Odisha Districts News
କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା; ଆଜି ଜନ୍ମବେଦିରେ ଶ୍ରୀଜିଉଙ୍କ ଶେଷ ଦର୍ଶନ କରୁଛନ୍ତି ଭକ୍ତ
ପୁରୀ: କାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା। ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ଶେଷ ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା...
୪ ଦିନ ହେଲା ଅନେକ ଗାଁ ଅନ୍ଧାରରେ: ଆଜି କଂଗ୍ରେସ ଘେରିବ ଅଫିସ
ସମ୍ବଲପୁର (ଡଙ୍ଗରପଡା):ହାତୀବାରି ସେକ୍ସନର ଅନେକ ଗାଁ ଏବେବି ଘନ ଅନ୍ଧାରରେ ରହିଛି। ଟାଟା ପାୱାର ପାଉନି ଟେର୍। ଆଜିକୁ ୪...
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନ ପାଳନ
ସମ୍ବଲପୁର :ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଜନ୍ମଦିନ। ଏହି ଅବସରରେ...
ନାରାୟଣପାଟଣା ବ୍ଲକ୍ ଖଣି ଅଞ୍ଚଳ ପରୀକ୍ଷା ସ୍ଥାନରେ ପୋଡାଜ୍ବଳା ଘଟଣା…. ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ୍.
ଲକ୍ଷ୍ମୀପୁର ୨୬.୦୬ କୋରାପୁଟ ଜିଲ୍ଲା ନାରାୟଣପାଟଣା ଖଣିଅଞ୍ଚଳରେ ଗତ ମାସ ୨୭ ତାରିଖ ଦିନ ହୋଇଥିବା ପ୍ରୋକଲିନ୍ ମେସିନ୍ ସହ...
ଶିଶୁ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ ” କାହାଣୀ ମହାଭାରତ ” ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କର କମଳରେ ଉନ୍ମୋଚିତ
ସମ୍ବଲପୁର (ଭୁବନେଶ୍ୱର): ଆଜି ବିଶିଷ୍ଟ ଶିଶୁ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡାଙ୍କ ଗଳ୍ପ ସଂକଳନ ” କାହାଣୀ ମହାଭାରତ...
ମୁକ୍ତ ବିଚାର ମଞ୍ଚର ଆଲୋଚନା ଚକ୍ର ଅନୁଷ୍ଠିତ
ଖଡ଼ିଆଳ : ମୁକ୍ତ ବିଚାର ମଞ୍ଚ ଖଡ଼ିଆଳର ୫୦ ତମ ଆଲୋଚନାଚକ୍ର ଖଡ଼ିଆଳ ସ୍ଥିତ ମିଳିତ ପ୍ରାଥମିକ ଶିକ୍ଷକ ଭବନରେ...
ବେଆଇନ ଦେଶି ବନ୍ଧୁକ ଓ ଜୀବଜନ୍ତୁ ଶିକାର ଘଟଣା ରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ।
କୋକସରା:୨୬/୦୬ ଛତିଶଗଡ ଏସଟିଏଫ ଟିମ ଓ ବନବିଭାଗ ର ମିଳିତ ଅପରେସନ ଶନିବାର ଓ ରବିବାର ଦୁଇଦିନ ଧରି କଳାହାଣ୍ଡି...
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ବ୍ୟଵ ହାର ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ -୨୦୨୩ ପାଳନ
କଳାହାଣ୍ଡି ଜିଲ୍ଲାସଦର ମହକୁମା ଭବାନୀପାଟଣା ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ...
ବିବାହିତା ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କଳାହାଣ୍ଡି: ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତର ତେଲିସରାବାହିଲି ଗ୍ରାମରେ ରବିବାର ଜଣେ ବିବାହିତା ଯୁବତୀ ସନ୍ଦେହ ଜନକ ମୃତ୍ୟୁ...
ମଧୁବାବୁ ପେନସନ ଯୋଜନା ରେ ନୂତନ ହିତାଧିକାରୀ ଙ୍କୁ ଭତ୍ତା ବାଣ୍ଟିଲେ ଧର୍ମଗଡ ବିଧାୟକ ଓ କୋକସରା ବ୍ଲକ ଉପାଧ୍ୟକ୍ଷ
କୋକସରା: ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମଧୁବାବୁ ପେନସନ ଯୋଜନା ରେ ସାମିଲ ହୋଇଥିବା...
ଗ୍ରାମ ପଂଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର୯୭ ଟି ଅଭିଯୋଗ ପଞ୍ଜିକୃତ
କଳାହାଣ୍ଡି: ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଂଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି।ଏହି...
ବୀରମହାରାଜପୁର ରେ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ; ବିଭିନ୍ନ 90 ଗୋଟି ଅଭିଯୋଗ ର ଦରଖାସ୍ତ ଗ୍ରହଣ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର...
