Odisha News
ବାତ୍ୟା ‘ଦାନା’ ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ହେଲା ପରିଣତ
ଭୁବନେଶ୍ବର: ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିରତ ହେଲା ଭୀଷଣ ବାତ୍ୟା ‘ଦାନା’ । ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ...
ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇ ନଦୀରେ ଛାତ୍ର ନିଖୋଜ
ଭଦ୍ରକ: ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ ଭାସିଗଲେ ଦଶମ ଶ୍ରେଣୀର ଛାତ୍ର । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ...
ଟଳିନି ବାତ୍ୟା ବିପତ୍ତି: ଆଜି ଦିନ ସାରା ଘାଣ୍ଟିବ ‘ଦାନା’
ଭୁବନେଶ୍ବର: ଚାଲିଛି ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ବାତ୍ୟା ‘ଦାନା’ର ପ୍ରକୋପ କମିଯିବ ବୋଲି ଯଦି...
ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପରେ ଭୁବନେଶ୍ବରରେ ସ୍ବାଭାବିକ ହେଲା ବିମାନ ସେବା
ଭୁବନେଶ୍ବର: ବାତ୍ୟା ‘ଦାନା’ ପାଇଁ ରାଜଧାନୀ ଭୁବନେଶ୍ବର ଏୟାରପୋର୍ଟରେ ବନ୍ଦ ଥିବା ବିମାନ ଉଡ଼ାଣ ସ୍ବାଭାବିକ ହୋଇଛି । ସକାଳ...
ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ସହ ଓଡ଼ିଶାରେ ଜନ୍ମ ହେଲେ ୧୬ ଶହ ଶିଶୁ
ଭୁବନେଶ୍ବର: ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି । କାହାର ଘର କାନ୍ଥ ଭାଙ୍ଗିଛି ତ...
ହବାଳିଖଟିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ‘ଦାନା’
ଭୁବନେଶ୍ବର: ଭୟଙ୍କର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ଯା ‘ଦାନା’ । ଜାରି ରହିଛି ଭୀଷଣ ବାତ୍ଯାର ଲ୍ଯାଣ୍ଡଫଲ୍...
ରାତି ୧୨ଟା ୫ରେ ହବାଳିଖଟିରେ ଲ୍ୟାଣ୍ଡଫଲ୍ କଲା ‘ଦାନା’
ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ୍ କଲା ‘ଦାନା’ । ରାତି ୧୨ଟା ୫ରେ ଲ୍ୟାଣ୍ଡଫଲ୍ କରିଛି ଦାନା । ଭିତରକନିକା ହବାଳିଖଟିରେ ସ୍ଥଳଭାଗ...
ବାତ୍ୟା ‘ଦାନା’ ଅପଡେଟ: ସମୁଦ୍ରରେ କମୁଛି ଗତି, ପରାଦୀପଠାରୁ ୧୫୦ କି.ମି. ଦୂରରେ
ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର...
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା, ୧୧ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା
ଭୁବନେଶ୍ଵର, (ରାଜାରାମ ଷଡ଼ଙ୍ଗୀ):ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ବାତ୍ୟା ଦାନା ଦ୍ବାରା କ୍ଷତିଗ୍ରସ୍ତ ହେବାକୁ...
ବାତ୍ୟା ‘ଦାନା’: ଆରମ୍ଭ ହୋଇଗଲାଣି ପ୍ରଭାବ, ଭାଙ୍ଗିଲା ବଡ଼ ବଡ଼ ଗଛ
ପୁରୀ: ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇଗଲାଣି । ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପବନର ବେଗ ଧିରେ ଧିର...
ବାତ୍ୟା ‘ଦାନା’ ପାଇଁ କେଣାର୍କ ସୂର୍ଯ୍ୟ ମନ୍ଦିର ଦୁଇଦିନ ବନ୍ଦ
ପୁରୀ: ଆସୁଛି ବାତ୍ୟା ‘ଦାନା’ । ଭୀଷଣ ରୂପ ନେଇ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ।...
ତାଣ୍ଡବ ରଚିବ ବାତ୍ୟା ‘ଦାନା’: ୨ ଶହ ଟ୍ରେନ ବାତିଲ
ଭୁବନେଶ୍ବର: ଭୟଙ୍କର ରୂପ ନେଉଛି ବାତ୍ୟା ‘ଦାନା’ । ସମୁଦ୍ର ଭିତରେ ଗୋଟାଉଛି ବଳ । ସମୟ ଗଡ଼ିବା ସହ...
