Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବୋଲ ମାନିଲାନି ବରଯାତ୍ରୀ ବସ୍, ଦୋକାନରେ ପଶିଗଲା

ବାଲେଶ୍ବର: ବରଯାତ୍ରୀ ବସ୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭିଂ । ରାସ୍ତା ଛାଡ଼ି ଦୋକାନ ଭିତରେ ପଶିଗଲା । ୧୦ରୁ ଅଧିକ...

ଆଜି ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଏହି ୫ ଘଣ୍ଟା ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନରୁ...

ଚାଷୀ ନୟାନ୍ତ, ହାତୀ ସାଜିଛି କାଳ

ସମ୍ବଲପୁର:ସୁରକ୍ଷିତ ନୁହେଁ ଆଉ ଚାଷୀ। ଚାଷୀଙ୍କ ଅମଳକ୍ଷମ ଫସଲ।ବନ ବିଭାଗର ନିରୁପାୟକୁ ସହିବି ପାରୁନି ଚାଷୀ। ସରକାର ସବୁ ଜାଣିବି...

ବୀରମହାରାଜପୁର – ସୁବଳୟା ପୂର୍ତ୍ତବିଭାଗ ଅଧୀନରେ ଥିବା ରାସ୍ତା ର ହରିହର ଜୋର ପୋଲ ପାଲଟିଛି ମରଣ ଯନ୍ତା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମ ନିକଟରେ ଥିବା ହରିହର ଜୋର...

ଫୁଲବାମା ଶହୀଦ ସ୍ମୃତିରେ ପଞ୍ଚ ଦିବାସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଭିକମପୁର ବିପକ୍ଷରେ ବୁର୍ଲା ବିଜୟୀ

ସମ୍ବଲପୁର:ଫୁଲବାମା ଶହୀଦ ସ୍ମୃତିରେ ପଡିଆବାହାଲ ନିକଟସ୍ତ ପଧାନପାଲି ଖେଳ ପଡିଆରେ ପଞ୍ଚ ଦିବାସୀୟ ସପ୍ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।...

ଅସୁରକ୍ଷିତ ଅସମ୍ପୂର୍ଣ୍ଣ ଯାତ୍ରୀ ବିଶ୍ରାମଗାର ଯୋଗୁଁ ଯାତ୍ରୀ ହନ୍ତସନ୍ତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ‌ ଅନ୍ତର୍ଗତ ଖଣ୍ଡହତା ଛକ ଓ ଅଡାଲ ଛକ ନିକଟରେ...

୩୩ ବର୍ଷ ପରେ ଏକାଠି ହେଲେ ପାୟଗ ପାତ୍ର ପରିବାର, ମହା ଆଡମ୍ବରରେ ପାଟଯାତ୍ରା ମହୋତ୍ସବ ଅନୁଷ୍ଠିତ ।

କଳାହାଣ୍ଡି:୧୮/୦୨(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବତାସିଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର କଲସ ଯାତ୍ରା...

ସମ୍ବଲପୁର ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକଙ୍କୁ କୃତଜ୍ଞତା ଜ୍ଞାପନ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଏକ ଆଭାଷି ବୈଠକ ଜିଲ୍ଲା ସଭାପତି ଅଶୋକ କୁମାର ପୁରୋହିତଙ୍କ ଅଧ୍ୟକ୍ଷତା...

ଜନତା ହାଇସ୍କୁଲରେ ଆର୍ଦ୍ରଭୂମି ସଂରକ୍ଷଣକୁ ଗୁରୁତ୍ବ

ସମ୍ବଲପୁର:ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ଆର୍ଦ୍ରଭୂମିର ସୁରକ୍ଷା ଓ ସଂରକ୍ଷଣ ପାଇଁ...

ପୟୋନିର କମ୍ପାନୀ କୁ କୋଡୀଙ୍ଗା ମାଳି ର ବକ୍ସାଇଟ ପ୍ରଦାନ କୁ ବିରୋଧ ଘଟଣା, ସାତ ଦିନରେ ପହଁଚିଲା ଆନ୍ଦୋଳନ…

ଲକ୍ଷ୍ମୀପୁର ୧୮/୦୨ .. ଗତ ବୁଧବାର  ଦିନ ଠାରୁ ପୟୋନିର କମ୍ପାନୀ ଦ୍ୱାରା ବକ୍ସାଇଟ ପରିବହନ ଆରମ୍ଭ ହେବାର ସୂଚନା...

ହନୁମାନ ଜିଉଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ନାମ ଯଜ୍ଞ, ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ

ବାଲିଗୁଡା, ତା, ୧୬/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା...

ଜ଼ିଲ୍ଲା ନାଗରିକ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ଅଭାବ, ଅସୁବିଧା ଓ ସମସ୍ୟା ନେଇ ସାଂସଦଙ୍କୁ ଦାବୀ ପତ୍ର ପ୍ରଦାନ

ବାଲିଗୁଡା, ତା, ୧୮/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଜକୁ ଦୀର୍ଘଦିନ ହେଲା...