Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ କୋକସରା ଓଏଭି ରୁ ଅନୁଷ୍କା ଠାକୁର ଟପ୍ପର।

କୋକସରା:୧୪/୦୫ ସିବିଏସଇ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ର ଛାତ୍ରୀ...

ଶାନ୍ତି ଶୃଙ୍ଖଳା ରେ ସରିଲା ମତଦାନ….

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସରିଥିବା ଜଣାପଡିଛି।ଏହି କ୍ରମରେ ବ୍ଲକ ର ରିଂଜା...

ଗାଲିଗାଦାର ଜଳ ପ୍ରପାତ ରେ ଗାଧେଇବା ସମୟରେ ଦୁଇ ସାଙ୍ଗଙ୍କ ମୃତ

ପଟ୍ଟାଙ୍ଗି୧୪/୦୫ସାଙ୍ଗ ହୋଇ ଆସିଥିଲେ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ହତ ଧରାଧରି ହୋଇ ଚାଲିଗଲେ ଆରପାରିକୁ । ଏହିପରି ଏକ ହୃଦୟ...

ଲବ ସାହୁ ହେଲେ କଂଗ୍ରେସ ର ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକାରି ସଭାପତି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରି ସଭାପତି ଭାବେ ଲବ କୁମାର ସାହୁ ଙ୍କୁ...

ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତଲେ କୋଟିଆଭୋଟର୍

ପଟ୍ଟାଙ୍ଗି୧୪/୦୫ରାଜ୍ୟରେ ଲୋକସଭା ଓ ବିଧାନସଭା ର ପ୍ରଥମ ପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ ସରିଥିବା ବେଳେ ସେପଟେ ନିଜ ନିଜର ମତଦାନ...

ରେଙ୍ଗଲି:ଘରକୁ ଘର ଗଲେ,ଭୋଟ ଭିକ୍ଷା କଲେ ନାଉରୀ

ସମ୍ବଲପୁର(ରେଙ୍ଗାଲି):ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଓ ସମର୍ଥକ ଙ୍କ ତତ୍ପରତା ବୃଦ୍ଧି ପାଇବାରେ ଲାଗିଛି । ନିର୍ବାଚନୀ ରେଲି...

୧୯ ଖଣ୍ଡ ମୌଜା ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ

ଝାରସୁଗୁଡା ୧୩/୫ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ ଏବଂ...

ଭାରସାମ୍ୟ ହରାଇ ଓଲଟିଲା କାର

ଝାରସୁଗୁଡା ୧୩/୫ (ଓଡ଼ିଶା.ନ୍ୟୁଜ) ଜାତୀୟ ରାଜପଥ ୪୯ ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ମହାସିଂ ପେଟ୍ରୋଲ ପମ୍ପ ସମ୍ମୁଖରେ...

ଅବ୍ୟବସ୍ଥା ମଧ୍ୟରେ ଲକ୍ଷ୍ମୀପୁର ରେ ସମାପ୍ତ ହେଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଟାଣ ଖରାରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ଭୋଟର…

ଲକ୍ଷ୍ମୀପୁର ୧୩/୦୫ ….କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ରେ ଶାନ୍ତି ଶୃଙ୍ଖଳା ର ସହ ମାତ୍ର କିଛି ସମୟ...

ମହୁମାଛି ଆକ୍ରମଣରେ ପଣ୍ଡିତ ଅନନ୍ତ ରାମ ମିଶ୍ର ଗୁରୁତର ଆହତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା କିଡ୍ସ ଇଂଲିଶ ମିଡିୟମ ସ୍କୁଲ...

ସୋନପୁର ମଝିପଡ଼ା ୮ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ ନିର୍ବାଚନୀ ସଭା

ସୁବର୍ଣ୍ଣପୁର( ରାଜ କିଶୋର ତ୍ରିପାଠୀ )ଆଗାମୀ ସଧାରଣ ନିର୍ବାଚନକୁ ନେଇ ସୋନପୁର ମଝିପଡା ୮ ନମ୍ବର ୱାର୍ଡରେ ଆଜି ଅପରାହ୍ନରେ...

ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ନାମାଙ୍କନ ଦାଖଲ ।

ଅସ୍ତରଙ୍ଗ,,ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ତାଙ୍କର ହଜାର ହଜାର ସମର୍ଥକ, ପ୍ରଂଶସକ ଓ ବନ୍ଧୁ ପରିଜନ ଆଦି ଙ୍କୁ ନେଇ...