମିଟ ହୋତା ଙ୍କ ଇଂରାଜୀ ପୁସ୍ତକ”ଏମ୍ପାୟାର ଅଫ ପେଙ୍ଗୁଇନ “ଉନ୍ମୋଚିତ।
ଚିପିଲିମା,(ସମ୍ବଲପୁର) ମଙ୍ଗଳବାର ଅପରାହ୍ନ ରେ ପ୍ରାକ୍ତନ ଶିକ୍ଷା ମଣ୍ଡଲାଧିଶ ଡ଼,ଗିରିଧାରୀ ହୋତାଙ୍କ ନଅ ବର୍ଷ ର ପୌତ୍ର ଶ୍ରୀ ଏଡ଼ମିଟ...
ହାଲ ଶ୍ରମିକ ସଂଘ ନିର୍ବାଚନ ବିଜୟ ଉତ୍ସବ
କୋରାପୁଟ,: ମଙ୍ଗଲ ବାର ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକସ ଲିମିଟେଡ (ହାଲ) ଶ୍ରମିକ ସଂଘ ନିର୍ବାଚନ ଅନୁଷ୍ଠିତ ହେଇଥିବା ବେଳେ...
