Odisha Districts News
ସଂଗ୍ରାମପୁର ହାଇ ସ୍କୁଲ ରେ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଂଗ୍ରlମପୁର ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଯୁବ ସମାଜ ପାଇଁ ତମାଖୁ...
ମା ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଚତୁର୍ଥ ଦିବସ ରେ ଘଣ୍ଟ ପାଲି କୁ ହରାଇ କମିରl ସେମିରେ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢି ପଞ୍ଚାୟତ ଅନ୍ତର୍ଗତ ଘଣ୍ଟପାଲି ପଡ଼ିଆରେ ୯ତମ ମା’ ନାରାୟଣୀ କ୍ରିକେଟ୍...
ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ ମାଗିଲେ ନବୀନ, ସମବେତ ହେଲେ ହଜାର ହଜାର ଜନତା
ଖରିଆରରୋଡ: ଖାଲି ରଙ୍ଗ ମାରି ଦେଲେ ବିକାଶ ହୁଏ ନାହିଁ । ମିଛ ପ୍ରତିଶ୍ରୁତିରେ ସରକାର ଚାଲେ ନାହିଁ ।...
କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ମହମ୍ମଦ ଜୁନେଦ
ନୂଆପଡ଼ା: ନୂଆପଡ଼ା କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ତଥା ଖରିଆର ରୋଡ଼ ନଗର କଂଗ୍ରେସର ପୂର୍ବତନ ସଭାପତି...
ବାଲିଗୁଡ଼ା : ୟୁକୋ ବ୍ୟାଙ୍କରେ ନକଲି ସୁନା ଦେଇ ୮୫ଲକ୍ଷ ନେଇଥିବା ସୁନା ମୂଲ୍ୟାଙ୍କନକାରୀ ଗିରଫ
ବାଲିଗୁଡା, ତା, ୦୭/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୟୁକୋ ବ୍ୟାଙ୍କ ର ସୁନା ମୂଲ୍ୟାଙ୍କନକାରୀ...
ବୀରମହାରାଜପୁର ସବ୍ ରେଜିଷ୍ଟର ଅଫିସ ରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ୍ ଗାନ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସବ୍ ରେଜିଷ୍ଟର ଅଫିସ ରେ ଆଜି ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରୀୟ...
ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ରାଷ୍ଟ୍ରୀୟ ଏକତା ଦିବସ...
ବନ୍ୟ ଜନ୍ତୁ ଶିକାର ପାଇଁ ଲଗାଯାଇଥିବା ଫାସ ରେ ପଡି ଦୁଇ ଯୁବକ ଙ୍କ ମୃତ୍ୟୁ..ପୋଲିସ ଓ ସାଇଣ୍ଟିଫିକ ଟିମ ର ତନାଘନା
ଲକ୍ଷ୍ମୀପୁର ୦୭/୧୧ ..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କେନ୍ଦୁପାଇ ଗାଁ ପାହାଡ଼ ଉପରେ ବନ୍ୟ ଜନ୍ତୁ ଶିକାର ପାଇଁ ଲଗାଯାଇଥିବା...
ଶିକ୍ଷକ ମାନଙ୍କୁ ନେଇଁ ସ୍ୱଚ୍ଛତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ବିଦ୍ୟାଳୟ ରେ ପହଂଚିବ ସ୍ଵଛ ଅଭିଯାନ…
ଲକ୍ଷ୍ମୀପୁର ୦୭/୧୧ . ଲକ୍ଷ୍ମୀପୁର ସାଙ୍ଗନ୍ନା ହାଇସ୍କୁଲ ପରିସରରେ ଅମର ଜ୍ୟୋତି ଫାଉଣ୍ଡେସନ ଓ ରେକୀଟ ଇଣ୍ଡିଆ ର ମିଳିତ...
ଅନ୍ତର୍ଜାତୀୟ ଚିତ୍ରକଳା ରେ ଭାଗ ନେଲେ କୋକସରା ବ୍ଲକ ର ପୁଅ,ଜିଲ୍ଲା ପାଇଁ ଆଣିଲେ ଗୌରବ।
କଳାହାଣ୍ଡି,୦୭/୧୧ ଅନ୍ତର୍ଜାତୀୟ ଚିତ୍ରକଳା ଭାସ୍କର୍ଯ୍ୟ କୁ ନେଇ ପଡୋଶୀ ଦେଶ ନେପାଳ ଠାରେ ଆୟୋଜିତ ଡ୍ରିମକେପ ନେପାଳ ୨୦୨୫ ଅନ୍ତର୍ଜାତୀୟ...
କିସ୍ ଛାତ୍ରୀ ମାନଙ୍କ ଦ୍ୱାରା ସମୂହ ବନ୍ଦେ ମାତରମ୍ ଗୀତ ଗାନ |
କଳାହାଣ୍ଡି,୦୭/୧୧ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବାଦିଲି ଠାରେ ଥିବା କିସ୍ ଆବାସିକ ବିଦ୍ୟାଳୟର ସହ ସହ ଛାତ୍ରୀ...
ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା ; ଧରାପଡ଼ିଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର ; ୦୭|୧୧: ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଦେଖିବାକୁ ମିଳିଛି । ଆଜି ଘଟିଛି ଦୁଇ ଦୁଇଟି...
