Odisha Districts News
ଲେବର କୋର୍ଟ ପେସକାର୍ ମାଧବ ଚନ୍ଦ୍ର ନାୟକଙ୍କ ବିୟୋଗରେ ଶୋକସଭା
ସମ୍ବଲପୁର,୧୧/୦୮: ସମ୍ବଲପୁର ଲେବର କୋର୍ଟ ର ପେସକାର୍ ମାଧବ ଚନ୍ଦ୍ର ନାୟକ (୬୧) ଙ୍କ ଆକସ୍ମିକ ବିୟୋଗରେ ଆଜି ଭୁତାପଡା...
ସେରୁବନ୍ଧ ବକ୍ସାଇଟ ଖଣି ପାହାଡ଼ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଙ୍କ ଦ୍ୱାରା ଭୁମିପୂଜନ ପୁର୍ବରୁ କ୍ଷତିଗ୍ରସ୍ତ ଗ୍ରାମବାସୀ ଙ୍କ ବିରୋଧ ନିରାଶ ହୋଇ ଫେରିଲେ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ
ପଟ୍ଟାଙ୍ଗି୧୧/୦୮ଆଜି ନାଲକୋ ତରଫରୁ ସେରୁବନ୍ଧ ଖଣିର ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ...
ଧର୍ମପରାୟଣା ମହିଳାଙ୍କ ପରଲୋକ
ସମ୍ବଲପୁର: ଧନୁପାଲି ନିବାସୀ ଉପେନ୍ଦ୍ର ମାଝୀଙ୍କ ସ୍ତ୍ରୀ ସୁରେଶ୍ବରୀ ମାଝୀ (୮୩ ବର୍ଷ)ଙ୍କ ରବିବାର ନିଜବାସଭବନରେ ପରଲୋକ ହୋଇଯାଇଛି। ସେ...
ଜବାହର ନବୋଦୟ ବିଦ୍ୟାଳୟର ସମନ୍ୱୟ ବୈଠକ
କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ତୁଡ଼ିପାଜୁ ସ୍ଥିତ ପି.ଏମ୍.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟର...
ଫୁଲବାଣୀ ପୌରାଧ୍ୟକ୍ଷା ଅନାସ୍ଥା ମାମଲା, ଜିଲାପାଳଙ୍କୁ ହାଜର ନିର୍ଦ୍ଦେଶ
କନ୍ଧମାଳ: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ହାରିବା ପରେ ମଧ୍ୟ...
ବଜ୍ରପାତରେ କ୍ଷୀରପୁର୍ ଗ୍ରାମ ଅମିତାଭ ଭୋଇ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷୀରପୁର ଗ୍ରାମ ର ଅମିତାଭ ଭୋଇ (35)...
ଭୂଦେlବର ଗ୍ରାମ ରେ କୁକୁର ଆକ୍ରମଣ ରେ 4 ମେଣ୍ଢା ମୃତ , ଦୁଇ ଗୁରୁତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମରେ କୁକୁର ଆକ୍ରମଣରେ ଚାରୋଟି ମେଣ୍ଢାର...
ନିମ୍ନl ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପ୍ରମୋଦିନୀ ଝାଙ୍କର ହେଲେ ସରପଞ୍ଚ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନl ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କୁ ବୀରମହାରାଜପୁର ସିଭିଲ...
ଠୁଟିବର ଗ୍ରାମ ରେ ଡାଇରିଆ,୧୫ ରୁ ଉର୍ଦ୍ଧ ଆକ୍ରାନ୍ତ,ଗାଁରେ ପହଞ୍ଚିଲେ ଜିଲ୍ଲା ମେଡ଼ିକାଲ ଟିମ।
କଳାହାଣ୍ଡି:୧୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ ଗତ କିଛିଦିନ ତଳେ ଡାଇରିଆ ବ୍ୟାପି ଜଣେ ଆକ୍ରାନ୍ତ...
ଲଡୁଗାଁ ଗୌନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକାକୁଳ ପରିବେଶ।
କଳାହାଣ୍ଡି:୧୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ର ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ (୮୫) ଙ୍କ ଶନିବାର...
ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ବିକାଶ ସାତସପନ, ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ ଦୂରରେ ଆଦିବାସୀବସ୍ତି
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ସାତସପନ ପାଲଟିଛି. ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ...
ଗଜପତି ଜିଲ୍ଲାର କାଶୀନଗରରେ ବଂଶଧାରା ନଦୀର ବାଲିଘାଟ ଲିଜ ନେଇ ଜନଶୁଣାଣି ସମାପ୍ତ
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଉପଯୋଗୀ...
