National & International News in Odia
ସ୍ତ୍ରୀକୁ ୧୦ ମହଲାରୁ ଠେଲି ଦେଲେ ସ୍ବାମୀ !
ଲକ୍ଷ୍ନୌ: ୧୦ ମହଲାରୁ ଖସି ପଡ଼ି ମହିଳାଙ୍କୁ ମୃତ୍ୟୁ । ଘଟଣା ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି । ତେବେ...
ମହାରାଷ୍ଟ୍ର ରାଜନୀତି: ୪୦ ବିଦ୍ରୋହୀ ନେତାଙ୍କୁ ବହିଷ୍କାର କଲା ବିଜେପି
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଆକ୍ସନ । ବିଦ୍ରୋହୀ ନେତାଙ୍କ ବିରୋଧରେ ଦଳ ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ...
ଘଣ୍ଟା ଚୋରି ପାଇଁ ଦୁଇ ନାବାଳକଙ୍କୁ ଓଲାଟା ଝୁଲାଇ ଦେଲେ ଲଙ୍କା ଧୂଆଁ
ପାଣ୍ଡୁରନା: ଘଣ୍ଟା ଚୋରି ଅଭିଯୋଗରେ ଦୁଇ ୧୪ ବର୍ଷୀୟ ନାବାଳକଙ୍କୁ ଓଲଟା ଝୁଲାଇ ଦିଆଗଲା ଲଙ୍କା ଧୂଆଁ । ଭିଡିଓ...
ଟିଏମସିର ଦୁଇ ବିଧାୟକଙ୍କୁ ବିଚ୍ ରାସ୍ତାରେ ନିର୍ଧୁମ ମାଡ଼
କୋଲକାତା: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ଦୁଇ ବିଧାୟକଙ୍କୁ ବିଚ ରାସ୍ତାରେ ମରଣାନ୍ତକ ଆକ୍ରମଣ । ଭିନ୍ନ ଭିନ୍ନ ସ୍ଥାନରେ ଉଭୟ...
ବାଣ ପଡ଼ି ଜଳିଲା ଘର, ଜୀବନ୍ତ ଦଗ୍ଧ ହୋଇଗଲେ ୩ ଶିଶୁ
କୋଲକାତା: ପଶ୍ଚିମବଙ୍ଗ ହାଓ୍ବଡା ଓଲବେରିୟା ଅଞ୍ଚଳରେ ଦୀପାବଳି ପାଳନ ବେଳେ ଅଘଟଣ । ବାଣ ନିଆଁରେ ଏକ ଘର ଜଳିଯିବା...
ସଲମନ ଖାନଙ୍କୁ ପୁଣି ହତ୍ୟା ଧମକ: ୨ କୋଟି ଦିଅ, ନହେଲେ…
ମୁମ୍ବାଇ: ଭାଇଜାନ ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ମୁମ୍ବାଇ ଟ୍ରାଫିକ ପୋଲିସ କଣ୍ଟ୍ରୋଲ ରୁମକୁ ଏନେଇ...
ତିରୁପତି ଇସ୍କନ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ
ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ତିରୁପତି ଇସ୍କନ ମନ୍ଦିରକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ । ଧମକ ମିଳିବା ପରେ ମନ୍ଦିରର...
ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୪ ଯୁବକ
ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଘରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୪ ଜଣ ଯୁବକ । ଘଟଣା ଗୁରୁଗ୍ରାମର ସରସ୍ୱତୀ...
ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ
ରାଞ୍ଚି: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ଗିରଫ । ମୁମ୍ବାଇ ପୋଲିସ ଝାରଖଣ୍ଡର...
ତାଣ୍ଡବ ରଚିବ ବାତ୍ୟା ‘ଦାନା’: ୨ ଶହ ଟ୍ରେନ ବାତିଲ
ଭୁବନେଶ୍ବର: ଭୟଙ୍କର ରୂପ ନେଉଛି ବାତ୍ୟା ‘ଦାନା’ । ସମୁଦ୍ର ଭିତରେ ଗୋଟାଉଛି ବଳ । ସମୟ ଗଡ଼ିବା ସହ...
ଶିକ୍ଷା ଓ ଜ୍ଞାନ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ବକୁ ଆଗକୁ ନେବ – ଧର୍ମେନ୍ଦ୍ର ପ୍ରଧାନ
ମେଲବର୍ଣ୍ଣ/ଅଷ୍ଟ୍ରେଲିଆ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ଧରି ସିଙ୍ଗାପୁରରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ...
ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡି ଚାଲିଯିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ
କୋଲକାତା: ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଓଡ଼ିଶା ସରକାର ଜିରୋ...
