News from Puri Odisha
ବଡଭାଇଙ୍କ ପଛେ ପଛେ ଗଡିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ
ପୁରୀ: ବଡଭାଇଙ୍କ ପଛେ ପଛେ ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ। ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ମା ସୁଭଦ୍ରାଙ୍କ ଦର୍ପଦଳନ...
ଗଡିଲା ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ
ପୁରୀ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଶ୍ରୀ ବଳଭଦ୍ରଙ୍କର ତାଳଧ୍ୱଜ ରଥ । ଭକ୍ତଙ୍କ ପତୀକ୍ଷାର ହେଲା ଅନ୍ତ। ଗଜପତି...
ପହଣ୍ଡି ବିଜେ ପରେ ଚାଲିଛି ଛେରାପହଁରା; ରଥରେ ଛେରାପହଁରା କରୁଛନ୍ତି ଗଜପତି ମହାରାଜ
ପୁରୀ: ସରିଛି ତିନି ଠାକୁରଙ୍କ ପହଣ୍ଡିବିଜେ ନୀତି। ତିନି ରଥରେ ବିରାଜମାନ କରିଛନ୍ତି ତିନିଠାକୁର। ଭକ୍ତଙ୍କ ଆବେଗଭରା ପ୍ରେମରେ ଭିଜୁଛି...
ସରିଲା ତିିନିଠାକୁରଙ୍କ ପହଣ୍ଡି ବିଜେ
ପୁରୀ: ସରିଲା ତିିନିଠାକୁରଙ୍କ ପହଣ୍ଡି ବିଜେ ନୀତି। ରଥ ଉପରେ ବିଜେ କରିଛନ୍ତି ମହାପ୍ରଭୁ। ଘଣ୍ଟଘଣ୍ଟା ଧ୍ୱନିରେ କମ୍ପୁଛି ଚାରିଦିଗ।...
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ; ରଥରେ ବିରାଜିବେ କଳା ସାଆନ୍ତ
ପୁରୀ: ଆରମ୍ଭ ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି । କି ମନୋରମ ଦୃଶ୍ୟ ସେ। ଭକ୍ତଙ୍କ ମେଳିରେ...
ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ; ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା
ପୁରୀ: ଆଜି ବିଶ୍ବ ନିୟନ୍ତାଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଆରମ୍ଭ ହେଲାଣି ପହଣ୍ଡିବିଜେ ନୀତି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିବିଜେ ନୀତି...
ଆରମ୍ଭ ହେଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡିବିଜେ ନୀତି
ପୁରୀ: ଭକ୍ତମୟ ବଡଦାଣ୍ଡ। ଭକ୍ତିଭାବରେ ଉଠୁଛିପଡୁଛି ଶ୍ରୀକ୍ଷେତ୍ର। ଏକାକାର ହେବେ ଭକ୍ତ ଓ ଭଗବାନ। ଚକ୍ରରା ସୁଦର୍ଶନଙ୍କ ପହଣ୍ଡି ବିଜେ...
ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ; ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା ହେଲେ ସୁଦର୍ଶନ ଠାକୁର
ଭୁବନେଶ୍ବର: ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡରେ ଜମିଛି ଭକ୍ତଙ୍କ ଭିଡ। କାଳିଆ ସାଆନ୍ତକୁ ଦେଖିବା ଲାଗି ବ୍ୟାକୁଳ...
ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭକ୍ତମୟ ବଡଦାଣ୍ଡ। ତେବେ ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୮ଟି...
ଆଜି ପବିତ୍ର ରଥଯାତ୍ରା; ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ
ପୁରୀ: ଆଜି ପବିତ୍ର ବିଶ୍ବପ୍ରସିଦ୍ଧ ରଥଯାତ୍ରା। ରଥରେ ବିଜେ କରିବେ ତିିନିଠାକୁର। ସେଥିଲାଗି ରଥ ଓ ପଥ ସବୁକିଛି ପ୍ରସ୍ତୁତ ହୋଇରହିଛି...
ରଥଯାତ୍ରାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ୫ଶହ ଟିପିସିଓଡିଏଲ୍ କର୍ମଚାରୀ ମୁତୟନ
ପୁରୀ: ଆସନ୍ତାକାଲି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ନଅ ଦିନ ଧରି ଚାଲିବାକୁ ଥିବା ଏହି ରଥଯାତ୍ରା ଉତ୍ସବକୁ ଦେଖିବା ପାଇଁ ଲକ୍ଷ...
କଟକଣା ସତ୍ତ୍ବେ ବି ନୋ ଫ୍ଲାଇଂ ଜୋନ୍ରେ ଉଡିଲା ଡ୍ରୋନ୍; ପୁରୀ
ପୁରୀ : ଆସନ୍ତାକାଲି ରଥଯାତ୍ରା। ରଥଯାତ୍ରା ଉପଲକ୍ଷେ ପୁରୀରେ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରଥଯାତ୍ରାରେ ଡ୍ରୋନ୍ ଉଡାଣ...
