Odisha Districts News
ଅମର ପାଲି କ୍ରିକେଟ କପ ଉଦଯାପିତ ; ଡାହାଣୀ ପାଲି କୁ ହରାଇ ବହଲପଦର ଦଳ ଚମ୍ପିଆନ୍ ଘୋଷିତ
ବିରମହlରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସହୁ ଗ୍ରାଉଣ୍ଡ ରେ...
ସରକାରୀ ବାସଭବନରେ କୃଷି ଉଦ୍ୟାନ ବିଭାଗ କର୍ମଚାରୀ ଙ୍କ ଆତ୍ମହତ୍ୟା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ କୃଷି ଉଦ୍ୟାନ ବିଭାଗରେ ସରକାରୀ ବାସଭବନରେ ଦଉଡ଼ି ଦେଇ କର୍ମଚାରୀଙ୍କ...
ଶକ୍ତି ସଂରକ୍ଷଣ ପାଇଁ ଲିଖିତ କୁଇଜ୍ ପ୍ରତିଯୋଗିତା
ଲକ୍ଷ୍ମୀପୁର ୦୧/୧୨ ଲକ୍ଷ୍ମୀପୁର ସାଙ୍ଗନ୍ନା ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଦିବସ ପାଳନ ପାଇଁ ବ୍ଲକ୍ ସ୍ତରୀୟ ଲିଖିତ କୁଇଜ୍...
ବୀରମହାରାଜପୁର ସ୍ଥିତ ରାଧାରାଣୀ ମଠ ବାଗବର ରେ ବୃଦ୍ଧବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କଲେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା
ବିରମହlରାଜପୁର (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ରାଧା ରାଣୀ ମଠ ବାଗବର ଠାରେ ଆଜି ବୃଦ୍ଧ ବୃଦ୍ଧା...
ସୀମା ସୁରକ୍ଷା ବାହିନୀର ୬୦ ତମ ବୃଦ୍ଧି ଦିବସ ପାଳନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଦଣ୍ଡପଦର ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ୧୩୬ ସୀମା...
ଫାଶିମାଳ ସେବା ସମବାୟ ସମିତି ସଭ୍ୟ ସଭ୍ୟାଙ୍କ ପ୍ରଶିକ୍ଷଣ ଶିବିର
ଜମନକିରା : ଆଜି ରବିବାର ଫାଶିମାଲ୍ ସମବାୟ ସମିତି ପକ୍ଷରୁ ଫାଶୀମାଲ୍ ପଂଚାୟତ ସଭାଗୃହରେ ସମବାୟ ସମିତି ସଭ୍ୟ ସଭ୍ୟାଙ୍କୁ...
ବିକାଶ ଆବାସିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ସିବିଏସଇ ବିଦ୍ୟାଳୟ ସମୂହ ଖୋ ଖୋ ମ୍ୟାଚ୍ ଅନୁଷ୍ଠିତ ।
କଳାହାଣ୍ଡି:୦୧/୧୨ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ପଶ୍ଚିମ ଓଡ଼ିଶା ସିବିଏସଇ ବିଦ୍ୟାଳୟ ସମୂହ ଖୋ ଖୋ ମ୍ୟାଚ୍ ଅନୁଷ୍ଠିତ...
ବିକାଶ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍ ରେଡ ଓ ରେଡ ରିବନ୍ କ୍ଲବ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ପାଳନ।
କଳାହାଣ୍ଡି:୦୧/୧୨:ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍ ରେଡ ଓ ରେଡ ରିବନ୍ କ୍ଲବର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ଏଡ୍ସ...
ମିଡିଆକିଆରେ ବିଶ୍ୱ ଏଡ଼ସ ଦିବସ ପାଳିତ
ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ର ନୂଆସାହି ପ୍ରାଥମିକ ବିଦ୍ୟାଳୟ ତରଫରୁ...
ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଏଡ଼ସ ଦିବସ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ...
ବାପାର ଟାଙ୍ଗିଆ ଚୋଟରେ ପୁଅ ଗୁରୁତର ଘଟଣା : କଟକ ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ଟାଙ୍ଗିଆ ବାହାରିଲା
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା (ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ...
ବୀରମହାରାଜପୁର ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ
ବୀରମହାରାଜପୁର : (ସୌମିତ୍ରି ମେହେର) ଏନର୍ଜି କ୍ଲବ ତରଫ ରୁ ସାରl ରାଜ୍ୟ ର ସମସ୍ତ ବ୍ଲକ ସଦର ମହକୁମା...
