News from Sambalpur Odisha
ଓଡିଶା ଅଣ ଗେଜେଟେଡ କର୍ମଚାରୀ ସମନ୍ୱୟ ସମିତିର ନୂତନ କର୍ମକର୍ତ୍ତା
ବ୍ରହ୍ମପୁର:ଆଜି ବ୍ରହ୍ମପୁର ସଂସ୍କୃତି ଭବନରେ ଅନୁଷ୍ଟିତ ଓଡ଼ିଶା ଅଣ ଗଜେଟେଡ କର୍ମଚାରୀ ସମନ୍ବୟ ସମିତିର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇ...
ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଆଲୋଚନାଚକ୍ର
ଜମନକିରା : ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତିର ଦଶମ ଉପଖଣ୍ଡ ସ୍ତରୀୟ ବୈଠକ ପୂର୍ବତନ ବ୍ଳକ ଅଧ୍ୟକ୍ଷ କରୁଣାକର...
ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମଯୁବ ଶକ୍ତିହିଁ ଦେଶ ପ୍ରଗତିର ସାଥି
ଜମନକିରା ; ଯୁବ ଶକ୍ତିହିଁ ଦେଶ ପ୍ରଗତିର ସାରଥି। ସେଥିପାଇଁ ସୁରକ୍ଷିତ ସ୍ୱାସ୍ଥ୍ୟ ଓ ପ୍ରାଥମିକ ଚିକିତ୍ସା ଜୀବନ ପାଇଁ...
ଶୋଭନୀୟ ଶିକ୍ଷାଶ୍ରମର ପୁରସ୍କାର ବିତରଣୀ ଉତ୍ସବ
ସମ୍ବଲପୁର:ସହରରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ଆଜି ପୁରସ୍କାର ବିତରଣୀ ଉତ୍ସବ ଉତ୍ସାହର ସହିତ ପାଳିତ ହୋଇଯାଇଛି।ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଅକ୍ଷୟ...
ବିଜୁ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ଧନକଉଡା ବିଜୟୀ
ସମ୍ବଲପୁର:ସ୍ଥାନୀୟ ସାକ୍ଷୀପଡ଼ା କ୍ରିକେଟ କ୍ଳବ ପକ୍ଷରୁ ସାକ୍ଷୀପଡ଼ା ଖେଳପଡିଆରେ ଆଜି ବିଜୁ ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ...
ବାଇକ ଦୁର୍ଘଟଣା : ଜଣେ ମୃତ ଜଣେ ଆହତ
ସମ୍ବଲପୁର : ପଡ଼ିଆବାହାଲ ରୁ ମେଘପାଳ ଯିବା ରାସ୍ତା ହିରୋ ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ...
ଆଗାମୀ ନିର୍ବାଚନ ପାଇଁ ଆରମ୍ଭ ହେଲା କଂଗ୍ରେସର ରଣନୀତି ପ୍ରସ୍ତୁତି ବୈଠକ
ଜମନକିରା : ଆସନ୍ତା ନିର୍ବାଚନ ପାଇଁ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳ କଂଗ୍ରେସ ବିଜେଡି ଓ ବିଜେପି...
ବାଙ୍ଗାଲୋର ଦର୍ଶନ:ମାନବୀୟ ଗୁଣର ମହାନୁଭବତା
ସମ୍ବଲପୁର:ବାପା ଓ ଝିଅଙ୍କ ଏକ ଖୁସୀ ମୁହୂର୍ତ୍ତର ବିରଳ ଚିତ୍ରକୁ ନେଇ ଆଜି ଦିନରେ ବଡ ଚର୍ଚା । ହେଲେ...
ସାମାଜିକ ଅନୁଷ୍ଠାନ ସେବା ର ବାର୍ଷିକ ବନ୍ଧୁ ମିଳନ: ସେବା କାର୍ଯ୍ୟକୁ ପ୍ରଶଂସା
ସମ୍ବଲପୁର: ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ” ସେବା” ର ବାର୍ଷିକ ବନ୍ଧୁ ମିଳନ ଆଜି ଅନୁଷ୍ଠିତ ହୋଇଯାଇଛି I ରେଙ୍ଗାଲି...
କୃଷିର ବିକାଶ ନେଇ ଉଚ୍ଚ ସ୍ତରୀୟ ବୈଜ୍ଞାନିକ ଟିମର ଅନୁସନ୍ଧାନ
ସମ୍ବଲପୁର : କୃଷିର କାର୍ଯ୍ୟର ଉପଲବ୍ଧି ହାସଲ କରିବା ନେଇ ଏକ ଉଚ୍ଚ ସ୍ତରୀୟ ବୈଜ୍ଞାନିକ ଓ କୃଷି ବିଶେଷଜ୍ଞ...
ଦେବଗଡ଼ରେ ଚଷା ସମାଜ ଏବଂ ପଛୁଆ ବର୍ଗ ସମାଜର ବନ୍ଧୁ ମିଳନ:ସମାଜକୁ ଆଗକୁ ନେବାକୁ ହେଲେ ସବୁ ବର୍ଗର ଲୋକଙ୍କୁ ସାଙ୍ଗରେ ନେବାକୁ ପଡିବ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର(ତିଳେଇବଣି):ଆମେ ଚଷା ଲୋକମାନେ । ସମାଜରେ ଲୋକଙ୍କ ପ୍ରତି ଆମର ଦାୟିତ୍ୱ ଅଧିକ ଅଛି । ସମାଜକୁ ଆଗକୁ ନେବା...
ଦେବଗଡରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର ଲୋକାର୍ପିତ:ବୈଶ୍ୱିକ ଢାଞ୍ଚାରେ ଭବିଷ୍ୟତର କାର୍ଯ୍ୟ ଉପରେ ଦିଆଯିବ ପ୍ରଶିକ୍ଷଣ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର (ଦେବଗଡ):ଓଡ଼ିଶାର ଯୁବପିଢିଙ୍କ ସ୍କିଲିଂ ବଢାଇବା ଦିଗରେ ସମ୍ବଲପୁର ଓ ଢେଙ୍କାନାଳ ପରେ ଶନିବାର ଦେବଭୂମି ଦେବଗଡରେ ଏନଏସଡିସିର ‘ସ୍କିଲ୍...
