Odisha Districts News
ଜବାହର ନବୋଦୟ ବିଦ୍ୟାଳୟର ସମନ୍ୱୟ ବୈଠକ
କନ୍ଧମାଳ : (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ତୁଡ଼ିପାଜୁ ସ୍ଥିତ ପି.ଏମ୍.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟର...
ଫୁଲବାଣୀ ପୌରାଧ୍ୟକ୍ଷା ଅନାସ୍ଥା ମାମଲା, ଜିଲାପାଳଙ୍କୁ ହାଜର ନିର୍ଦ୍ଦେଶ
କନ୍ଧମାଳ: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ହାରିବା ପରେ ମଧ୍ୟ...
ବଜ୍ରପାତରେ କ୍ଷୀରପୁର୍ ଗ୍ରାମ ଅମିତାଭ ଭୋଇ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷୀରପୁର ଗ୍ରାମ ର ଅମିତାଭ ଭୋଇ (35)...
ଭୂଦେlବର ଗ୍ରାମ ରେ କୁକୁର ଆକ୍ରମଣ ରେ 4 ମେଣ୍ଢା ମୃତ , ଦୁଇ ଗୁରୁତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମରେ କୁକୁର ଆକ୍ରମଣରେ ଚାରୋଟି ମେଣ୍ଢାର...
ନିମ୍ନl ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପ୍ରମୋଦିନୀ ଝାଙ୍କର ହେଲେ ସରପଞ୍ଚ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନl ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କୁ ବୀରମହାରାଜପୁର ସିଭିଲ...
ଠୁଟିବର ଗ୍ରାମ ରେ ଡାଇରିଆ,୧୫ ରୁ ଉର୍ଦ୍ଧ ଆକ୍ରାନ୍ତ,ଗାଁରେ ପହଞ୍ଚିଲେ ଜିଲ୍ଲା ମେଡ଼ିକାଲ ଟିମ।
କଳାହାଣ୍ଡି:୧୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ରେ ଗତ କିଛିଦିନ ତଳେ ଡାଇରିଆ ବ୍ୟାପି ଜଣେ ଆକ୍ରାନ୍ତ...
ଲଡୁଗାଁ ଗୌନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକାକୁଳ ପରିବେଶ।
କଳାହାଣ୍ଡି:୧୧/୦୮ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଗ୍ରାମ ର ଗୌନ୍ତିଆ ପ୍ରଫୁଲ୍ଲ ଚନ୍ଦ୍ର ମାଝୀ (୮୫) ଙ୍କ ଶନିବାର...
ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ବିକାଶ ସାତସପନ, ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ ଦୂରରେ ଆଦିବାସୀବସ୍ତି
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ସାତସପନ ପାଲଟିଛି. ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ...
ଗଜପତି ଜିଲ୍ଲାର କାଶୀନଗରରେ ବଂଶଧାରା ନଦୀର ବାଲିଘାଟ ଲିଜ ନେଇ ଜନଶୁଣାଣି ସମାପ୍ତ
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଉପଯୋଗୀ...
ଗୁମ୍ମା ବ୍ଲକ ତରଙ୍ଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରଶମ୍ବା ଗ୍ରାମ ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ, ଆଦିବାସୀଙ୍କ ହକ ଓ ବିକାଶ ନେଇ ଗୁରୁତ୍ୱାରୋପ
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ବିଶ୍ଵ ଆଦିବାସୀ ଦିବସ ଅବସରରେ ଗଜପତିର ଗୁମ୍ମା ବ୍ଲକ ତାରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ ଭାରତ...
ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ...
ଭାରତ କୁ ଜାଣିବାକୁ ବିବେକାନନ୍ଦଙ୍କୁ ଜାଣି ନିଷ୍ପତ୍ତି ନିଅ
ସମ୍ବଲପୁର:ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଅଷ୍ଟାଦଶ ସପ୍ତାହ ପ୍ରଶିକ୍ଷଣ...
