News from Subarnapur Odisha
ବଜ୍ରପାତରେ କ୍ଷୀରପୁର୍ ଗ୍ରାମ ଅମିତାଭ ଭୋଇ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷୀରପୁର ଗ୍ରାମ ର ଅମିତାଭ ଭୋଇ (35)...
ଭୂଦେlବର ଗ୍ରାମ ରେ କୁକୁର ଆକ୍ରମଣ ରେ 4 ମେଣ୍ଢା ମୃତ , ଦୁଇ ଗୁରୁତର
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମରେ କୁକୁର ଆକ୍ରମଣରେ ଚାରୋଟି ମେଣ୍ଢାର...
ନିମ୍ନl ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେ ଙ୍କୁ କୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ପ୍ରମୋଦିନୀ ଝାଙ୍କର ହେଲେ ସରପଞ୍ଚ
ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନl ପଞ୍ଚାୟତର ସରପଞ୍ଚ ସୂର୍ଯ୍ୟକାନ୍ତି ପାଣ୍ଡେଙ୍କୁ ବୀରମହାରାଜପୁର ସିଭିଲ...
ବୁରୋଘାଟ ଗ୍ରାମରେ ଜନ୍ମିତ ବରିଷ୍ଠ କଳାକାର ଗୁରୁ ଭଗବାନ ଦାଶ ଙ୍କ ପରଲୋକ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅଞ୍ଚଳର ଜଣାଶୁଣା ବରିଷ୍ଠ କଳାକାର ଗୁରୁ ଭଗବାନ ଦାଶଙ୍କ...
ବୀରମହାରାଜପୁର କଲେଜ ରେ ଅଗଷ୍ଟ କ୍ରାନ୍ତି ଦିବସ, ବିଶ୍ଵ ଆାଦିବାସୀ ଦିବସ , ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଦିବସ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଗଷ୍ଟ କ୍ରାନ୍ତି ଦିବସ...
ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ବିଷୁଦ୍ଧ ଥଣ୍ଡା ପାନୀୟ ଜଳ ପାଇଁ ମେସିନ ର ବ୍ୟବସ୍ଥା କଲେ ବ୍ଲକ ପ୍ରଶାସନ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପ୍ରଶାସନ ପକ୍ଷରୁ ଆଜି ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଲୟରେ ରୋଗୀ...
ଆଦର୍ଶ ପ୍ରଧାନ ଶିକ୍ଷକ ଜ୍ୟୋତିର୍ବିଦ୍ ପଣ୍ଡିତ ଗୁଣ ସାଗର ପଣ୍ଡା ଙ୍କ ଦେହାନ୍ତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବମରାଜ ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣସାଗର ପଣ୍ଡାଙ୍କ...
ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗୀତା ରେ ଅଂଶଗ୍ରହଣ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଚାରି ଜଣ
ବୀରମହାରାଜପୁର : (ସୌମିତ୍ରି ମେହେର) ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ପୁଣି କମାଲ ଦେଖାଇବେ ୪ ଓଡିଆ ଖେଳାଳୀ । ଥାଇଲାଣ୍ଡ...
ବିପଦ ସଙ୍କୁଳ ଅବସ୍ଥାରେ ପଟାଭାଡି କୋଶଲ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ସ୍ଥିତ ବିଦ୍ୟୁତ ଟ୍ରାନ୍ସଫର୍ମର
ସୋନପୁର : ବାରମ୍ବାର ଅଭିଯୋଗ ସତ୍ତ୍ବେ ନିର୍ମାଣ ହେଉନାହିଁ ସୁରକ୍ଷା ବାଡ କି ଜନବସତି ର ଭିଡ ମଧ୍ୟରୁ ଅପସାରଣ...
ସୁବର୍ଣ୍ଣପୁର ଜିଲ୍ଲା ରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଶୁଭାରମ୍ଭ
ସୋନପୁର : (ସୌମିତ୍ରି ମେହେର ) ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଲାରେ ତା.୧୦ ରୁ ତା ୧୯ ପର୍ଯ୍ୟନ୍ତ...
ଉଲୁଣ୍ଡାରେ ସାମୁହିକ ଫାଇଲେରିଆ ଔଷଧ ସେବନ ଶୁଭାରମ୍ଭ
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସାମୁହିକ ଫାଇଲେରିଆ...
ବୀରମହାରାଜପୁର ବାଳକ ଉଚ୍ଚବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ଏ ବର୍ଷ ର ଦ୍ଵିତୀୟ ଶିକ୍ଷକ...
