News from Sambalpur Odisha
ମୁଦିପଡାରୁ ବାହାରିଲା ଅର୍ପଣ ରଥ,ସହରରେ ଭବ୍ୟ ସମ୍ବର୍ଦ୍ଧନା
ସମ୍ବଲପୁର:ଆସନ୍ତା ୧୭ ତାରିଖ ଦିନ ହେବାକୁ ଥିବା ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପରିପ୍ରେକ୍ଷୀରେ ଆଜି ଜୟ ଜଗନ୍ନାଥ ଅର୍ପଣ...
ଧମାରେ ଅର୍ପଣ ରଥ ପରିକ୍ରମା:ନୈବେଦ୍ୟରେ ଅଞ୍ଚଳ ଜଗନ୍ନାଥ ମୟ
ସମ୍ବଲପୁର(ଧମା): ଓଡିଆ ସଂସ୍କୃତି ଓ ଆଧ୍ୟାତ୍ମିକ ପୁନଃଜାଗରଣର ନୈବେଦ୍ୟ ନେଇ ସାରା ଓଡିଶା ପରିକ୍ରମା କରୁଥିବା ଶ୍ରୀ ଜଗନ୍ନାଥ ଅର୍ପଣ...
ଆମ କଥା ଆମ ବ୍ୟଥା: ରାସ୍ତା ନଥିବା ଗାଁର ନାମ ସୁନାମୁଦି
ସମ୍ବଲପୁର(କୁଲୁଣ୍ଡି):ମୂଳରୁ ଗାଁକୁ ରାସ୍ତା ନାହିଁ କିନ୍ତୁ ନୂତନ ଭାବେ ତିଆରି ହେଉଥିବା ରାସ୍ତା ଉପରେ ପୋଲ ନିର୍ମାଣକୁ ନେଇ ଅଞ୍ଚଳରେ...
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ସମ୍ବଲପୁର ମହାନଗର ଶାଖା ପକ୍ଷରୁ ଜନଜାଗରଣ ବୈଠକ
ସମ୍ବଲପୁର:ଆସନ୍ତ ୨୨ ତାରିଖ ଉତ୍ତରପ୍ରଦେଶ ଅଯୋଧ୍ୟା ଠାରେ ବିଶାଳ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ପ୍ରଭୂଙ୍କ ପ୍ରାଣ ପ୍ରତିଷ୍ଠା ପରେ...
ବ୍ରହ୍ମପୁର ସିଟି ହସ୍ପିଟାଲରେ ମିଳୁନାହିଁ ଜରୁରୀ ସେବା:ବିକ୍ଷୋପ ପ୍ରଦର୍ଶନ
ବ୍ରହ୍ମପୁର:ବ୍ରହ୍ମପୁର ସିଟି ହସ୍ପିଟାଲରେ ଚିକିତ୍ସା ଜନିତ ଅବହେଳା ସମାଧାନ ଦାବିନେଇ ସହରର ଅଗ୍ରଣୀ ସଂଗ୍ରାମୀ ସଂଗଠନ ମାନବ ଅଧିକାର ସୁରକ୍ଷା...
ଦଶହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ସମାଗମ ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ୭ଦିନ ବ୍ୟାପି ୨ୟ ଧନୁଯାତ୍ରା ଉଦଯାପିତ,କଂସ ନିଧନରେ ମଥୁରାନଗରୀ ଉଲ୍ଲସିତ
ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଚିପିଲିମା ରେ ୭ଦିନ ବ୍ୟାପି ଅନୁଷ୍ଠିତ ଧନୁଯାତ୍ରା ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଥିବାବେଳେ,ଶେଷ ରଜନୀରେ କୃଷ୍ଣଙ୍କ ହାତରେ...
ପଶ୍ଚିମାଞ୍ଚଳର ବୀରପୁତ୍ରଙ୍କ ବିଷୟରେ ଗବେଷଣା କରି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବା ଏକ ଐତିହାସିକ ଘଟଣା – ପ୍ରମୋଦ ରଥ
ସମ୍ବଲପୁର:ଗତ ଡ଼ିସେମ୍ବର ୩୦ ତାରିଖ ରକ୍ତତୀର୍ଥ କୁଦୋପାଲିରେ ଦେଇଥିବା ପ୍ରତିଶ୍ରୁତି କୁ ରକ୍ଷା କଲେ କେନ୍ଦ୍ର ଶିକ୍ଷ୍ୟା, ଦକ୍ଷତା ବିକାଶ...
ଖିଦମତ “ରୋଟି ବ୍ୟାଙ୍କ’ ଠାରେ ସିଦ୍ଧୁ ସାହାଙ୍କ ପକ୍ଷରୁ କମ୍ବଳ ବଣ୍ଟନ ଓ ଭୋଜନ ସନ୍ଧ୍ୟା
ସମ୍ବଲପୁର:ଖିଦମତ ସ୍ୱେଚ୍ଛାସେବୀ ସଂଗଠନ “ରୋଟି ବ୍ୟାଙ୍କ’ ଠାରେ ସିଦ୍ଧୁ ସାହାଙ୍କ ପକ୍ଷରୁ କମ୍ବଳ ବଣ୍ଟନ ଓ ଭୋଜନ ସନ୍ଧ୍ୟା କାର୍ଯ୍ୟକ୍ରମ...
ପ୍ରତିଶୃତି ରକ୍ଷା କଲେ କେନ୍ଦ୍ର ମନ୍ତ୍ରୀ:ଶହୀଦ ବୀର ଛବିଳ ସାଏଙ୍କ ସମେତ ଇତିହାସ ପୃଷ୍ଠାରେ ଅନାଲୋଚିତ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ହେବ ଗବେଷଣା
ସମ୍ବଲପୁର: ଦେଶକୁ ସ୍ୱତନ୍ତ୍ରତା ଦେବାରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା...
ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତ୍ରଣ ପତ୍ର ପ୍ରଦାନ
ସମ୍ବଲପୁର (କୁଚିଣ୍ଡା):ଅଯୋଧ୍ୟାରେ ପବିତ୍ର ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଅଲେଖ ମହୀମା ମଠର ସନ୍ଥ ଶେଷଦେବ ବାବାଙ୍କୁ...
ସରକାରୀ କଲେଜ ଦାବି ସହ ପ୍ରଦ୍ୟୁଷଣ ନିରାକରଣ ଓ ସ୍ଥାନୀୟ ନିଯୁକ୍ତି ଦାବି ଧରି ଆନ୍ଦୋଳନ ପାଇଁ ସଜବାଜ
ଝାରସୁଗୁଡା: ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ଝାରସୁଗୁଡା ପକ୍ଷରୁ ଆଜି କ୍ରିୟାନୁଷ୍ଠାନ କମିଟି ଓ ଉପଦେଷ୍ଟା କମିଟି ର ଏକ ମିଳିତ...
ଯନ୍ତ୍ରଣାର ଅନ୍ତ ଘଟିବ ନକ୍ସାପାଲି ଠୁ ସିନ୍ଦୁରପଙ୍କ ଭାୟା ଧନୁପାଲି ଛକର ରାସ୍ତା ନିର୍ମାଣ ହେଲେ : ସୂର୍ଯ୍ୟ ପାଣିଗ୍ରାହୀ
ସମ୍ବଲପୁର:ସମ୍ବଲପୁର ଠୁ କଟକ ଓ ସମ୍ବଲପୁର ଠୁ କେଉଁଝର ଜାତୀୟ ରାଜପଥ ର ନିର୍ମାଣ ପାଇଁ କେନ୍ଦ୍ର ସରକାର ଦୀର୍ଘ...
