Odisha Districts News
ଆଜିଠୁ ଖୋଲିବ ଧାନମଣ୍ଡି, ବରଗଡ଼ରୁ ଆରମ୍ଭ
ଭୁବନେଶ୍ବର: ଆଜିଠୁ ଖୋଲିବ ଧାନମଣ୍ଡି । ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି...
ଓଲଟିଲା ଟମାଟୋ ବୋଝେଇ ଟ୍ରକ, ବୋହି ନେଲେ ଲୋକେ
କେନ୍ଦୁଝର: ଭାରସାମ୍ୟ ହରାଇ ଓଲଟିଲା ଟମାଟୋ ବୋଝେଇ ଟ୍ରକ୍ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର...
ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ
ସୋନପୁର: ସରକାର ବଦଳିବା ପରେ ଫୁଲ ଆକ୍ଟିଭ ମୋଡ଼ରେ ଭିଜିଲାନ୍ସ ବିଭାଗ । ପ୍ରତିଦିନ କାହାର ନାହାର ଘରେ ପଶୁଛି...
ବନ୍ଧୁକ, ଭୁଜାଲି ଦେଖାଇ ଲୁଟି ନେଲେ ୨୫ ଲକ୍ଷ ଟଙ୍କାର ଗହଣା
କେନ୍ଦୁଝର: ରାତିରେ ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବାପପୁଅଙ୍କଠାରୁ ଲୁଟ । ମୁଖା ପନ୍ଧା ଦୁର୍ବୃତ୍ତ ସେମାନଙ୍କୁ...
ଟ୍ରେନ ଟ୍ରାକରୁ ମିଳିଲା ସ୍ବାମୀ, ସ୍ତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ
କୋରାପୁଟ: ଲକ୍ଷ୍ମୀପୁର ରେଳ ଷ୍ଟେସନ ନିକଟସ୍ଥ ଭୂଇପାଟନି ଗାଁ ନିକଟରେ ଯାଇଥିବା ରେଲୱେ ଟ୍ରାକରୁ ଦମ୍ପତିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ...
ସନ୍ଦେହଜନକ ଅବସ୍ଥାରେ ଦାଦା, ପୁତୁରାଙ୍କ ମୃତ୍ୟୁ
ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଶିରସ୍ତା ଗାଁରେ ୨ ଜଣ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ଖାଦ୍ୟ କିମ୍ବା ପାନୀୟରେ...
୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ
କଟକ: ବାରଙ୍ଗ ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ନାବାଳିକାଙ୍କୁ କଟକ ଶିଶୁ...
ଉଲୁଣ୍ଡା ବ୍ଲକ ର ଯୁବ ସାମ୍ବାଦିକ ଉରୁକ୍ରମ ପାଣ୍ଡିଆ ଆଉ ନାହାନ୍ତି
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ଉରୁକ୍ରମ ପାଣ୍ଡିଆ (୫୦) ଙ୍କ ପରଲୋକ...
ବଡ ବର୍ଡାକଟା ରେ ମାର୍ଗଶୀର ମାସ ସାରା ଲକ୍ଷ୍ମି ପୂଜା
ବୀରମହାରାଜପୁର : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହlରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଂଚାୟତ ର ବଡ଼ବରଡ଼ା କଟା ଠାରେ...
ପୂରଣ ହେଉନି ଦେଓଝରଣ ଡ୍ୟାମରେ ବୋଟିଂ, ପୁଣି ଉଠିଲା ଦାବି
ସମ୍ବଲପୁର: ବର୍ଷ ପରେ ବର୍ଷ ବିତୁଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଯୁଯୁମୁରା ବ୍ଳକ ତଥା ଜିଲ୍ଲାର...
ଧମାର ସରୋଜ ପ୍ରଧାନ ପାଇଲେ ଚଳଚିତ୍ର ପାଇଁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ସମ୍ମାନ
ସମ୍ବଲପୁର: ବନ ମୂଳକରେ ଫୁଟି ଥିବା ଚହଟ ଚମ୍ପାର ବାସ୍ନା ଆଜି ମହକି ଉଠିଛି।ପ୍ରଚ୍ଛଦପଟ ଗାୟକ ଭାବେ ମାନେଶ୍ଵର ବ୍ଲକର...
‘ଆଇ ଆମ୍ କଲାମ’ ନିର୍ମାତା ଶାନ୍ତନୁ ମିଶ୍ରଙ୍କୁ ମିଳିଛି ଦୁଇଟି ଓଡିଶା ରାଜ୍ୟ ଚଳଚିତ୍ର ପୁରସ୍କାର
ଭୁବନେଶ୍ଵର,(ରାଜାରାମ ଷଡ଼ଙ୍ଗୀ ): ଲୋକପ୍ରିୟ ଚଳଚିତ୍ର ‘ଆଇ ଆମ କଲାମ’ର ନିର୍ମାତା ତଥା ପ୍ରଯୋଜକ ଶାନ୍ତନୁ ମିଶ୍ର ବାସ୍ତବ ଜୀବନର...
