National & International News in Odia
ମେଡିକାଲ ଭିତରେ ମହିଳା ଡାକ୍ତରଙ୍କ ଚୁଟି ଘୋଶାଡ଼ି ମାରିଲେ ରୋଗୀ
ତିରୁପତି: ହସ୍ପିଟାଲ ଭିତରେ ପୁଣି ଡାକ୍ତରଙ୍କୁ ଆକ୍ରମଣ । ସର୍ବସମ୍ମୁଖରେ ଜୁନିୟର ମହିଳା ଡାକ୍ତରଙ୍କୁ ପିଟିଲେ ରୋଗୀ । ଅନ୍ଧ୍ରପ୍ରଦେଶର ଏକ...
ଜମ୍ମୁ-କାଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କରିବାର କିଛି ସମୟ ପରେ ପ୍ରତ୍ୟାହାର କରିନେଲା ବିଜେପି
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ ତାରିଖରୁ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୩ଟି ପର୍ଯ୍ୟାୟରେ ନିର୍ବାଚନ...
ଆଜି ଜନ୍ମାଷ୍ଟମୀ, ସବୁଠି କୃଷ୍ଣମୟ ପରିବେଶ; ଶ୍ରୀମନ୍ଦିରରେ ଜନ୍ମ ନେବେ କାହ୍ନା
ଭୁବନେଶ୍ବର: ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ...
ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩ ମୃତ
ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନରେ ଏକ ବସ୍ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣ । ୨୩ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା...
ଆତଙ୍କବାଦୀଙ୍କ ନରସଂହାର, ୨୩ ଜଣଙ୍କୁ ଗୁଳି କରି କଲେ ହତ୍ୟା
ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀଙ୍କ ନରସଂହାର । ବଲୁଚିସ୍ତାନରେ ଆତଙ୍କବାଦୀ ୨୩ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦକ୍ଷିଣ...
କ୍ରିକେଟକୁ ଅଲବିଦା କହିଲେ ଶିଖର ଧଓ୍ବନ
ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଗବ୍ବର ସିଂ ଭାବେ ପରିଚିତ ହାର୍ଡ ହିଟର୍ ଶିଖର ଧଓ୍ବନ କ୍ରିକେଟରୁ ନେଲେ ସନ୍ନ୍ୟାସ...
‘ଖାଇକେ ପାନ ବନାରସ ବାଲା…’ ଗୀତରେ ନାଚିବା ପଡ଼ିଲା ମହଙ୍ଗା, ୪ ପୋଲିସ କର୍ମଚାରୀ ସସପେଣ୍ଡ
ନାଗପୁର: ବଲିଉଡ଼ ଗୀତରେ ନାଚିବା ପୋଲିସ କର୍ମଚାରୀଙ୍କୁ ପଡ଼ିଲା ମହଙ୍ଗା । ତାହା ପୁଣି ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ...
ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଧମକ
ଥିରୁବନ୍ତପୁରମ୍: ଏୟାର ଇଣ୍ଡିଆରେ ଏକ ବିମାନରେ ବୋମା ଥିବା ଧମକ । ଯାହାକୁ ନେଇ ଖେଳିଯାଇଛି ଆତଙ୍କ । ଧମକ...
ଯୌନ ରାକ୍ଷସର ଶିକାର ହେଲା ଆଉ ଏକ ଶିଶୁକନ୍ୟା, ଚକୋଲେଟ ଦେବାକୁ କହି କଲା ଦୁଷ୍କର୍ମ
ସିଦ୍ଧିପେଟ: ସ୍ଥିତି ଭୟାନକ । ଯେଉଁଠିକୁ ଚାହିଁଲେ ଲାଗୁଛି ବୁଲୁଛନ୍ତି ଯୌନ ପିପାସୁ । ନା ଦେଖୁଛନ୍ତି ବୟସ, ନା...
ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ବିରୋଧୀ, ଅଦାଲତରେ ଚ୍ୟାଲେଞ୍ଜ କରାଯିବ: ସିଦ୍ଧରମୈୟା
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମୋକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ...
ସ୍ୱର ଉଠାଇଥିବା ଲୋକଙ୍କ ବଦଳି, ୪୨ ପ୍ରଫେସର-ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ମମତା ସରକାର
କୋଲକାତା: କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି । ଗୋଟିଏ ସିବିଆଇ...
ଗୋଟିଏ ରାତିରେ ଦୁଇଟି ଟ୍ରେନ୍ ଲାଇନଚ୍ୟୁତ
କାନପୁର/ସିଲଗୁଡ଼ି: ଦେଶରେ ଟ୍ରେନ୍ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ପ୍ରାୟ ସବୁଦିନ କେଉଁଠୁ ନା କେଉଁଠୁ ଟ୍ରେନ ଦୁର୍ଘଟଣାର...
