Odisha Districts News
ରେଙ୍ଗାଲପାଳୀ ୟୁପି ସ୍କୁଲ ରେଶିକ୍ଷକ ଅଭିଭାବକ ସମ୍ବିଳନୀ ଅନୁଷ୍ଠିତ।
କଳାହାଣ୍ଡି:୩୦/୧୧ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା...
ଗାଡ଼ି ଧକ୍କାରେ ଗୋରୁ ବ୍ୟବସାୟୀଙ୍କ ସମେତ ଦୁଇ ବଳଦ ମୃତ
ସୁନ୍ଦରଗଡ଼: କୌଣସି ଗାଡ଼ି ଧକ୍କାରେ ଚାଲିଗଲା ଗୋରୁ ବ୍ୟବସାୟୀଙ୍କ ଜୀବନ । ଏହାସହ ଦୁଇଟି ବଳଦଙ୍କ ମଧ୍ୟ ମୃତ୍ୟୁ ଘଟିଛି...
ବିଲରେ ପଡ଼ିଛି ହାତୀର କ୍ଷତବିକ୍ଷତ ମୃତଦେହ
କେନ୍ଦୁଝର: ପୁଣି ଏକ ହାତୀର ମୃତ୍ୟୁ । ଧାନ ବିଲରେ ପଡିଛି ହାତୀର କ୍ଷତବିକ୍ଷତ ମୃତଦେହ । କେନ୍ଦୁଝର ବନଖଣ୍ଡ...
କଲଭଟ ତଳକୁ ଖସିଲା କାର, ଦୁଇ ମୃତ
ନୟାଗଡ଼: ଭାରସାମ୍ୟ ହରାଇ କଲଭଟ ତଳକୁ ଖସି ପଡ଼ିଲା କାର । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...
ଡିଜିପି ସମ୍ମିଳନୀରେ ପାଟପୁର ଥାନା ପୁରସ୍କୃତ
ଭୁବନେଶ୍ବର: ରାଜଧାନୀ ବୁଭନେଶ୍ବରରେ ଚାଲିଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା ଗଞ୍ଜାମ ଜିଲ୍ଲାର ପାଟପୁର ପୋଲିସ...
ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ପିଇଟି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
ବଲାଙ୍ଗୀର: ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ପିଇଟି ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । ଆହତ ଶିକ୍ଷକ ହେଲେ ସତ୍ୟ...
ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟାଇଲା ଗୋଟିଏ ଟ୍ରକ, ୪ ମୃତ
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜଣଙ୍କ ଜୀବନ । ଦୁର୍ଘଟଣାରେ ୩ ଜଣ ଗୁରୁତର...
ଜନତା ହାଇସ୍କୁଲରେ ମାନକ ଲିଖନ ପ୍ରତିଯୋଗୀତା
ସମ୍ବଲପୁର:ଭାରତୀୟ ମାନକ ବ୍ୟୁରୋ ଦ୍ବାରା ପ୍ରମାଣିତ ଉତ୍ପାଦଗୁଡ଼ିକର ବ୍ଯବହାର ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଭାରତୀୟ...
ଦିବ୍ୟ ଊର୍ଜା ଯୋଗ ସେବା ସମିତି ପକ୍ଷରୁ ତୋଷାଳୀ କ୍ଳବ୍ କୋଡିନେଟରଙ୍କୁ ସମ୍ବର୍ଧନା
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କ ଭୁବନେଶ୍ବର ଠାରେ ପ୍ରତିଷ୍ଠା ହୋଇଥିବା...
ମାନସିକ ଅନଗ୍ରସର ମହିଳାଙ୍କୁ ଉଦ୍ଧାର କଲା ଜିଲ୍ଲା ରେସ୍କ୍ୟୁ ଟିମ୍
ଲକ୍ଷ୍ମୀପୁର ୨୯/୧୧.. ଦୀର୍ଘ ଦିନ ହେଲା ଲକ୍ଷ୍ମୀପୁର ବଜାର ଉପରେ ଉତ୍ପାତ କରୁଥିବା ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଆଜି...
ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ,ଆଜି ହେଲା ଜଳେଶ୍ବର ଶୈବ ପୀଠରୁ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ
ମାଲକାନଗିରି,(ରାଜାରାମ ଷଡ଼ଙ୍ଗୀ): ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।...
ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ।
କଳାହାଣ୍ଡି:୨୯/୧୧ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲାବାସୀଙ୍କ ବିଶ୍ୱାସ ଓ ନିଷ୍ଠାକୁ ପୁଞ୍ଜି କରି ସମସ୍ତଙ୍କୁ ଏକାଠି କରିବା ଓ ସେମାନଙ୍କ...
