National & International News in Odia
ସତ୍ୟପାଲ ମଲିକଙ୍କ ଘରେ ସିବିଆଇ ଟିମ୍, ଜମ୍ମୁ-କାଶ୍ମୀରରେ ବୀମା ଦୁର୍ନୀତି ମାମଲାରେ କରିବ ପଚରା ଉଚୁରା
ନୂଆଦିଲ୍ଲୀ: କଥିତ ବୀମା ଦୁର୍ନୀତି ମାମଲାରେ ପଚରା ଉଚୁରା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ଆଜି ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ...
ଜିୟା ଖାନ୍ ଆତ୍ମହତ୍ୟା ମାମଲା; ନିର୍ଦ୍ଦୋଷରେ ଖଲାସ ହେଲେ ସୁରଜ
ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ଜିୟା ଖାନ୍ ଆତ୍ମହତ୍ୟା ମାମଲାର ଆଜି ଥିଲା ଅନ୍ତିମ ଶୁଣାଣି। ରାୟ ଦେଇଛନ୍ତି...
ସମଲିଙ୍ଗୀ ବିବାହ ମାମଲା ଉପରେ ଅଦାଲତ ନୁହେଁ, ଲୋକଙ୍କୁ ନିଷ୍ପତ୍ତି କରିବା ଉଚିତ୍: କିରେନ ରିଜିଜୁ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ଦାବିରେ ଆଗତ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। କେନ୍ଦ୍ର...
ମଣିପୁର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଜଳାପୋଡା, ଇଣ୍ଟରନେଟ୍ ବନ୍ଦ, ୧୪୪ ଧାରା ଜାରି
ଇମ୍ଫାଲ: ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଜଳାପୋଡା ଏବଂ ଭଙ୍ଗାରୁଜା ପରି ଅଭାବନୀୟ ଘଟଣା ଘଟିଛି।...
ଅତିକ ଅହମ୍ମଦ କବଳରୁ ମୁକ୍ତ ଜମିରେ ରହିବେ ୭୬ ପରିବାର, ପିଏମ ଆବାସ ଯୋଜନାରେ ମିଳିବ ଘର
ପ୍ରୟାଗରାଜ: ମାଫିଆ ଡନ ଅତିକ ଅହମ୍ମଦ କବଜାରୁ ମୁକ୍ତ ଜମି ଉପରେ ଗରିବଙ୍କ ରହିବା ପାଇଁ ନିର୍ମାଣ ହେବ ବାସଗୃହ।...
ଜିୟା ଖାନ୍ ଆତ୍ମହତ୍ୟା ମାମଲା; ଆଜି ଆସିପାରେ ରାୟ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜିୟା ଖାନ ଆତ୍ମହତ୍ୟା ମାମଲାକୁ ୧୦ ବର୍ଷ ବିତିଗଲାଣି। ପ୍ରାୟ ୧୦ ବର୍ଷ ପରେ ଅଭିନେତ୍ରୀ...
ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ
ନୂଆଦିଲ୍ଲୀ: ଆଜି ସିବିଆଇରେ ହାଜର ହେବେ ସତ୍ୟପାଲ ମଲ୍ଲିକ। ଜାମ୍ମୁ କାଶ୍ମୀରରେ ତାଙ୍କ କାର୍ଯ୍ୟକାଳରେ ଲାଗୁ ହେବାକୁ ଥିବା ରିଲାଏନ୍ସ...
ମୋଦୀ ହେଉଛନ୍ତି ବିଷଧର ସାପ, ଚାଖିଲେ ତୁରନ୍ତ ମରିଯିବେ; କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ...
ବଢିଲା ଅଡୁଆ; ୧୨ ଯାଏ ବୃଦ୍ଧି ହେଲା ମନୀଷ ସିସୋଦିଆଙ୍କ ନାୟିକ ହେପାଜତ ଅବଧି
ନୂଆଦିଲ୍ଲୀ: ବଢିଲା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କ ନ୍ୟାୟିକ...
ଉତ୍ତର କୋରିଆକୁ ବାଇଡେନ୍ଙ୍କ ଚେତାବନୀ; ପରମାଣୁ ଆକ୍ରମଣ କଲେ ଅନ୍ତ ନିଶ୍ଚିତ
ଓ୍ୱାଶିଂଟନ: ଉତ୍ତର କୋରିଆକୁ ଆମେରିକାର ଚେତାବନୀ। ପରମାଣୁ ଅସ୍ତ୍ରର ବ୍ୟବହାର କଲେ ପରିଣାମ ଭୟଙ୍କର ହେବ। ଏ ନେଇ ଆମେରିକାର...
ମାନହାନୀ କେସରେ ରାହୁଲଙ୍କ ପରେ ବଢିଲା ଦିଗବିଜୟ ସିଂଙ୍କ ମୁସ୍କିଲ
ଭୋପାଳ: ରାହୁଲ ଗାନ୍ଧୀଙ୍କ ପରେ ମାନହାନୀ କେସରେ ମୁସ୍କିଲରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ। ଭୋପାଳର ଏକ...
ଡବ୍ଲ୍ୟଏଫଆଇ ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ କମିଟିର ସଦସ୍ୟ ବବିତା ଫୋଗାଟ୍ କହିଲେ- ତଦନ୍ତ ଠିକରେ ହୋଇ ନାହିଁ
ନୂଆଦିଲ୍ଲୀ: ଯୌନ ଉତ୍ପୀଡନ ଅଭିଯୋଗ ଆସିଥିବା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି...
