Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

News from Sambalpur Odisha

ବନ୍ଧ , ପୋଖରୀକୁ ନେଇ କାହାର ଚିନ୍ତା ନାହିଁ:ଇତିହାସ ପାଲଟିଯିବ ଐତିହ୍ୟ ପୁଷ୍କରିଣୀ

ସମ୍ବଲପୁର:ବନ୍ଧ, ପୋଖରୀକୁ ନେଇ କାହାର ଚିନ୍ତା ନାହିଁ। ଫଳରେ ଇତିହାସ ପାଲଟିବାକୁ ବସିଲାଣି ସମ୍ବଲପୁର ଜିଲ୍ଲାର ଐତିହ୍ୟ ପୁଷ୍କରିଣୀ ସବୁ।...

ପହଲଗାଓଁ ଆତଙ୍କବାଦୀଙ୍କ ଆକ୍ରମଣ ରେ ସହିଦ ଙ୍କୁ ରେଙ୍ଗାଲି ରେ ଶ୍ରଦ୍ଧାଞଳୀ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଜମ୍ମୁ କାଶ୍ମୀର ପହଲ ଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସହିଦ ଙ୍କୁ...

ପଶ୍ଚିମ ଓଡ଼ିଶା ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀପ ଦାନ

ସମ୍ବଲପୁର:ଆଜି “ପଶ୍ଚିମ ଓଡ଼ିଶା ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି” ର ଆବାହକ ସୌରଭ ରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱ ରେ...

କେନ୍ଦ୍ରୀୟ ବିଦ୍ୟାଳୟ କୁଚିଣ୍ଡା ପାଇଁ ସ୍ଥାୟୀ ଭବନ ନିର୍ମାଣ ନିମିତ୍ତେ ଜମି ଅନୁଦାନ

ସମ୍ବଲପୁର:ଶିକ୍ଷା ଖେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ରାଜ୍ୟ ସରକାର ଦ୍ୱାରା ସମ୍ବଲପୁର ଜିଲ୍ଲା, କୁଚିଣ୍ଡା ତହସିଲ ଏବଂ...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି:ପୋଲିସ କର୍ମାଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ,କନେଷ୍ଟବଳ,ହାବିଲଦାର ଓ ସିପାହୀ ମାନଙ୍କ ଏକ୍‌ଷ୍ଟ୍ରା ଡ୍ୟୁଟି ପ୍ରୋତ୍ସାହନ ରାଶିରେ ମଧ୍ୟ ବୃଦ୍ଧି

ଓଡିଶାକୁ ଶାନ୍ତି ଶୃଙ୍ଖଳା କ୍ଷେତ୍ରରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢି ତୋଳିବା ଆମର ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ରାଜ୍ୟ...

ଜାତୀୟ ପଞ୍ଚାୟତି ରାଜ ଦିବସ ଉପଲକ୍ଷେ ରେଙ୍ଗାଲି ବ୍ଲକ ର ରେଙ୍ଗାଲି ଓ ନିଶାନଭଙ୍ଗା ପଞ୍ଚାୟତ ପୁରସ୍କୃତ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ର ରେଙ୍ଗାଲି ଓ ନିଶାନଭଙ୍ଗା ପଞ୍ଚାୟତ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ଅବସର ରେ...

ପୁରୀ ଠାରେ ଜାତୀୟ ପଞ୍ଚାୟତିରାଜ ଦିବସ :ଗ୍ରାମାଞ୍ଚଳର ବିକାଶ ବିନା ରାଜ୍ୟ ଓ ଦେଶର ବିକାଶ ଅସମ୍ଭବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆମ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୬୯ ପ୍ରତିଶତ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଓଡ଼ିଶାରେ ୮୩ ପ୍ରତିଶତ ଲୋକ ଗାଁରେ...

ପଞ୍ଚାୟତ ରାଜ ବ୍ୟବସ୍ଥା କୁ ସଫଳ କରିବା ପାଇଁ ନିଶା ନିବାରଣ ଏକମାତ୍ର ବିକଳ୍ପ ,ଅଭିଯାନ ପକ୍ଷରୁ ପଦଯାତ୍ରା

ସମ୍ବଲପୁର /କୁଚିଣ୍ଡା: ଆଜି ସମଗ୍ର ଦେଶ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରୁଛି ।ଏହି ଖୁସିରେ ମଧ୍ୟ ମିଳିତ...

ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଦିବସ: ଗ୍ରାମପଞ୍ଚାୟତ ଗ୍ରେଡ ଏ ରେ ପୁରସ୍କୃତ ହେଲେ ଯୁବ ସରପଞ୍ଚ

ସମ୍ବଲପୁର:ଗ୍ରାମ ପଞ୍ଚାୟତ ରାଷ୍ଟ୍ର ଗଠନର ମୂଳଦୁଆ। ଗ୍ରାମ ପଞ୍ଚାୟତ ସୁଦୃଢ ହେଲେ ଲୋକଙ୍କ ସମସ୍ଯା ଦୂର ହୋଇ ପାରିବ। ଏହି...

ମୁର୍ଶୀଦାବାଦ ଓ ପହଲଗାମ ହିଂସାକୁ ନେଇ ବରେଇପାଳିରେ ହରତାଳ

ସମ୍ବଲପୁର: ଆଜି ସକାଳ ସାଢେ ୭ଟା ବେଳେ ୫୫ ନମ୍ବର ଜାତୀୟ ରାଜପଥ ବରେଇପାଲି ଠାରେ ଶ୍ରୀ ରାମ ଜନ୍ମୋତ୍ସବ...

ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ:ମାମୁଁଘରୁ ଆସିଲା ମଉଲା ଭାର

ସମ୍ବଲପୁର:ଅତାବିରା ବ୍ଲକ ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆଜି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ଶ୍ରୀଜିଉଙ୍କ...

ରେଙ୍ଗାଲିରେ ଶିଳ୍ପ ମୋହ, କମୁଛି ମାଟିର ଉର୍ବରତା ମାତ୍ରାଧିକ ପ୍ରଦୂଷଣ ପାଇଁ ହେଉ ନାହିଁ ପନି ପରିବା

ସମ୍ବଲପୁର:ରେଙ୍ଗାଲି ସମ୍ବଲପୁର ଜିଲ୍ଲାର ଏକ ପ୍ରମୁଖ ବ୍ଲକ ଏକଦା ଧାନ ଚାଷ ଓ ପନିପରିବାର ଚାଷ ପାଇଁ ଜିଲ୍ଲାରେ ପ୍ରମୁଖ...