Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ଯୋଗାଳୟ ଠାରେ ଆବଦ୍ଧ ପ୍ରତିମୂର୍ତ୍ତି ଉନ୍ମୋଚନ

ବୀରମହାରାଜପୁର : (ସୌମିତ୍ରି ମେହେର) ଗୋପାଳଜୀ ତଡିତ୍ ମନ୍ତ୍ର ଶ୍ବାସ ଯୋଗାଳୟ ପରିସରରେ ଧର୍ମାତ୍ମା ଦୁର୍ଯ୍ୟୋଧନ ନାୟକ ଓ ତାଙ୍କ...

କର୍ଡlପାଳ ଶ୍ରୀ କୃଷ୍ଣ ଚୈତନ୍ୟ ସଂଘ ର ଚୈତନ୍ୟ ଜନ୍ମ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର କର୍ଡାପାଳ ଗ୍ରାମ ରେ ଶ୍ରୀକୃଷ୍ଣ...

ରେଙ୍ଗାଲି ପୁଲିସର ବଡ଼ ସଫଳତା ଡକାୟତି ଯୋଜନା ପଣ୍ଡ ୪ ଗିରଫ ଜଣେ ଫେରାର ସ୍କରଫିଓ, ପିକଅପ ଗାଡ଼ି ସହ ଟଙ୍କା, ମୋବାଇଲ, ମାରଣାସ୍ତ୍ର ଜବତ

ଝାରସୁଗୁଡା ୨୩/୩ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ପୁଲିସକୁ ବଡ଼ ସଫଳତା ମିଳିଛି । ରେଙ୍ଗାଲି ଥାନା ଭିକମପାଲି...

ଏପ୍ରିଲ ୧ରେ ଭାରତୀ ଉତ୍ସବ

ସମ୍ବଲପୁର:ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ପକ୍ଷରୁ ରବିବାର ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଏପ୍ରିଲ ଏକ ତାରିଖରେ...

ଗଞ୍ଜେଇ ଚ଼ଢ଼ାଉ କରିବାକୁ ଯାଇ ମାଡ଼ ଖାଇଲେ ୨୬ ପୁଲିସ୍ ଘଟଣା ସ୍ଥଳରୁ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ ।ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ ୮ଜଣ ବ୍ୟବସାୟୀଙ୍କୁ ଗିରଫ କରି ପୁଲିସ ମୋହନା ଫେରୁଥିବା ବେଳେ ଗ୍ରାମଠାରୁ କିଛି ଦୂରତାରେ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଡ଼ିଏସପି, ଜଣେ ଥାନା ଅଧିକାରୀ ଓ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।ଆଜି ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ନେତୃତ୍ଵରେ ରା.ଉଦୟଗିରି ଏସଡ଼ିପିଓ ଅମିତାଭ ପଣ୍ଡାଙ୍କ ସମେତ ମୋହନା , ଅଡ଼ବାପାରଳାଖେମୁଣ୍ଡି,ରା.ଉଦୟଗିରି, ରାୟଗଡ଼,କାଶୀନଗର,ରାମଗିରି,ସେରଙ୍ଗ ଆଦି ଥାନା ଗୁଡ଼ିକର ଅଧିକାରୀ, କର୍ମଚାରୀ ଓ ୧୦ ପ୍ଲାଟୁନ  ପୁଲିସ ଫୋର୍ସ ସଦଳବଳେ ଆଜି ପୀଡ଼ିମାରୀ ଗ୍ରାମରେ ପହଞ୍ଚି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତିି। ଏହା ସହ ପୁଲିସ ଗାଡ଼ି ଭଙ୍ଗାରୁଜା,ଆକ୍ରମଣରେ ସଂପୃକ୍ତ ୩ ଜଣ ଓ ଗଞ୍ଜେଇ ବ୍ୟବସାୟୀ ୨ ଜଣଙ୍କୁ ଗିରଫ କରିଛନ୍ତି। ବଡ଼ ବଡ଼ ଟିଣ ବାକ୍ସରେ ଲୁଚାଇ ରଖାଯାଇଥିବା ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ଆଉ ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି ସମସ୍ତଙ୍କୁ ଖୁବ୍ ଶୀଘ୍ର ଧରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା କହିଛନ୍ତି।

ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୀଡ଼ିମାରୀ ଗ୍ରାମରେ ଶୁକ୍ରବାର ୨୦ କ୍ଵିଣ୍ଟାଲ ଗଞ୍ଜେଇ ଜବତ ଓ...

ଜାତୀୟ ରାଜପଥ ହାତୀଙ୍କ ଚଲାପଥ

ସମ୍ବଲପୁର:୫୬ ନମ୍ବର ଜାତୀୟ ରାଜପଥ ହାତୀଙ୍କ ଚଲାପଥ। ବର୍ଷ ବର୍ଷ ଧରି ସାଇନବୋର୍ଡ ବି ଲାଗିଛି। କିନ୍ତୁ ବନ ବିଭାଗର...

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ ପାଇଁ ଚୟନ କାର୍ଯ୍ୟକ୍ରମ

ସମ୍ବଲପୁର:ଜାତୀୟ ସେବା ଯୋଜନା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁରର ମିଳିତ ଆନୁକୁଲ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥିତ...

ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ରେ ପୁଣି ଜନନୀ ଯନ୍ତ୍ରଣା, ଭାରରେ ୮କିମି ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି:୨୩/୩(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଦୁର୍ଗମ ଅଂଚଳରେ ଥିବା ଗ୍ରାମ ଗୁଡିକୁ ଭଲ...

ବାରବାଟୀରେ ଆଉ ଏକ ଇଣ୍ଟରନ୍ୟାସନାଲ ମ୍ୟାଚ୍ !

କଟକ: ପୁଣି ଓଡ଼ିଶାରେ ଲାଗିବ କ୍ରିକେଟ ଫିବର । ଇଣ୍ଡିଆ, ଇଣ୍ଡିଆ ଧ୍ବନୀରେ ପ୍ରକମ୍ପିତ ହେବ ବାରବାଟୀ ଷ୍ଟାଡିୟମ ।...

ବହି ଗୋଦାମରେ ବିସ୍ଫୋରଣ: ୩ ଗୁରୁତର, ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ବହି

ଜଗତସିଂହପୁର: ଜଗତସିଂହପୁର ଜନତା କୋଠି ନିକଟରେ ଥିବା ଏକ ବହି ଗୋଦାମରେ ବିସ୍ଫୋରଣ । ଗୋଦାମରେ ଥିବା ତିନି ଜଣ...

ଭୁକିଲା ବୋଲି କୁକୁରକୁ ହାଣି ପକାଇଲେ ଦୁର୍ବୃତ୍ତ

ବ୍ରହ୍ମପୁର: ବର୍ବରତାର ସବୁ ସୀମା ଟପିଲା ମଣିଷ । କୁକୁରକୁ ହାଣି କଲେ ଲହୁଲୁହାଣ । ହାଣି ପକାଇଲେ ଖଣ୍ଡାରେ...

ରାଜଭବନରେ ବିହାର ରାଜ୍ୟର ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିବ ବୋଲି ରାଜ୍ୟପାଳ...